
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ହେଲି ସଂଞିତା 2023 ନୂଆ ବର୍ଷ କୁ ଆପଣ ମାନଙ୍କୁ ସ୍ୱାଗତ ଆପଣ ମାନଙ୍କର ଜାହା ସବୁ ଇଚ୍ଛା ଅଛି ଜାହା ସବୁ ଭାବିଛନ୍ତି କରିବେ ବୋଲି ଏହି 2023 ରେ କରି ଜାଆନ୍ତୁ କେବଳ କୋରନା ଟିକେ ସାଥ୍ ଦେଉ ଆପଣଙ୍କୁ । ଆଉ ଆମେ ଯେଉଁ ପରି ଅଭିନୟ କରୁ ତାହା ଆଗକୁ ସ୍କ୍ରିପ୍ଟ ଆସେ ଆଉ ସେହି ଅନୁସାରେ ଆମେ ଅଭିନୟ କରୁ ।
ଆଉ ଏହି ସବୁ ଅଭିନୟ କରିବାର ଯାଦୁ ଜଣେ ଡିରେକ୍ଟର ମତେ କହିଛନ୍ତି । ବହୁତ ଭଲ ପାଇବା ଦେଲେ ଲୋକ ମାନେ ମୋ ଲାଲି କେରେକ୍ଟର କୁ । ଆଉ ଲୋକ ମାନେ ସମସ୍ତେ ମତେ ଡଲି ବୋଲି ଜାଣନ୍ତି ହେଲେ ଏବେ ଡଲିରୁ ଲାଲି ହୋଇଗଲି । ଆଉ ସେହି କେରେକ୍ଟର ବହୁତ ଭଲ ଥିଲା ଲୋକ ମାନେ ବହୁତ ଭଲ ପାଉଥିଲେ ଯେହେତୁ ମୁଁ କମେଡି କରୁଥିଲି ।
ଆଉ ଲୋକ ମାନଙ୍କୁ ବହୁତ ହସଉ ଥିଲି ଏମିତି ବି ହୋଇଥାଏ ମୋ ଫେନ୍ସ ମାନେ 9.00 ହେବ ମାନେ ଆସି ଟିଭି ପାଖରେ । ଏମିତି ବି ବେଳେ ହୋଇଥିଲା ଯେଉଁଥିରେ ମୁଁ ଗୋଟେ ପରିବା ମାର୍କେଟ ଜାଇଛି ସେଠାରେ ବି ମତେ ଚିହ୍ନି ପକେଇଲେ ଆଉ ମତେ ସେମାନେ ରହିବାକୁ ଦେଲେ ନାହିଁ ।
ଆଉ କେମିତି ଭାବେ ସେମାନେ ମୋ ଅଭିନୟ କୁ ଦେଖନ୍ତି ସେଠାରେ ଜଣା ପଡିଥିଲା । ଆଉ ଏମିତି ବହୁତ ସମୟ ରେ ଆମେ ମାନେ ବିଭିନ୍ନ ସ୍ଥାନ ବିଲା ବୁଲି ସହ ବହୁତ ଇନଜୟ କରୁଛି ନିଜ ଲାଇଫ ରେ ଆଉ ମୋ କେରେକ୍ଟର କୁ ବହୁତ ଭଲ ପାଇଥିଲେ ସେ ସିରିଏଲ ରେ ଆଉ ଆଗକୁ ମଧ୍ୟ ଏମିତି ଭଲ ପାଇବା ଦେବେ ବୋଲି ମୋର ଆଶା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।