‘ମୁଁ ଆଇଆଇସି ମୋ ପାଖେ ଲକ୍ଷ-ଲକ୍ଷ ଟଙ୍କା ରହିବ, ହେଲେ ତୁମେ ମାନେ କିଏ ମତେ…’ ଭିଜିଲାନ୍ସ ପଞ୍ଝାରେ IIC, ତଥାପି ମୁହଁ ଫୁଟାଣି !

Puri

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଭିଡ଼ିଓ ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଆମେ ଆଜି ଆପଣ ମାନଙ୍କୁ ଏହି ଭିଡ଼ିଓ ବିଷୟ ରେ କହିବା ପାଇଁ ଯାଉଛି । ତେବେ ଏହି ଭାଇରଲ ହେଉଥିବା ଭିଡ଼ିଓ ରେ ଭିଜିଲାନ୍ସ ପଞ୍ଛା ରେ କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା IIC ଧିରଜ ଲେଙ୍କା ।

ସେ କୋଟଗୋଡ ରୁ ଥାନା ଗାଡିରେ ଖଜୁରୀ ପଡା ଅଭିମୂଖେ ଯାଉଥିବା ବେଳେ ବାଲିଗୁଡା ଠାରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ତାଙ୍କର ଗାଡି ଅଟକ କରିଥିଲା । ଅଟକ ରଖିବା ସହିତ ତାଙ୍କ ଠାରୁ 1 ଲକ୍ଷ 45 ହଜାର 8 ଶହ ଟଙ୍କା ଜବଦ କରିଛି । ଏବଂ ତାଙ୍କୁ ହେପାଜତ କୁ ନେଇଛି । ଫୁଲବାଣୀ ଦୂର୍ନିତି ନିବାରଣ ବିଭାଗ DSP ଅରୁଣ ନାୟକ କହିବା ଅନୁସାରେ IIC ଧିରଜ ଲେଙ୍କା ଗାଡ଼ିରେ ଲକ୍ଷାଧିକ ଟଙ୍କା ଧରି ନିଜ ପତ୍ନୀଙ୍କ ପାଖକୁ ଯାଉଥିବା ନେଇଁ ତାଙ୍କୁ ଏକ ଅଭିଯୋଗ ଆସିଥିଲା ।

dhiraj

ତେବେ ଏହି ନେଇ IIC ଧିରଜ ଲେଙ୍କା ଗଣମାଧ୍ୟମ ସାମ୍ନାରେ ନିଜ ମୁହଁ ଲୁଚେଇ କରି କହିଛନ୍ତି ଯେ ତାହା ହେଉଛି ମୋର ଟଙ୍କା ମୁଁ ଏତେ ବେଳଯାଏ କିଛିବି ସ୍ଥିର କରି ପାରୁନାହିଁ କଣ କରିବି ବୋଲି ତାହା ହେଉଛି ମୋର ନିଜ ପଇସା ମୁଁ ଦଶହରା ଚାନ୍ଦା ଆଦାୟ କରିନାହିଁ ସେଇଟା ମୋ ପଇସା ମୁଁ ଧାର ଦେଇଥିଲି 60 ହଜାର ଟଙ୍କା ମୋ ପାଖରେ ପଇସା ଥିଲା । ମୁଁ ଆଇଆଇସି ମୋ ପାଖରେ କଣ ଲକ୍ଷ ଟଙ୍କା ରଖିବନି କି ।

ତେବେ ଭିଜିଲାନ୍ସ ମତେ ଅଟକି ରଖିଛି ମତେ ପ୍ରମାଣ କରନ୍ତୁ କି ମୁଁ ବେଆଇନ ପଇସା ରଖିଛି ନା ନାହିଁ । ସେମାନେ ମୋର ବେଗଗ୍ରାଉଣ୍ଡ ଦେଖନ୍ତୁ ସବୁ ଦେଖି ସାରିବା ପରେ ସେମାନେ ପବ୍ଲିକ ରେ ପଚାରନ୍ତୁ । ମୁଁ କେଉଁ ଭଳିଆ ଅଫିସର ତା ପରେ ଜାଣି ପାରିବେ । ଅନ୍ୟ ପଟେ ଭିଜିଲାନ୍ସ ଅଫିସର ଙ୍କ କହିବା ମୁତାବକ ଧୀରାଜ ଲେଙ୍କା 2 ଲକ୍ଷ ଟଙ୍କା ନେଇ ତାଙ୍କ ଘରକୁ ଯାଉଥିଲେ ବୋଲି ଆମେ ଖବର ପାଇଥିଲୁ ।

ଆମେ ତାଙ୍କୁ ଅଟକାଇ ତାଙ୍କ ଠାରୁ 1 ଲକ୍ଷ 45 ହଜାର 800 ଟଙ୍କା ଜବତ କରିଛୁ । ଆଉ କିଛି ଜିନିଷ ପତ୍ର ସେ ନେଇକି ଯାଉଥିଲେ ସେଇଟା ଦେଖୁଚୁ । ତାଙ୍କର ଘର ଫର ଅଛି କଟକରେ ସେ ସବୁ ଦେଖିଛୁ । ତା ହେଲେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *