ଲଭ୍ କରି ଭୁଲ କଲି, ଏବେ କରିବି ହେଟ୍ ଷ୍ଟୋରୀ, ଏବେ ଦୁନିଆ ଦେଖିବ ଅନୁଭବର କାହାଣୀ…

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାଳୁଙ୍ଗା ଟୋକା ପ୍ରେମି ନମ୍ବର ୱାନ ଯିଏ ପ୍ରେମ ପାଇଁ ସବୁ ସୀମା ଅତି କ୍ରମ କରି ପାରେ । ଏହି ଦୁନିଆଁ ଜାହାକୁ ଦିୱାନା କହେ ପାଗଳ ପ୍ରେମି ମଧ୍ୟ କହେ । ଯିଏ ଓଡିଆ ଚଳଚିତ୍ର ରେ ପ୍ରେମର ରଙ୍ଗ ବୋଳିଥିଲେ । ସେ ଆଜି କହୁଛନ୍ତି ପ୍ରେମ କରି ଭୁଲ ହୋଇଗଲା ଆଉ କେବେ ସେ ପ୍ରେମ କରିବେନି ଯେତିକି ପ୍ରେମ କଲେ ସେତିକି ନାମ ମଧ୍ୟ ନେଲେ । ଏବେ କରିବେ ଯଦି କେବଳ ହେଟ୍ କରିବେ ।

ହଁ ବନ୍ଧୁଗଣ ଆମେ କହୁଛୁ ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଙ୍କ କଥା ଯିଏ ତାଙ୍କର ଅପକମିଂ ଫିଲ୍ମ କୁ ନେଇ ବହୁତ ଚର୍ଚ୍ଚା ରେ ରହିଛନ୍ତି । ଲଭ ଇନ ଲଣ୍ଡନ ଫିଲ୍ମ ରେ ସେ ଏବେ ଲଣ୍ଡନ ରେ ବିଜି ରହିଛନ୍ତି । ଲଣ୍ଡନ ରେ ଥଣ଼୍ଡା କ୍ଲାଇମେଟ ରେ ମୋଟା ଶୀତ ବସ୍ତ୍ର ପିନ୍ଧି ଅଭିନୟ କରୁଥିବାର ଦେଖିବାକୁ ମିଳୁଛି ।

love

ଆଉ ସେ ଗୋଟେ ଭିଡ଼ିଓ ରେ କହିଛନ୍ତି କି ତାପସ ଭାଇ ଆଉ ଲଭ ଫିଲ୍ମ କରନ୍ତୁ ନାହିଁ । ଲଭ ବହୁତ ହୋଇଗଲା ଏବେ କେବଳ ହେଟ ଷ୍ଟୋରୀ କରନ୍ତୁ ଲଭ କରି ବହୁତ ନାମ ନେଲି ।

ଯଦି ଦେଖିବା ଅନୁଭବ ମହାନ୍ତି ଓଲଉଡ କୁଇନ ବର୍ଷା ଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ର କିଛି ଦିନ ପରେ ଷ୍ଟାର ଦମ୍ପତି ଙ୍କ ପାରିବାରିକ କଳହ ଦେଖିବାକୁ ମିଳିଥିଲା । ଜାହା ପାଇଁ ମାମଲା ଜାଇ କଟକ ଫ୍ୟାମିଲି କୋର୍ଟ ରେ ପହଁଚି ଥିଲା ।

anubhav

ବର୍ତମାନ ଦୁହେଁ ଦୁହିଁଙ୍କ ସହିତ ଆଉ ରହିବାକୁ ଚାହୁଁନାହାଁନ୍ତି । ବୋଧ ହୁଏ ଅନୁଭବ ମହାନ୍ତି ସେହିଥି ପାଇଁ ଆଉ ଲଭ ଫିଲ୍ମ କରିବାକୁ ଚାହୁଁ ନାହାଁନ୍ତି । ତେବେ ଏହି ଭିଡ଼ିଓ କୁ ଦେଖି ଇୟୁଜର ବର୍ତମାନ ସମୟ ରେ କମେଣ୍ଟ ଦେବା ଆରମ୍ଭ କରି ଦେଇଛନ୍ତି । ଜାହା ବର୍ତମାନ ସମୟ ରେ ବହୁତ ଭାଇରଲ ହେବାରେ ଲାଗିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *