ବାହାଘର ପରେ ଦୁଇ ମାସ ଧରି ଶା-ରୀ-ରିକ ସ-ମ୍ପ-ର୍କ ରଖିଲା ,ଏବେ କହୁଛି ତୋ ଶରୀର ଗନ୍ଧାଉଛି

daga

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୁଁ ହେଣ୍ଡସମ୍ ରହିଛି ଜିମ୍ ଜାଇ ବର୍ଡି ବନେଇଛି ମୋ ଶରୀର କେତେ ସୁନ୍ଦର ଆଉ ତତେ ବାହାହେଲି ସୁନ୍ଦର ଦେଖି । ହେଲେ ତୋ ପ୍ରାଇଭେଟ ପାର୍ଟ ଏତେ ସବୁ ଦାଗ ଦେଖି ମତେ ଭଲ ଲାଗୁନି । ଆଉ ତତେ ଛୁଇଁବାକୁ ଏବେ ଇଚ୍ଛା ହେଉନାହିଁ । ଆଉ ସ୍ୱାମୀ କହୁଛି ତୁ ତୋ ବାପ ଘରକୁ ଚାଲିଯା ମୁଁ ଛଉ ଭଲ ହେଲେ ନେଇ ଆସିବି ନହେଲେ ଆଣିବିନି ।

ହଁ ଆଜ୍ଞ୍ୟା ପ୍ରଜ୍ଞ୍ୟା ଙ୍କ ସୁନ୍ଦରତା ଦେଖି ବାହା ହେବାକୁ ଜିଦ୍ ଧରିଥିଲା ରାଜେନ୍ଦ୍ର । ଆଉ ସମସ୍ତଙ୍କ ସହମତି ରେ ଦୁହେଁ ବିବାହ କରିଥିଲେ ଆଉ ବିବାହ ମଧ୍ୟରେ ଦୁଇ ମାସ ମଧ୍ୟରେ ଯେମିତି ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟରେ ସଂ-ମ୍ପର୍କ ରୁହେ ସେମିତି ସଂ-ମ୍ପର୍କ ରହିଥିଲା । ଧନ ଗେଲା ସୁନା କହି ରାତି ଦିନ ରୋମାନ୍ସ କରୁଥିଲା ରାଜେନ୍ଦ୍ର । ଆଉ ଶା-ରି-ରୀକ ସୁଖ ମଧ୍ୟ ନେଉଥିଲା ଆଉ ଏବେ ଦୁଇ ମାସ ବିତିଗଲା ପରେ ତୋ ପ୍ରାଇଭେଟ ପାର୍ଟ ରେ ଦାଗ ଅଛି ବୋଲି କହି ତୋ ଉପରକୁ ଛେପ ପକେଇବାକୁ ମତେ ଇଚ୍ଛା ହେଉ ନାହିଁ । ଏମିତି କହି ଘରୁ ବାହାର କରି ଦେଇଛି ରାଜେନ୍ଦ୍ର ।

women 1

ତେବେ ଆଗରୁ ଛଉ ଥିଲା ହୋଲି ବାହାଘରର ଗୋଟିଏ ଦୁଇ ଦିନ ମଧ୍ୟରେ କେମିତି ନୋଟିସ୍ କରି ପାରିଲେ ନାହିଁ ରାଜେନ୍ଦ୍ର । ଆଉ ଏବେ କହୁଛନ୍ତି ତୋ ଫ୍ରାଇଭେଟ ପାର୍ଟରେ ଚିହ୍ନ ରହିଛି ତେଣୁ ତତେ ମୁଁ ଗ୍ରହଣ କରିବି ନାହିଁ । ତୋ ଦେହକୁ ମୁଁ ଛୁଇଁବି ନାହିଁ । ହଁ ବନ୍ଧୁଗଣ ବିବାହ ଗୋଟିଏ ପବିତ୍ର ବନ୍ଧନ ସାତ ଜନ୍ମ ପାଇଁ ହାତ ଘଣ୍ଟି ପଡେ ଆଉ ନିଜ ଘରେ ବାପା ମାଆ ଙ୍କ କୋଳ ରେ ବଢୁଥିବା ଝିଅଟି ବହୁ ଆଶା ସ୍ୱପ୍ନ ଦେଖେ । ଆଉ ଗୋଟେ ନୂଆ ଆକାଶ କୁ ନେଇ ମତେ ଧରି ଉଡିବ ।

ହେଲେ ଯେତେ ବେଳେ ସେହି ସ୍ୱାମୀ ଏହି ପରି ସ୍ତ୍ରୀ ସହିତ ଶା-ରୀ-ରିକ ସୁଖ ନେଲା ପରେ ପ୍ରାଇଭେଟ ପାର୍ଟରେ ଦାଗ ଅଛି ବୋଲି କହି ଜିବନ ରୁ ବାହାର କରି ଦେବାକୁ ଚେଷ୍ଟା କରେ ସେତେ ବେଳେ ଝିଅଟିର ମନର ଅବସ୍ଥା କଣ ହେଉଥିବ ଆପଣ ମାନେ ଜାଣି ପାରୁ ଥିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *