
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଣଜା ପ୍ରେମରେ ମାଇଁ ପାଗଳ ଛାଡିଲା ସ୍ୱାମୀ , ଛୁଆ , ଶାଶୁ , ଶସୁର , ବଦନାମ କୁ ନଡରି କରିଲା ଖୋଲମ ଖୋଲା ପ୍ରେମ । ତେବେ ମାଇଁ ଭଣଜା ପ୍ରେମକୁ ଅଲଗା କରିବା ପାଇଁ ଗାଁ ଲୋକ ମାନେ ସଭା ବସେଇଲେ ରବୀ ନିଷ୍ପତି ନେଲେ ସ୍ବାମୀ ସହ ସ୍ତ୍ରୀ ରାଜସ୍ଥାନ ଗଲା।ଭଣଜା ପ୍ରେମ ଏମିତି ପାଗଳ କଲା ସ୍ବାମୀ କାମ କରିବାକୁ ଯାଇଥିବା ବେଳେ ଭଣଜା ସହ ପଳେଇ ଯାଇଥିଲେ ନିଜ ଛୋଟ ପୁଅକୁ ଛାଡ଼ି ଦେଇ ।
ତେବେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଗ୍ରାମର ରାମଚନ୍ଦ୍ର ପୁର ଗାଁରେ ଏହି ପରି ମାଇଁ ଭଣଜା ପ୍ରେମ ଦେଖିବା ପାଇଁ ମିଳିଛି । ଏଠାରେ ମାଇଁ ର ପାଖା ପାଖି ଅଧା ବୟସ ହୋଇଥିବା ବେଳେ ଭଣଜାର ଯୁବାବସ୍ତା । କୁନି ପୁଅକୁ ଛାଡି ଦେଇ ଭଣଜା ସହିତ ପଳେଇ ଜାଇ ଥିଲା ମାଇଁ ରାଜସ୍ଥାନ । ଏଠାରେ ଗୁଲୁ ଗୁଲୁ ଝିଅ କାନ୍ଦୁଛି ଆଉ ସ୍ରୀ ପଳେଇ ଯିବା ପରେ ସ୍ୱାମୀ ପାଗଳ ହୋଇଜାଇଛି ।
କେବଳ ସ୍ତ୍ରୀ ଏବେ ଘରକୁ ଫେରିଛି ହେଲେ ସ୍ତ୍ରୀ କୁ ନାଁ ସ୍ୱାମୀ ଙ୍କୁ ଗ୍ରହଣ କରି ପାରୁଛି । ସ୍ୱାମୀ କହୁଛନ୍ତି ଏହି ସବୁ ମିଛ ସେ ପର ପୁରୁଷ ସହିତ ସ-ମ୍ପର୍କ ରଖିବାରୁ ମୁଁ ଗାଁ କୁ ଯେତେବେଳେ ଆସେ ମତେ ଗାଁ ଲୋକ ସବୁବେଳେ କୁହନ୍ତି ଆରେ ତୋ ସ୍ତ୍ରୀ କଣ ଖରାପ ସଂ-ମ୍ପର୍କ ରଖୁଛି ପର ପୁରୁଷ ସହିତ ରମାକାନ୍ତ ସହିତ ସେ ସଂ-ମ୍ପର୍କ ରଖେ । ଝିଅ କହୁଛି ମାଆ ଦୁଇ ବର୍ଷ ହେଲା କେଉଁଠି ଥିଲା ବାପା କହୁଛି ଭଣଜା ସହିତ ରଖି ଏବେ ମୋ କେସ୍ କୁ ମିଥ୍ୟା ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛି ।
ଜାହା ପାଇଁ ଗାଁ ର ଲୋକ ମାନେ ସେହି ମହିଳା ଜଣଙ୍କ ନାମରେ କଡା କାର୍ଯ୍ୟନୁଷ୍ଟାନ ନେବା ପାଇଁ ଦାବି କରିଛନ୍ତି । ସେହିପରି ଅନ୍ୟ ପକ୍ଷରେ ମହିଳା ଜଣଙ୍କ ଭଣଜା ସହ ଦୁଇ ବର୍ଷ ଧରି ପ୍ରେମରେ ମସଗୁଲ ଥିବା ବେଳେ, ଶାଶୁ ଘର କଥା ମନେ ପକାଇ ଘରକୁ ଆସିଛି। ବୋହୂ ହେବାର ଦାବି କରୁଥିବା ବେଳେ ଶାଶୁ ଘର ଲୋକ ଗ୍ରହଣ କରିବା ପାଇଁ ନାରାଜ ଅଛନ୍ତି ।
ଶେଷରେ ବୁଲାରି ବୋହୂ ଶଶୁର ନାଁ ରେ ଅସଭ୍ୟ ଆଚରଣ କରିଥିବାର ଦେଖିବା ପାଇଁ ମିଳିଛନ୍ତି । ଆଉ ମହିଳା ଜଣଙ୍କ ଏହି ଅଭିଯୋଗ କୁ ସ୍ଥାନିୟ ଲୋକ ସହଜ ରେ ଗ୍ରହଣ କରି ପାରୁନାହାଁନ୍ତି । ଏବଂ ସେମାନେ କହୁଛନ୍ତି କି ଏହି ମହିଳା ଜଣଙ୍କ ଯେଉଁ ନିଜ ଶସୁର ନାମରେ ବାଇଟ ଦେଇଛନ୍ତି ତାହା ସଂମ୍ପର୍ଣ୍ଣ ଭୁଲ ଅଟେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।