ଇନଷ୍ଟାଗ୍ରାମ୍‌ରେ ପ୍ରେମ ସମ୍ପର୍କ ହୋଇ ବିହାଘର ପର୍ଯ୍ୟନ୍ତ ଗଲା ,ଏବେ ମୁଁ ୫ମାସର ଗର୍ଭବତୀ ହେଲେ ମୋ ସ୍ୱାମୀକୁ ପାଉନି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଇନଷ୍ଟାଗ୍ରାମ୍‌ରେ ପ୍ରେମ ହେଲା ଦୁହେଁ ମିଶି ରିଲ୍ସ ମଧ୍ୟ ତିଆରି କରିଥିଲୁ । ଆଉ ପାଗଳ ପରି ଭଲ ପାଉଥିଲା ସୈମ୍ୟ ମଥାରେ ସିନ୍ଦୁର ଦେଲା ଏବେ ମୁଁ 5 ମାସର ଗର୍ଭବତୀ । ହେଲେ ଏବେ ସ୍ୱାମୀ ମୋର ଲୁଚିଗଲା । ଏ ହେଉଛନ୍ତି ଗାୟୋତ୍ରୀ ସାମଲ ମଥାରେ ସିନ୍ଦୁର ଦେଇ ବାହା ହୋଇଥିବା ସ୍ୱାମୀ ଙ୍କ ନାମ ହେଲା ସୈମ୍ୟ । ସୈମ୍ୟ ଙ୍କ ଘର ପୁରୀ ଅଞ୍ଚଳ ରେ ହୋଇଥିବା ବେଳେ ଗାୟୋତ୍ରୀ ସୈମ୍ୟ ଭୁବନେଶ୍ୱରରେ ଏକ ଘର ଭଡା ନେଇ ରହୁଥଲେ ।

ଆଉ ଏହି ପ୍ରେମ ଇନଷ୍ଟାଗ୍ରାମ ରୁ ଆରମ୍ଭ ହୋଇ ବାହାଘର ପର୍ଯ୍ୟନ୍ତ ଆସିଥିଲା । ଆଉ ତା ପରେ ଶା-ରୀ-ରିକ ସଂ-ମ୍ପ-ର୍କ ବି ରହିଲା । ମଥାରେ ସିନ୍ଦୁର ଦେଇ ସ୍ୱାମୀ ସୈମ୍ୟ କହିଥିଲା ଜିବନ ସାରା ଖୁସୀରେ ରଖିବ । ଆଉ ସେହି ପ୍ରତିଶୃତି କୁ ମନେ ପକେଇ ଛଳ ଛଳ ହୋଇ ଯାଉଛି ଆଖି । ସୈମ୍ୟ ଙ୍କ ପ୍ରେମ କୁ ମନେ ପକେଇ କାନ୍ଦୁଛନ୍ତି ଗାୟୋତ୍ରୀ ।

Instagram

ଏତେ ପ୍ରେମ କରୁଥିବା ସୈମ୍ୟ କେମିତି ବଦଳିଗଲା । କେଉଁଠି ଲୁଚିଗଲା ଆଉ ଗାୟୋତ୍ରୀ ଏକ ମାସ ହେଲାଣୀ ସ୍ୱାମୀ ଅପେକ୍ଷା ରେ ବସି ରହିଛନ୍ତି । ତେବେ ଗାୟୋତ୍ରୀ କହିବା ଅନୁସାରେ ଯେତେ ବେଳେ ସୈମ୍ୟ ଗାୟୋତ୍ରୀ ଦୁଇଜଣ ଘର ଭଡା ନେଇ ରହୁଥିଲେ । ସେଠାକୁ ସୈମ୍ୟ ଙ୍କ ମାଆ ଆସୁଥିଲେ । ଆଉ ସେ ସବୁବେଳେ ସୈମ୍ୟ ଙ୍କ ମାଆ ଙ୍କୁ ଶାଶୁ ଶାଶୁ କହି ଡାକୁଥିଲେ । ଆଉ ବୋହୁ ଭାବେ ଗାୟୋତ୍ରୀ କୁ ମଧ୍ୟ ଗ୍ରହଣ କରୁଥିଲେ ଶାଶୁ ।

ହେଲେ ଏବେ ଗାୟୋତ୍ରୀ 5 ମାସର ପ୍ରେଗ୍ନେଣ୍ଟ ରହିଛନ୍ତି । ନାଁ ସ୍ୱାମୀ ଦେଖା ଦେଉଛି ନାଁ ସୈମ୍ୟର ପରିବାର ବୋହୁ ରୂପେ ଗ୍ରହଣ କରୁ ନାହାଁନ୍ତି । ତେବେ ସୈମ୍ୟ ଙ୍କ ପରିବାର ଲୋକେ କହିଛନ୍ତି ସୈମ୍ୟ କେଉଁଠି ରହିଛି ସେମାନେ ବି ଜାଣି ନାହାଁନ୍ତି ।

ହେଲେ ଏପଟେ ଗାୟୋତ୍ରୀ ଥାନା ରେ ଅଭିଯୋଗ କରିଛନ୍ତି ଯେ ସୈମ୍ୟ ଙ୍କୁ ତାଙ୍କ ପରିବାର ଲୋକ ଲୁଚେଇ ରଖିଛନ୍ତି । ଆଉ ଏବେ ଗାୟୋତ୍ରୀ ସ୍ୱାମୀ ଙ୍କୁ ପାଖରେ ନ ପାଇ ରାତି ଦିନ ଆଖିରୁ ଲୁହ ଗଡାଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *