ଯେଉଁଦିନ ମୋର ଛାଡ଼ପତ୍ର ହେବ ସେଦିନ ମୁଁ ମୋ ଜଦ୍ମଦିନ ପାଳନ କରିବି

divorce 1

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଭର୍ସ ପରେ ବାହା ହେବେକି ଅନୁଭବ କାହିଁକି ଏମିତି କହିଲେ ଅଭିନେତା ଅନୁଭବ । ଜନ୍ମ ଦିନରେ ବି ଦୋହରେଇଲେ ସେହି ଗୋଟିଏ କଥା ଡିଭର୍ସ ହେଉ ଜନ୍ମ ଦିନ ପାଳନ କରିବି । ତା ପୂର୍ବରୁ ବି ସଞୟ ନାୟକ ଙ୍କ ଏନିଭର୍ସରି ରେ କହିଥିଲେ । ଡିଭର୍ସ ହେଉ ପାର୍ଟି ଦେବି । ଅନୁଭବ ନିଜର ଡିଭର୍ସ କୁ ନେଇ ଏବେ ଚିନ୍ତିତ କଣ ପାଇଁ କାହିଁକି ସବୁ ବେଳେ ସେ ସେହି ଡିଭର୍ସ କଥା ହିଁ ଉଠେଇ ଚାଲିଛନ୍ତି ।

ଆଉ ଗଣ ମାଧ୍ୟମରେ ପରକ୍ଷ ଭାବେ ଇଂଙ୍ଗିତ ଦେଉଛନ୍ତି । ହାଇକୋର୍ଟ ର ଅର୍ଡର ରହିଛି ସଫା ସଫା ତାଙ୍କର ବିବାହ କୁ ନେଇ କିମ୍ବା ବର୍ଷା କୁ ନେଇ କୈଣସି କଥା ଉଲ୍ଲେଖ କରିବେ ନାହିଁ । ହେଲେ ଏହା ବାଦ ବି ସେ ଗୋଟିଏ ପରେ ଗୋଟିଏ ସେହି କାମ କରି ଚାଲିଛନ୍ତି । କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ଅନୁଭବ ମହାନ୍ତି ।

Anubhab Mohanty

ଏମିତି କୁହାଜାଇଛି କି ଏହାକୁ ନେଇ ଅନୁଭବ ମହାନ୍ତି ଗଣମାଧ୍ୟମରେ କୈଣସି କଥା କହି ପାରିବେ ନାହିଁ । ଏହା ବାଦ୍ ବର୍ଷା ଙ୍କୁ ନେଇ ସେ ସବୁ ବେଳେ ଗୋଟିଏ କଥା ହିଁ ଇଙ୍ଗିତ କରି କହୁଛନ୍ତି । କାହିଁ ଅନ୍ୟପଟେ ବର୍ଷା ସେମିତି କିଛି କହୁ ନାହାଁନ୍ତି । କି ସୋସିଆଲ ମିଡିଆରେ ପ୍ରଚାର କରୁ ନାହାଁନ୍ତି କି ମୁଁ ଏଇଟା କରିବି କି ସେଇଟା କରିବି । କାହିଁକି ଅନୁଭବ ସେହି ଗୋଟିଏ କଥାକୁ ଆଲୋଚନା ର ପରିଧି ମଧ୍ୟକୁ ଟାଣି ଆଣୁଛନ୍ତି ।

ଆଉ ଅନ୍ୟପଟେ ତାଙ୍କର ବାନ୍ଧବି ମଧ୍ୟ ବୁଲେଇ ବଙ୍କେଇ ଅନୁଭବ ଙ୍କ ପକ୍ଷ ସୋସିଆଲ ମିଡିଆ ରେ ସେୟାର କରୁଛନ୍ତି । ଆଉ ଅନୁଭବ ଙ୍କୁ ଏକ ପୀଡିତ ପୁରୁଷ ରୂପେ ଦର୍ଶାଉଛନ୍ତି ଅନୁଭବ ବର୍ଷା ଦୁହେଁ ଜଣା ସୁଣା ବ୍ୟକ୍ତିତ୍ୱ ଏବଂ ଦୁହେଁ ମେଚ୍ୟିୟର ରହିଥିବା ବେଳେ ଦୁହେଁ ସେହି ପରି ଭାବେ ବ୍ୟବହାର କରିବା ଆବଶ୍ୟକ ଅଟେ । ହେଲେ ଏମିତି ଅନୁଭବ ବ୍ୟବହାର କଣ ଇଙ୍ଗିତ କରୁଛି ଧର୍ଯ୍ୟଶକ୍ତି ଅନୁଭବ ଙ୍କର ବେଶି ନାଁ ବର୍ଷାଙ୍କର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *