ନିଶା ମହାରଣା ଙ୍କ ଉପରେ ମୁଁହ ଖୋଲିଲେ ଦୀପ୍ତିରେଖା ଦେଖନ୍ତୁ କଣ କହିଲେ

Nisha Maharana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଯାତ୍ରା ଏବଂ ଓଲିଉଡ ଜଗତକୁ ନେଇ ଏବଂ ଅନେକ ଖବର ସୋସିଆଲ ମଡିଆରେ ଆସିଥାଏ । ଆପଣମାନେ ସମସ୍ତେ ତ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଯାତ୍ରା ଅଭିନେତ୍ରୀ ନିଶା ମହାରଣାଙ୍କୁ ନେଇ ଆସୁଥିବା ଖବର ବିଷୟରେ ଜାଣି ପାରୁଥିବେ । ଏହି ଅଭିନେତ୍ରୀ ଜଣକ ଅନେକ ଯାତ୍ରା କରିଛନ୍ତି । ଏହି ଅଭିନେତ୍ରୀ ଜଣଙ୍କ ଏବେ ତାଙ୍କ କଥାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି । ସେ ସାକ୍ଷାତକାରରେ ଯାହା ସବୁ କହୁଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆଉ ଏବେ ଏହି ଅଭିନେତ୍ରୀ ନିଶା ମହାରଣାଙ୍କ ସାକ୍ଷାତକାରରେ କହିଥିବା କଥାକୁ ନେଇ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଗଣମାଧ୍ୟମ ଆଗରେ କହିଛନ୍ତି କି ଯେଉଁ ମିଡ଼ିଆମାନେ ତାଙ୍କୁ ଏହି ପରି ସବୁ କଥା ପଚାରୁଛନ୍ତି ତାଙ୍କର ଟିକେ ଦୋଷ ରହିଛି । ନିଶା ମହାରଣା ଏହିସବୁ କଥା ଯେଉଁ କହିଛନ୍ତି ସେଥିରୁ ପ୍ରମାଣ ହେଇଗଲା ଯେ ସେ ଫ୍ରିରେ ପବ୍ଲିସ କରିଲେ କି ସେ ହେଉଛନ୍ତି ଜଣେ କଲ୍ ଗାର୍ଲ୍ ।

nisa

ଅଭିନେତ୍ରୀ ନିଶା ମହାରଣା ନିଜକୁ ଓଡ଼ିଶାର ସୋନି ଲିଓନି ହେବାକୁ କହୁଛନ୍ତି । ଆଉ ସେ ବଲିଉଡ୍ ଅଭିନେତ୍ରୀ ସୋନି ଲିଓନି ହେବାକୁ ଚାହୁଁଛନ୍ତି । ହେଲେ ବଲିଉଡ ଅଭିନେତ୍ରୀ ସୋନି ଲିଓନି ଯେଉଁଠାକୁ ଯାଆନ୍ତି ସେ କେଉଁଠି ବି କୁହନ୍ତି ନାହିଁ କି ସେ କଣ ଆଉ କଣ କରୁଛନ୍ତି । ହେଲେ ଏହି ଅଭିନେତ୍ରୀ ନିଶା ମହାରଣା ଯାହା କହିଛନ୍ତି ତାହା ବହୁତ କଥା ସାମ୍ନାକୁ ଆଣୁଛି ।

ସେ ଏହି କଥା ଦ୍ଵାରା କହୁଛନ୍ତି ଯେ ସେ ଧନ୍ଦା ସେଣ୍ଟର୍ ଖୋଲିଛନ୍ତି । ତାଙ୍କୁ ବ୍ଲୁ ଫିଲ୍ମ ଅଫର୍ ଦେଲେ ସେ କରିବେ । ମିଡ଼ିଆ ହେଉଛନ୍ତି ଆମର ଚତୁର୍ଥ ସ୍ତମ୍ଭ । ଲୋକମାନେ ମିଡ଼ିଆ ମାଧ୍ୟମରେ ଅନେକ କଥା ଜାଣି ପାରୁଛନ୍ତି । ଆଉ ଯେଉଁ ମିଡ଼ିଆ ଏଭଳି ସବୁ ନିଶା ମହାରଣାଙ୍କୁ ପଚାରିଛନ୍ତି ତାହା ହିଁ ଭୁଲ ଅଟେ ।

ମିଡ଼ିଆ ବାଲାଙ୍କର ପ୍ରଥମ ଭୁଲ ଯେ ଗୋଟେ ଝିଅକୁ ସେ ଏଭଳି ପଚାରିଛନ୍ତି । ଆଉ ଏହି ଅଭିନେତ୍ରୀ ନିଶା ମହାରଣା ଏହି ପରି ସବୁ କହିଛନ୍ତି ଯାହା ବହୁତ ବଡ ଭୁଲ ଅଟେ । ସେ ଖରାପ କରି ମିଡିଆରେ କହିଛନ୍ତି ସେଥିପାଇଁ ସମାଜସେବୀ ଦୀପ୍ତିରେଖା ପଟ୍ଟନାୟକ ଏହାର ବିରୋଧ କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ