ଆଇ ଲଭ୍ ୟୁ ଅନୁଭବ ଧନ ! ରାନୀ ପଣ୍ଡା କହିଲେ ଏହି ଦିନ ମୁଁ ହେବି ବାହା

anubhav

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାହା ସିନା ହେଇ ପାରିବେନି କିନ୍ତୁ ଅନୁଭବ ତାଙ୍କୁ ଦେଇଛନ୍ତି ଅନେକ ଭଲ ପାଇଁବା । ବିବାହ କ’ଣ ଜୀବନରେ ସବୁକିଛି । ପ୍ରେମ ସବୁଠୁ ଉପରେ ଆଉ ସେଇଥି ପାଇଁ ରାଣୀ ପଣ୍ଡା ଅନୁଭବକୁ କହିଛନ୍ତି ଲଭ୍ ୟୁ ଧନ । ରାଣୀ ପଣ୍ଡାଙ୍କ ସୋସିଆଲ ମିଡିଆ ସାଇଡ୍ ରେ ରାଣୀ ପଣ୍ଡା ନିଜେ ନିଜ ପ୍ରେମ କୁ ଆଜି ଅନୁଭବଙ୍କ ଆଗରେ ପୁଣି ଖୋଲି ରଖିଛନ୍ତି । ଆଉ ପ୍ରଥମ ଥର ପାଇଁ ତାଙ୍କୁ ଧନ କହି ସମ୍ବୋଧନ କରିଛନ୍ତି ।

ରାଣୀ ପଣ୍ଡା ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି ଲଭ୍ ୟୁ ଧନ ଏବଂ ଅନୁଭବ ଆଜି ଯେଉଁ ପ୍ରେମ ଭରା ମିଠା ମିଠା କଥା କହିଛନ୍ତି ତାକୁ ମଧ୍ୟ ସେ ସେୟାର କରିଛନ୍ତି । ରାଣୀ ପଣ୍ଡା ଜାଣିଛନ୍ତି ଯେ ଜୀବନରେ ସମ୍ପର୍କ ଠୁ ଅଧିକ ଥାଏ ସମ୍ପର୍କ ଭିତରେ ବଞ୍ଚୁଥିବା ମନୁଷ୍ୟ ଜୀବନର ହୃଦୟ ତାର ଭଲପାଇଁବା । ଆଉ ଯେଉଁ ଭଲ ପାଇଁବା ଆଜି ଅନୁଭବ ତାଙ୍କୁ ଦେଇଛନ୍ତି ସେହି ଭଲ ପାଇଁବାକୁ ସେ ଜୀବନ ସାରା କେବେବି ଭୁଲିବେନି । ଗଣ୍ଠିରେ ବାନ୍ଧି ରଖିବେ ।

rani

ସଲମାନ ଖାଁ ଯେମିତି ଅନୁଭବଙ୍କ ର ସବୁଠୁ ଫେବ୍ରେଟ ସେମିତି ରାଣୀ ପଣ୍ଡା ବି ସଲମାନ ଖାଁ କୁ ବହୁତ ଭଲ ପାଆନ୍ତି । ଉଭୟ ହାର୍ଡ ଖୁ ଫ୍ୟାନ ସଲମାନ ଖାଁଙ୍କ ର । ଉଭୟ ଭିତରେ ରହିଛି ବହୁତ ସାରା ପଜେଟିଭ୍ କନେକସନ । ସଲମାନ ଖାଁ କୁ ଛାଡିଦେଲେ ଉଭୟ ଫିଟନେସ୍ ଏକ୍ସପଟ । ଆଉ ଉଭୟ ଲୋକଙ୍କ ସେବା କରିବାକୁ ଭଲ ପାଆନ୍ତି ।

ରାଣୀ ଗୋଟେ ପଟେ ସମାଜ ସେବା କରି ଅନେକ ଦୁଃଖୀ ରଙ୍କୀକୁ ସାହାର୍ଯ୍ୟ କରୁଥିବା ବେଳେ ଅନୁଭବ ମଧ୍ୟ ଅନେକଙ୍କୁ ସାହାର୍ଯ୍ୟ କରନ୍ତି ଆଉ ତା ସହିତ ରାଣୀ ପଣ୍ଡା ଅନୁଭବଙ୍କ କଥା ଯଦି ଦେଖିବା ତେବେ ଉଭୟ ଏଣ୍ଟଟେନମେଣ୍ଟ ଇଣ୍ଡଷ୍ଟ୍ରି ରେ କାମ କରୁଛନ୍ତି । ଜଣେ ଓଲିଉଡ ର ଭାଇଜାନ୍ ହୋଇଥିବା ବେଳେ ଜଣେ ଯାତ୍ରା ଜଗତର କୁଇନ୍ । ଆଉ ତା ସହିତ ଉଭୟଙ୍କ ପ୍ରଶଂସକ ହୃଦୟ ରେ ସବୁବେଳେ ରାଜ୍ କରନ୍ତି ଉଭୟ ।

ଉଭୟ ବହୁତ ସଂସ୍କାରି । ଉଭୟ ମହିଳାଙ୍କୁ ବହୁତ ସମ୍ମାନ ଦିଅନ୍ତି । ଅନୁଭବ ମହିଳାକୁ ସମ୍ମାନ ଦିଅନ୍ତି ଆଉ ରାଣୀ ପଣ୍ଡା ପୁରୁଷକୁ ହୃଦୟରେ ବସେଇ ରଖନ୍ତି । ଆଉ ରାଣୀ ପଣ୍ଡା ଆଉ ଅନୁଭବ ଉଭୟ ବାହା ହୁଅନ୍ତୁ ବୋଲି ଅନେକେ ପ୍ରସଂଶକ ମାନେ ଚାହୁଁଛନ୍ତି । କିନ୍ତୁ ନିଷ୍ପତ୍ତି ତ ସେମାନେ ନିଜେ ହିଁ ନିଜର ନେବେ । ଯଦିଓ ରାଣୀ ପଣ୍ଡାଙ୍କ ହୃଦୟ ଭାଙ୍ଗି ଦେଇଛନ୍ତି ଅନୁଭବ ତଥାପି ରାଣୀ ପଣ୍ଡାଙ୍କ ହୃଦୟ ରେ ରାଜ୍ କରିବେ ଅନୁଭବ । ଆଉ ତାଙ୍କ ଧନ ହୋଇ ସବୁବେଳେ ରହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ