ପାଣି ସହିତ ପଙ୍ଗା ନେବା ପଡିଲା ଭାରି… ଦେଖୁ ଦେଖୁ ଭାସିଗଲା Bike !!

Bike

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ନୂଆ ଖବର ଆଣିଛୁ ଯାହାକି ଆପଣ ମାନଙ୍କ ର ଜାଣିବା ନିହାତି ଦରକାର , ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଏବେ ମୈସୁମୀ ର ପ୍ରଭାବ ହେତୁ ସମସ୍ତ ନଦୀ ର ପାଣି ଇଛୁଳି ହୋଇ ବନ୍ୟା ର ରୂପ ନେଉଛି ।

ତେବେ ଏହି ବନ୍ୟା ପାଣି ଏବେ ତଳିଆ ଅଞ୍ଚଳ ରେ ସମସ୍ତ ଏରିଆ ରେ ପାଣି ମଗ୍ନ ହୋଇ ରହିଛି । ତେବେ ଏହି ବନ୍ୟା ର ଜଳ ଏବେ ପ୍ରଖର ବେଗରେ ପ୍ରବାହିତ ହେଉଥିବାର ଦୃଶ୍ୟ ମଧ୍ୟ ଦେଖାଯାଇଛି । ତେବେ ଏହି ବନ୍ୟା ପରିସ୍ଥିତି ରେ ଏମିତି ଏବେ କିଛି ଭାଇରାଲ ଭିଡିଓ ଦେଖିବାକୁ ମିଳିଛି । ତେବେ ସେହି ଭାରାଲ ଭିଡିଓ ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏଁ ପଢନ୍ତୁ ।

Bhasi Gala Bike

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ପ୍ରକୃତି ବେଳେ ବେଳେ ତାର ତାଣ୍ଡବ ର ନୃତ୍ୟ ଦେଖାଇଥାଏ , ତେବେ ଏହି ପ୍ରକୃତି ର ବିପକ୍ଷ ରେ ଯେ ବି ବାଧକ ସାଯିଥାଏ ତାକୁ ବହୁତ ବିପଦ ର ସାମନା କରିବାକୁ ପଡିଥାଏ । ତେବେ କଥା ରେ ଅଛି ପ୍ରକୃତି ସହ କେବେ ବି ଖେଳିବା ଉଚିତ୍ ନୁହେଁ । ତେବେ ଏବେ ଯେଉଁ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି ଏହା ମଧ୍ୟ ଜଣେ ବ୍ୟକ୍ତି ପ୍ରକୃତି ର ବିର୍ଦ୍ଧରେ ଯାଇଥିବା ର ଦେଖିବାକୁ ମିଳିଛି ଯାହା ପାଇଁ ସେହି ବ୍ୟକ୍ତି କୁ ତାହାର ପରିଣାମ ଭୋଗିବାକୁ ମିଳିଥିବାର ମଧ୍ୟ ଦେଖା ଯାଇଛି ।

ତେବେ ଏହି ଭାଇରାଲ ଭିଡିଓ ରେ ବନ୍ୟା ଜଳ ପ୍ରବାହିତ ଏକ ପୋଲ ଉପରେ ବହୁତ ପ୍ରଖର ସ୍ରୋତ ରେ ପ୍ରଭାବିତ ହେଉଥିଲା ତେବେ ପୋଲ ର ଦୁଇ ପାର୍ଶ୍ୱ ରେ ସମସ୍ତ ବ୍ୟକ୍ତି ମାନେ ତାଙ୍କର ଯାନ ବାହନ ଧରି ଛିଡା ହୋଇଥିବା ସମୟ ରେ ଏକ ଯୁବକ ଅଧିକ ସାହସିକତା ର ସହ ସେହି ବନ୍ୟା ର ସ୍ରୋତ କୁ ପାର ହେବା ପାଇଁ ତାଙ୍କର ବାଇକ କୁ ସେହି ପୋଲ ଉପରେ ଦେଇ ନେଉଥିବା ସମୟ ରେ ଶେଷ ରେ ସେ ବନ୍ୟା ର ପ୍ରଖର ସ୍ରୋତ ଆଗରେ ହାର ମାନିଥିଲେ ।

ଏବଂ ପରିଶେଷ ରେ ବାଇକ ଉପରେ ତାଙ୍କର ନିୟନ୍ତ୍ରଣ ହରାଇ ବସିଥିଲେ ତେବେ ଯାହା ପାଇଁ ସେହି ବ୍ୟକ୍ତି ଜଣକ ବାଇକ ସହ ଉକ୍ତ ବନ୍ୟା ପାଣି ରେ ଭାସି ଯାଉଥିବାର ଦେଖିବାକୁ ମିଳିଛି । ତେବେ ବ୍ୟକ୍ତି ଙ୍କ ଏପରି କାର୍ଯ୍ୟ କୁ ଦେଖି ସେଠାରେ ଉପସ୍ଥିତ ରହିଥିବା ଲୋକ ମାନେ ତାଙ୍କୁ ନିନ୍ଦା କରିଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ