ମୁଁ ବି ସେହି କାଳିଆ ଧାମରେ ଦାହ ହେବି, ମୁଁ ବଡ଼ଦାଣ୍ଡରୁ ସିଧା ସ୍ୱର୍ଗଦ୍ୱାରକୁ ଚାଲିଯିବି… ମରିବା ପୁର୍ବରୁ ପିଣ୍ଟୁଙ୍କ ଶେଷ ବାଣି ଶୁଣନ୍ତୁ

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ସମସ୍ତ ଙ୍କ ଶେଷ ଠିକଣା ଆଜି ମୋ ପାଇଁ ପାଲଟିଛି ଶେଷ ଠିକଣା । ମୁଁ ବି ସେହି କାଳିଆ ଧାମରେ ଦାହ ହେବି । ଛୋଟ ବେଳେ ମାଆ ପାଖରୁ ସୁଣିଥିଲି ସ୍ୱର୍ଗ ଦ୍ୱାରରେ ପୋଡା ହେଲେ ଆତ୍ମା ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି । ଆଉ ମୁଁ ବି ଆଜି ସେହି ସ୍ୱର୍ଗ ଦ୍ୱାରରେ ପୋଡା ହେବାକୁ ଯାଉଛି । ଯେଉଁଠି ହଜାର ହଜାର ଶବ ପ୍ରତି ଦିନ ପୋଡା ହୁଅନ୍ତି ।

ଆଜି ସେହି ହଜାର ହଜାର ଶବ ଙ୍କ ମଧ୍ୟରେ ମୁଁ ବି ଜଣେ ଥିବି । କୋକେଇ ରେ ବନ୍ଧା ହୋଇ ବଡଦାଣ୍ଡ ଦେଇ ସିଧା ସ୍ୱର୍ଗ ଦ୍ୱାର କୁ ଚାଲିଯିବି । ମୋ ଦେହ ସାର ଫଗୁ ପଡିଥିବ । ମଥା ପାଖରେ ଧୁପ କାଠୀ ଜଳୁଥିବ । ଗୋଟେ ଧଳା କନା ମୋ ଉପରେ ଘୋଡା ହୋଇଥିବ ଆଉ ମୁଁ ପାଳ ଦୈଡି ରେ ବନ୍ଧା ହୋଇଥିବି । ମତେ କାନ୍ଧେଇ ନେବେ ମୋ ପ୍ରିୟଜନ । ଏମିତି କିଛି ଭାବନା କୁ ଅଚିନ୍ତାରେ ଶୋଇ ଭାବୁଥିବେ ଅଭିନେତା ପିଣ୍ଟୁନନ୍ଦ ।

pintu 3

କାରଣ ସେ ଆଜି ସମସ୍ତ ଙ୍କୁ ଛାଡି ଆର ପାରିକୁ ଚାଲି ଜାଇଛନ୍ତି । ତେବେ ହ୍ରାଇଦ୍ରାବାଦ ରୁ ଓଡିଶା ରେ ପହଁଚିବା ପରେ ପିଣ୍ଟୁନନ୍ଦ ଙ୍କ ମର ଶରୀର ତାଙ୍କ ଘରକୁ ଯିବ । ସେଠାରେ ପିଣ୍ଟୁନନ୍ଦ ଙ୍କୁ ତାଙ୍କ ଘର ଲୋକ ଦେଖି ସାରିବା ପରେ କଳାକାର ମାନେ ବି ପିଣ୍ଟୁନନ୍ଦ ଙ୍କ ଶେଷ ଦର୍ଶନ କରିବେ । ପିଣ୍ଟୁନନ୍ଦ ଙ୍କ ମର ଶରୀର କୁ ପୁରୀ ସ୍ୱର୍ଗ ଦ୍ୱାରରେ ଦାହ କରାଯିବ ବୋଲି ବନ୍ଦୋବସ୍ତ କରାଜାଇଛି ।

ପିଣ୍ଟୁନନ୍ଦ ଙ୍କ ସମସ୍ତେ ଶେଷ ଦର୍ଶନ କରି ସାରିବା ପରେ ମହାପରାୟଣ ଗାଡିରେ ତାଙ୍କୁ ସ୍ୱର୍ଗଦ୍ୱାର କୁ ନିଆଯିବ । ତେବେ ଲିଭର ସିରୋସିସ ରୋଗରେ ପୀଡିତ ଥିବା ପିଣ୍ଟୁନନ୍ଦ ବୁଧବାର ରାତି ପ୍ରାୟ 11.25 ମିନିଟ ରେ ମୃ-ତ୍ୟୁ ହୋଇଜାଇଛି ।

ଦିଲ୍ଲୀରେ ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ଚିକିତ୍ସିତ ହେଉଥିଲେ । ହେଲେ ଦିଲ୍ଲୀ ଡାକ୍ତର ତାଙ୍କୁ ମନା କରି ଦେଇଥିଲେ ଲିଭର ଲାଗି ପାରିବନି ବୋଲି । କାରଣ ପିଣ୍ଟୁନନ୍ଦ ଙ୍କ ସହିତ କାହାର ବି ଲିଭର ମେଚ୍ କରିଲା ନାହିଁ । ଏହା ପରେ ପିଣ୍ଟୁନନ୍ଦ ଙ୍କୁ ହ୍ରାଇଦ୍ରାବାଦ ସ୍ଥିତ ଯୋଶଦା ଡାକ୍ତର ଖାନା କୁ ସ୍ଥାନାନ୍ତର କରାଜାଇ ଥିଲା । ହେଲେ ଏବେ ତାଙ୍କର ମୃ-ତ୍ୟୁ ହୋଇଜାଇଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ