ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ସମସ୍ତେ ଅଭିନେତ୍ରୀ ଜୁଲି ପଣ୍ଡାଙ୍କୁ ବହୁତ ହିଁ ଭଲ ଭାବରେ ଜାଣିଛୁ । ସେ ନିଜର ଅଭିନୟ ପାଇଁ ଅନେକ ଲୋକଙ୍କ ପାଖରେ ନଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ଏହା ସହିତ ଅଭିନୟ ଦୁନିଆରେ ସେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି। ତେବେ ଏହି ଅଭିନେତ୍ରୀ ଜଣଙ୍କ ଯାତ୍ରା ଦୁନିଆରେ ଅନେକ ଲୋକଙ୍କ ପ୍ରିୟ ହୋଇ ପାରିଛନ୍ତି। ଏହା ସହିତ ଯାତ୍ରା ଅଭିନୟ ଦୁନିଆରେ ସେ ବିଶେଷ ଭାବରେ ଲୋକଙ୍କ ପ୍ରିୟ ହୋଇଛନ୍ତି।
ତେବେ ଏହି ଅଭିନେତ୍ରୀ ବାସ୍ତବରେ ଜଣେ ବହୁତ ଭଲ ଅଭିନେତ୍ରୀ ଅଟନ୍ତି । ତେବେ ସେ ନିକଟରେ ଏକ ସାକ୍ଷାତକାର ଦେଇଥିଲେ। ସେଠାରେ ସେ କହିଥିଲେ ଯେ ସେ ପିଲାବେଳୁ ଅଭିନୟ କରିବା ପାଇଁ ଅନେକ ଭଲପାଇ ଥାଆନ୍ତି। ସେହି କାରଣରୁ ସେ ଅଭିନୟ କରିବା ପାଇଁ ଯାତ୍ରା ଦୁନିଆରେ ପାଦ ଦେଇଥିଲେ। ଏହା ସହ ସେ ଯାତ୍ରା ଦୁନିଆରେ ଅଭିନୟ କରିବା ପରେ ଧୀରେ ଧୀରେ ଅନେକ ଲୋକଙ୍କ ପ୍ରିୟ ହୋଇ ଯାଇଥିଲେ। ଯେଉଁଥି ପାଇଁ ଅନେକ ଲୋକ ତାଙ୍କର ଅଭିନୟ ଦେଖିବା ପାଇଁ ଅନେକ ଭାବରେ ପସନ୍ଦ କରି ଥାଆନ୍ତି।
ଏହା ସହ ଅଭିନୟ ଦୁନିଆରେ ସେ ବହୁତ ଅଧିକ ପ୍ରତିଷ୍ଠା ଲାଭ କରିଥିଲେ । ଏହି ଅଭିନେତ୍ରୀ ସୁରେଶ ପଣ୍ଡାଙ୍କୁ ବିବାହ କରିଥିଲେ। ସେ ମଧ୍ୟ ଜଣେ ବହୁତ ଭଲ ଅଭିନେତା ଅଟନ୍ତି। ନିଜର ଅଭିନୟ ପାଇଁ ସେ ମଧ୍ୟ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି। ତେବେ ଏହି ଅଭିନେତ୍ରୀ ଜଣଙ୍କ କହିଥିଲେ କି ଅଭିନୟ ଦୁନିଆରେ ସେ ଯେତେବେଳେ ପାଦ ଦେଇଥିଲେ ସେହି ସମୟରେ ସେ ସୁରେଶ ପଣ୍ଡାଙ୍କୁ ଅଧିକ ଭଲ ଭାବେ ଜାଣି ନଥିଲେ।
ଏହା ବ୍ୟତିତ ସେ ଧୀରେ ଧୀରେ ତାଙ୍କୁ ଜାଣିବାକୁ ପାଇଲେ। ଏବଂ ସେମାନେ ପରସ୍ପରକୁ ଜାଣିବା ପରେ ଧିରେ ଧିରେ ସେମାନେ ପରସ୍ପରକୁ ଭଲ ମଧ୍ୟ ପାଇ ବସି ଥିଲେ। ଏହା ପରେ ସେମାନେ ବିବାହ ମଧ୍ୟ କରିଥିଲେ। ତେବେ ଅଭିନେତ୍ରୀ ଜୁଲି କହିଛନ୍ତି ଯେ ସେମାନେ ପରସ୍ପରକୁ ବିବାହ କରିବା ପରେ ଅନେକ ଖୁସିରେ ରହିଛନ୍ତି।
ଏହା ସହିତ ସେ କହିଥିଲେ ଯେ ପରସ୍ପରକୁ ବିବାହ କରି ସେମାନେ ଅନେକ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଭିନୟ ଦୁନିଆରେ ଅନେକ ପରିମାଣ ପ୍ରତିଷ୍ଠିତ ହୋଇ ପାରିଛି। ଏହା ସହ ସେ ଏଥିପାଇଁ ସମସ୍ତ ଦର୍ଶକ ମାନଙ୍କୁ ଧନ୍ୟବାଦ କହିଛନ୍ତି । ତଥା ସେମାନଙ୍କୁ ଏପରି ଭଲ ପାଇବା ଦେବା ବଜାୟ ରଖିବାକୁ ସେ କହିଥିଲେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।