ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ କୁମାର ପୂର୍ଣ୍ଣିମା ଏଥିପାଇଁ କରୁଛି କି ମୋତେ ଗୋଟିଏ ସୁନ୍ଦର ଆଉ ଗୁଲୁଗୁଲିଆ ସ୍ୱାମୀ ଟେ ଦରକାର । ସେ ବହୁତ ଭଲଟେ ହୋଇଥିବ ଏବଂ ମୋ କଥା ବୁଝୁଥିବ । ହେଲେ ଟୁଙ୍ଗୁରୁ ଭୋଳ ଭୋଳିଆ ନହୋଇଥାଉ । ମୋବାଇଲ୍ ରେ ଭାଇରାଲ ନହେଉ । ହଁ ମୋତେ ଜଦି ଟୁଙ୍ଗୁରୁ ଭୋଳ ଭୋଳିଆ ସ୍ୱାମୀ ଟେ ମିଳେ ମୁଁ ଜହ୍ନକୁ ସବୁବେଳେ ଖୁଣୁଥିବି । ତା ଦେହରେ ଏମିତି ଦାଗ ବଢିଚାଲୁ ବୋଲି ମୁଁ ସବୁ ବେଳେ କହୁଥିବି ।
ଏମିତି କଥା କହଛନ୍ତି କୁମାର ଉତ୍ସା କରୁଥିବା ଜଣେ ଯୁବତୀ । ସେ କହୁଛନ୍ତି ତାଙ୍କୁ ଟୁଙ୍ଗୁରୁ ଭୋଳ ଭୋଳିଆ ସ୍ୱାମୀ ଟେ ଦରକାର ନାହିଁ । ଏମିତି କିଛି ପ୍ରତିକ୍ରିୟା ଦେଇ ଭାଇରାଲ ହୋଇଛନ୍ତି ସେହି ଯୁବତୀ ଜଣକ ।
ଆଉ ଏହି କଥା ଶୁଣିବା ପରେ ଟୁଙ୍ଗୁରୁ ଭୋଳ ମନରେ ଭାରି ଆଘାତ ଲାଗିଥିବ । ଏହି ଦୃଶ୍ୟଟି ହେଉଛି ଢେଙ୍କାନାଳ ଜିଲ୍ଲାର । ଗତକାଲି ଥିଲା କୁମାର ପୂର୍ଣ୍ଣିମା ଉତ୍ସା । ଓଡିଶାରେ ଏହା ହେଉଛି ଏକ ସ୍ୱତନ୍ତ୍ର ପର୍ବ । ଧୀମା ଧୀମା ଶୀତର ଆଗମନ ହୋଇଥାଏ ଏହି ପୂର୍ଣ୍ଣିମା ଠାରୁ ।
ତେବେ ଏହି ପୂର୍ଣ୍ଣିମା ରେ ସବୁ ଯୁବତୀ ମାନେ ସେମାନଙ୍କ ଜୀବନରେ କାର୍ତ୍ତିକ କୁମାର ପରି ବରପାତ୍ର ଟିଏ ପାଇଁବା ପାଇଁ ଜହ୍ନକୁ ପୂଜା କରିଥାନ୍ତି । ଦିନସାରା ନିର୍ଜଳା ଉପବାସ ରଖି ଜହ୍ନକୁ ପୂଜା କରିସାରିବା ପରେ , ଯାହା ଖାଇବା ଗ୍ରହଣ କରନ୍ତି ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।