‘ଖରାପ କାମ କରିବାକୁ ମୋତେ ଡାକିଥିଲା’ । ରାତିରେ ଆମେ

work

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁରା ରାଜ୍ୟ ବର୍ତମାନ ସମୟ ରେ ଅର୍ଚ୍ଚନା ନାଗ ନାମରେ ହୁଲତୁଲ ହେଉଛି ପ୍ରତି ବ୍ୟକ୍ତି ବିଶେଷ ମାନେ ତାଙ୍କ ବିଷୟ ରେ ଜାଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି । ଏହି ଭିତରେ ଆପଣଙ୍କୁ ବି ଫସେଇ ଦେଇଥିଲେ ଏବଂ କିଭଳି ଭାବେ ଆପଣଙ୍କୁ ସେ ଫାସରେ ପକେଇଥିଲା ଏବଂ କେମିତି ଆପଣ ତାଙ୍କ କୋଣ୍ଟାକ୍ଟ ରେ ଆସିଲେ ଆମେ ଆପଣଙ୍କ ମୁହଁରୁ ଜାଣିବା ପାଇଁ ଚାହିଁବୁ ।

ତେବେ 4 ରୁ 5 ବର୍ଷ ତଳେ ତାଙ୍କୁ ମୁଁ ଜଣେ ସିନିୟର ବ୍ୟକ୍ତି ଙ୍କ ଚାମ୍ବରରେ ଦେଖିଥିଲି । ଏବଂ ସେହିଠାରେ ସେ ମୋ ନାଁ ବିଷୟ ରେ ଜାଣିଥିଲା ଏବଂ ପରେ ଫେସବୁକ ରେ ମୋର ଆଇ଼ଡି ଦେଖି କରି ମତେ ସେ ଫେସବୁକ ରେ ରିକ୍ୟୁଏଷ୍ଟ ପଠେଇଲା ଏବଂ ପରେ ରିକ୍ୟୁଏଷ୍ଟ ଆକ୍ସପ୍ଟ କରିଲି ଏବଂ ପରେ ମୋ ମୋବାଇଲ ନମ୍ବର ମାଗିଲେ ଏବଂ ପରେ ସେ ମତେ କେଉଁଠି ରହୁଛନ୍ତି ବୋଲି ପଚାରିଥିଲେ ମୁଁ ବରମୁଣ୍ଡା ବୋଲି କହିଲି ସେ କହିଲେ କି ମୁଁ ବି ସେହି ଆପଣଙ୍କ ଗାଁ ପାଖରେ ରହୁଛି ।

ka

ତେବେ ମୁଁ ତା ସହିତ ଆଗକୁ କଥା ବାର୍ତ୍ତା କରିଲି ଏବଂ ପରେ ସେ ହଠାତ ମାତ୍ରେ 20 ହଜାର ଟଙ୍କା ମାଗିଲା ଏବଂ ପରେ ମୁଁ ସିଧା ସଳଖ କହିଲି ମୁଁ ତ ତୁମକୁ ଚିହ୍ନେ ନାହିଁ ତେବେ ପଇସା କାହିଁକି ଦେବି ପଇସା ଏବଂ ପରେ ସେ କିଛି ଦିନ ଚୁପ ରହିବା ପରେ ପୁଣି ଫୋନ କରିଲା ଆଉ କହିଲା ସାର ମୁଁ ଗାଡି କିସ୍ତି ଦେଇ ପାରୁନାହିଁ ଆଉ ମତେ କିଛି ସାହାଯ୍ୟ କରନ୍ତୁ ।

ତେବେ ମୁଁ ସିଧା ସଳଖ ମନା କଲି ଏବଂ ପରେ ଫେସବୁକ ରୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ରୁ ଡିଲିଟ କରିବା ସହିତ ମୁଁ ବ୍ଲକ୍ କରିଥିଲି ହେଲେ କିଛି ଦିନ ପରେ ସେ ମତେ ପୁଣି ମେସେଞର ରେ କଲ କଲା ଏବଂ ମତେ ସିଧାସଳଖ ନିଜ ଘରକୁ ଡାକିଥିଲା ଆଉ ସେହିଠାରୁ ଜାଣି ପାରିଲି କି ସେ ମତେ ଖରାପ ସେ-ନ୍ସ ରେ କହୁଛି ବୋଲି । ତେବେ ମୋର ଭାଗ୍ୟ ଭଲ ଯେ ମୁଁ ସେହି ସମୟ ରେ ତା ଜାଲ ରେ ପଡିନଥିଲି । ନହେଲେ ମୋ ଅବସ୍ତା ବି ଅନ୍ୟ ମାନଙ୍କ ପରି ହୋଇଥାନ୍ତା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ