ମୋ କ୍ରସ୍ ମତେ ମିଳିନି, କେବେ ମିଳିବ ଅପେକ୍ଷା କରିଛି, ମୁଁ ଚାହୁଁଛି 2023 ରେ ମତେ ଗୋଟେ ଭଲ ଜୀବନ ସାଥି ମିଳୁ

crush

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯୁବତୀ କହୁଛନ୍ତି ନବ ବର୍ଷର ହାର୍ଦ୍ଧିକ ଶୁଭେଚ୍ଛା ଏବଂ ଶୁଭ କାମନା ଆଉ ସଂମ୍ପର୍ଣ୍ଣ ରକ୍ ଜାହା ଜାହା 22 ରେ ହୋଇଛି ଭଗବାନ ଙ୍କୁ ଡାକିବି ସେମିତି କିଛି ନ ହେଉ ଏବଂ ଆପଣ ମାନଙ୍କର 22 ରେ ଯେତେ ବି ଦୁଖଃ ହୋଇଛି ସରିଯାଉ । ଆପଣ ମାନଙ୍କ ଚଲାପଥ କୁସୁମିତ ହେଉ ଏବଂ ଆପଣ ମାନେ ଫେମିଲି ସହ ଏନଜୟ କରନ୍ତୁ ।

ତେବେ ଆମେ ମାନେ ବି ଏଠାରେ ଏନଜୟ କରୁଛୁ ଆମ ପାଖକୁ ବଲିଉଡ ର ଜଣେ ସିଙ୍ଗର ଆସିଥିଲେ ଯିଏ କି ଅସିଦ ତ୍ରୀପାଠୀ ମୁଁ ତାଙ୍କର ବହୁତ ଭଲ ଫେନ୍ସ ଯେଉଁଠାରେ ମୁଁ ତାଙ୍କର ବହୁତ ସାରା ଗୀତ ସୁଣିଛି । ଏତେ ପାଖରୁ ମୁଁ କେବେବି ଦେଖି ନଥିଲି ପ୍ରଥମ ଥର ପାଇଁ ମୁଁ ଦେଖିଲି ସେ ବହୁତ କୁଲ ପର୍ଶନ ଥିଲେ ମୁଁ ସବୁ ବେଳେ ଭାବେ ମତେ ସେମିତିକା ପାର୍ଟନର ଜଣେ ମିଳନ୍ତୁ ବୋଲି ।

girl a

ହଁ ମୁଁ ମୋ ପାଇଁ କହିବି ମୁଁ ଏତେ ଯାଏ ସେମିତି କିଛି ଭାବି ନଥିବା ବେଳେ ମୁଁ 2023 ରେ ବି ମୁଁ ନିଜକୁ ଭଲ ପାଇବି ହେଲେ ସେମିତି କେବେବି କହି ପାରିବି ନାହିଁ କି ମୁଁ କେତେ ସମୟ ଯାଏ ନିଜ ନିଜକୁ ଭଲ ପାଇବି ବୋଲି ।

ଆଉ 2023 ବହୁତ ଭଲ ଦିନ ଭଗବାନ ଙ୍କୁ ଡାକୁଛୁ କି ମତେ ବହୁତ ଭଲ ପାର୍ଟନର ବି ମିଳୁ ବୋଲି ଅସିଦ ତ୍ରୀପାଠୀ ମୋ ପସନ୍ଦ ର ସିଙ୍ଗର ଯୋଗିୁଁ ଏକା ହିଁ ଆସିଛି କାହା ସହିତ ଆସି ନାହିଁ । ବର୍ତମାନ ସମୟ ପାଇଁ ସେ ମୋର କ୍ରସ୍ ଅଟନ୍ତି ହେଲେ ମୋ କ୍ରସ୍ ମତେ ମିଳିନି, କେବେ ମିଳିବ ଅପେକ୍ଷା କରିଛି, ମୁଁ ଚାହୁଁଛି 2023 ରେ ମତେ ଗୋଟେ ଭଲ ଜୀବନ ସାଥି ମିଳୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ