I Love You ଠାରୁ ମଧ୍ୟ ଦମଦାର ଅଟେ ତିନୋଟି ଶବ୍ଦ । ଝିଅମାନେ ଖୁବ୍ ପସନ୍ଦ କରନ୍ତି ।

Spread the love

ପ୍ରତିଦିନ ଆପଣ ନିଜ ପତ୍ନୀ କିମ୍ବା ବନ୍ଧବୀଙ୍କୁ “ଆଇ ଲଭ୍ ୟୁ” କହୁଥିବେ । କିନ୍ତୁ ଆପଣ ଜାଣି ନ ଥିବେ “ଆଇ ଲଭ୍ ୟୁ” କହିବା ଅପେକ୍ଷା ଯେଉଁ ଶବ୍ଦ ଆମେ ଆଜି କହିବୁ ବେଶି ଫରକ୍ ପଡିଥାଏ ।

“ଆଇ ଲଭ୍ ୟୁ” ଶବ୍ଦକୁ ପ୍ରେମର ପ୍ରତୀକ ବୋଲି କୁହାଯାଇଥାଏ କିନ୍ତୁ ଏହି ଶବ୍ଦ ଆପଣ କାହାରିକୁ ମଧ୍ୟ କହିପାରିବେ । ଆଜି ଆମେ ଆପଣଙ୍କୁ “ଆଇ ଲଭ୍ ୟୁ” ଠାରୁ ମଧ୍ୟ ଏକ ଶକ୍ତିଶାଳୀ ଶବ୍ଦ ବିଷୟରେ କହିବୁ, ଯାହା ଆପଣ କେବେ ମଧ୍ୟ ପୂର୍ବରୁ ନିଜେ ପତ୍ନୀ କିମ୍ବା ବନ୍ଧବୀଙ୍କୁ କହି ନ ଥିବେ । ଆସନ୍ତୁ ଜାଣିବେ ସେହି ଶବ୍ଦ ବିଷୟରେ ।

କିଛି କଥା ନୁହେଁ ମୁଁ କରିଦେବି :

କିଛି କାମ ଏହିପରି ରହିଥାଏ ଯାହା ଝିଅମାନେ କରିପାରନ୍ତି ନାହିଁ । ଏହି କାମ ଗୁଡିକରେ ଆପଣଙ୍କୁ ସେମାନଙ୍କର ସାହାରା ହେବା ପାଇଁ ପଡିବ ଏବଂ ଆପଣ, ଆପଣଙ୍କ ସାଥୀଙ୍କ ସେହି କଠିନ କାମକୁ ଆରାମରେ କରିପାରିବେ । ତେବେ ଆପଣଙ୍କୁ ଗୋଟିଏ ହିଁ ଶବ୍ଦ କହିବା ପାଇଁ ପଡିବ ଯେ, “କିଛି କଥା ନୁହେଁ ମୁଁ କରିଦେବି” ତୁମେ ଛାଡିଦିଅ ।

ତୁମେ କୌଣସି କଥାର ଚିନ୍ତା କରନାହିଁ :

ଏହି କଥାଟି ପ୍ରତି ଝିଅ ଏବଂ ମହିଳାଙ୍କୁ ପସନ୍ଦ ଅଟେ । ଯଦି ଆପଣ ନିଜ ସାଥୀଙ୍କୁ ବହୁତ ଭଲ ପାଆନ୍ତି ଏବଂ ଆପଣ ତାଙ୍କ ପାଇଁ କିଛି ମଧ୍ୟ କରିପାରିବେ; ତେବେ ଏହି ଶବ୍ଦ ଆପଣଙ୍କୁ ସାହାଯ୍ୟ କରିବ । କେବଳ ଆପଣଙ୍କୁ ଏହା କହିବା ପାଇଁ ପଡ଼ିବ ଯେ, “ତୁମେ କୌଣସି କଥାର ଚିନ୍ତା କରନାହିଁ ମୁଁ ସବୁ କିଛି କରିଦେବି ।”

ମୁଁ ଅଛି ନା :

ଏହା ଏହିପରି ଏକ ଶବ୍ଦ ଯାହା ପ୍ରେମର ପରିଭାଷା ବୁଝାଇଥାଏ । ଏହି ଶବ୍ଦରୁ ଜଣାପଡ଼ିଥାଏ ଯେ, ଆପଣ ନିଜ ସାଥୀଙ୍କୁ କେତେ ଭଲ ପାଆନ୍ତି ଏବଂ ଆପଣ ତାଙ୍କର କେତେ ଧ୍ୟାନ ରଖନ୍ତି । ଯଦି ଆପଣ ନିଜ ସାଥୀଙ୍କ କୌଣସି ଅସୁବିଧାକୁ ଦୂର କରିବା ପାଇଁ, ଏହି ଶବ୍ଦର ପ୍ରୟୋଗ କରି ଆପଣ ନିଜ ସାଥିଙ୍କ ମନ ଜିଣି ପାରିବେ ।