ଅନୁଭବଙ୍କ ବାହାଘରକୁ ନେଇ ମୁଁହ ଖୋଲିଲେ ବର୍ଷା ପ୍ରୟଦର୍ଶିନୀ || ଅନୁଭବ ଗୋଟେ ରା**ଆ ଟା

anubhav m

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୋସିଆଲ ମିଡିଆରେ ଯେଉଁ ଅନୁଭବଙ୍କ ବାହାଘର ଭିଡିଓ ଭାଇରାଲ ହେଉଛି କିମ୍ବା ବାହାଘର ଫଟୋ ସବୁ ଭାଇରାଲ ହେଉଛି ତାହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ପ୍ରତିକିୟା ରଖିଛନ୍ତି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିବାଦ ମାମଲା ଆଉଥରେ ବାହା ହେଲେ କି ଅନୁଭବ ମହାନ୍ତି । ଏହିଭଳି କିଛି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ।

ଅନୁଭବଙ୍କ ର ଏକ ବର ବେଶ ଫଟ କୁ ନେଇ ଏବେ ସୋସିଆଲ ମିଡିଆରେ ଏହିଭଳି କିଛି ଚର୍ଚ୍ଚା ଦେଖିବାକୁ ମିଳିଛି । ତେବେ ଅନୁଭବ ବର ବେଶରେ ଥିବା ବେଳେ ବହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି । ଭାଇରାଲ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରବେଶ ଭଳି ମନେ ହେଉଛି । ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ଏହା ଫିଲ୍ମ ସୋଟିଂ ରେ ବୋଲି ଚର୍ଚ୍ଚା ହେଉଛି ।

anubhav a

ଅନୁଭବଙ୍କ ଫ୍ୟାନ୍ସ କହିବା କଥା ଯେ ସେ ତାଙ୍କ ବାହାଘରକୁ ନିମନ୍ତ୍ରଣ ଡାକିଥିଲେ । ଆଉ ସେ ସମସ୍ତଙ୍କୁ ମଧ୍ୟ ସସପେନ୍ସ ରେ ପକେଇ ଦେଇଥିଲେ । ଆଉ ସେ ତାଙ୍କ ସୋସିଆଲ ସାଇଡରେ ମଧ୍ୟ ଏହି ଭିଡିଓ ଆଉ ଫଟୋ ଛାଡି ଲେଖି ଦେଇଥିଲେ କଗ୍ରାଚୁଲେସନ ଭାଇ । ଏଇଠୁ ଆରମ୍ଭ ହୋଇଥିଲା ସସପେନ୍ସ । ସମସ୍ତେ ବି ଡାଉଟରେ ପଡିଗଲେ ସତରେ କ’ଣ ଅନୁଭବ ମହାନ୍ତି ବାହା ହୋଇଗଲେ ଏମିତି ଟାଇପରେ ଏମିତି ଘଣ୍ଟା ଚକଟା ଚାଲିଥିଲା ତାପରେ ଏମିତି କିଛି ଶୁଣିବାକୁ ମିଳୁଛି ।

ଆଉ ତାପରେ କିଛି ଶୁଣିବାକୁ ମିଳୁଛି କି ବର୍ଷା ପ୍ରିୟଦର୍ଶିନୀ କିଛି ପ୍ରତିକ୍ରିୟା ଦେଇଛନ୍ତି । ଆଉ ସେ ମଧ୍ୟ କହିଛନ୍ତି ତାଙ୍କ ରିଏଲ ଲାଇଫ୍ ସହ ମୋ ରିଏଲ ଲାଇଫ୍ କୁ ଜମା ଜୁଡନ୍ତୁନି । ସେ ତାଙ୍କ ରିଏଲ ଲାଇଫ୍ ରେ ଯାହା ବି କରନ୍ତୁ ମୋର ସେଥିରେ କିଛି ଯାଏ ଆସେ ନାହିଁ । ଆଉ ମଧ୍ୟ ସେ କହିଛନ୍ତି ଆଉ ପରସୋନାଲ କଥାକୁ ଏତେ ବିଚାର କରନ୍ତୁନି । ଯାହା ଫିଲ୍ମ ରେ ହେଉଛି ତାହା କୁହନ୍ତୁ କିନ୍ତୁ ଆମ ପରସୋନାଲ କଥା ଆଦୌ ଉଠାନ୍ତୁନି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ