ମୁଁ ଖୋଲିଦେଲି ତୁମେ ଖୋଲିଦିଅ, ଦେଖିବ ମଜା ଲାଗିବ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ଖୋଲିଲି ଏବେ ତୁମେ ଖୋଲ ମୋର ଦେଖିଲୁ ଏବେ ତୁ ଦେଖା । ଧନ ଦେଖା ବହୁତ ମଜା ଲାଗିବ । ବନ୍ଧୁଗଣ ଇଣ୍ଟରନେଟ ଯୁଗରେ ବ୍ଲାକମେଲ କରିବା ପାଇଁ ଏମିତି କିଛି ନିଆରା ଢଙ୍ଗ ଆପଣାଉଛନ୍ତି ରୂପଜିବି ମାନେ । ଆଉ ସଂଙ୍ଗେ ସଂଙ୍ଗେ ଦେହ ଦେଖେଇ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଏମିତି ଅନେକ ଖବର ଆପଣ ମାନେ ସୁଣିଥିବେ ଆଗରୁ ହେଲେ ଆମେ ଆଜି ଆପଣ ମାନଙ୍କୁ ଆଉ ଏକ ଖବର ଦେଖେଇବା ପାଇଁ ଯାଉଛୁ ।

ଭଲ କରି ଦେଖି ନିଅନ୍ତୁ ଏହି ସ୍କ୍ରନସର୍ଟ କୁ ଜାହାକୁ ଏକ ସଚେତନ ନାଗରିକ ଙ୍କ ମୋବାଇଲ ରୁ ଅଣା ଜାଇଛି । ଆଉ କହି ରଖିବାକୁ ଚାହିଁବୁ କି ଯଦି ଏହି । ଯୁବକ ଜଣଙ୍କ ଯଦି ସଚେତନ ହୋଇନଥାନ୍ତେ । ତେବେ ହୁଏତ ଏହି ଯୁବକ ଜଣଙ୍କ ନିଜର ଇଜ୍ଜତ କୁ ରକ୍ଷା କରିବାକୁ ଜାଇ ଲକ୍ଷ ଲକ୍ଷ ଟଙ୍କା ଦେଇ ସାରନ୍ତେନି । ସର୍ବଶାନ୍ତ ହୋଇସାରନ୍ତିନି ହେଲେ ଟିକିଏ ସଚେତନ ଏବଂ ଟିକିଏ ବୁଦ୍ଧି ପାଇଁ ବଞ୍ଚିଗଲେ ଯୁବକ ଜଣଙ୍କ ।

call

ତେବେ ଆପଣ ମାନେ ଦେଖୁଥିବା ସ୍କ୍ରିନ ସର୍ଟ ରେ ଜଣେ ଯୁବକ କଥା ବାର୍ତ୍ତା ଆରମ୍ଭ କରନ୍ତି । ଆଉ ପରିଚୟ ନଦେଇ ସିଧା ଶା-ରୀ-ରିକ ସଂ-ମ୍ପ-ର୍କ ଆଡକୁ କଥା ପକାନ୍ତି । ତାହା ପୁଣି ଭିଡ଼ିଓ ମାଧ୍ୟମରେ ସାଙ୍ଗେ ସାଙ୍ଗେ ଏହାକୁ ଗ୍ରହଣ କରିବା ପାଇଁ ଭିଡିଓ କଲ ଆସେ । ତେବେ ଆପଣ ମାନେ ଯଦି ସେହି ଭିଡ଼ିଓ କଲ କୁ ଉଠାନ୍ତି ଏବଂ ଯଦି ଆପଣଙ୍କ ମୁହଁ ସେହିଥିରେ ଆସିଯାଏ ତେବେ ଆପଣଙ୍କ ଖେଳ ସରିଲା ।

ଆଉ ପରେ ସଂଙ୍ଗେ ସଂଙ୍ଗେ କଲ କଟିଯିବ ଏବଂ ପରେ ଆସିବ ଆପଣଙ୍କ ପାଖକୁ ଧମକ ପୂ-ର୍ଣ୍ଣ କଲ । ଏବେ ସମସ୍ତେ ଡିଜିଟାଲ ରେ ସକ୍ରିୟ ରହୁଛନ୍ତି ଡିଜିଟାଲ ଲୁଟେରା ବି ବହୁତ ଚାଲାଖ ର ସହିତ ବହୁତ ଫାଇଦା ଉଠାଉଛନ୍ତି । ଭଲ କରି ଦେଖି ନିଅନ୍ତୁ ଏହି ଚାର୍ଟ କୁ ପ୍ରଥମେ ପ୍ରେମ ନିବେଦନ ପରେ ପ୍ରଳାପ ଏବଂ ପରେ ଫୋନ ରେ ସେ-କ୍ସ ଆଡକୁ କଥା ।

call

ଆଉ ସ୍କ୍ରିନ ରେ ଯଦି ଯୁବକ ର ମୁହଁ ଆସିଗଲା ତେବେ ଖେଳ ସରିଗଲା ଏହା ପରେ ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କାର ଡିଲ ହୁଏ ଯେଉଁଥି ପାଇଁ ଟିକେ ଆମକୁ ସତର୍କ ରହିବାକୁ ପଡିବ । ଯେଉଁଥି ପାଇଁ ଆମକୁ ଟିକେ ସଜାଗ ରହିବାକୁ ପଡିବ । ତେବେ ଆମେ ଆପଣ ମାନଙ୍କୁ କହି ରଖିବାକୁ ଚାହିଁବୁ ଯଦି ଆମେ ସମସ୍ତେ ଟିକେ ସଜାଗ ଏବଂ ସଚେତନ ହେବା ତେବେ ଆମେ ମାନେ ଏହି ସବୁ ରୁ ମୁକ୍ତି ପାଇପାରିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *