ଖାଇବା ନୁହେଁ ମୋତେ ସବୁଦିନେ ସେ ଦରକାର, ପୁଣି ଥରେ ଭାଇରଲ ହେଲା ହିରୋଇନ Samantha ଙ୍କ ଏହି ବୟାନ ।

Samantha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ପୁଣି ଚର୍ଚ୍ଚାରେ ସାମନ୍ଥା ଏଥର ତାଙ୍କ ବୟାନ କୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ଫାର୍ଷ୍ଟ ଲୁକ ରିଲିଜ ପରେ ଭାଇରାଲ ହେଲା ସାମନ୍ଥା ରଥ ପ୍ରଭୁ ଙ୍କ ଏହି ବୟାନ ଏହି ଭିଡିଓ ରେ କହିଥିଲେ ଖାଇବାକୁ ଅପେକ୍ଷା କରିହେବ ହେଲେ ସେ-କ୍ସ କୁ ନୁହେଁ ବୋଲି କହିଛନ୍ତି ସାମନ୍ଥା ଆଉ ସାମନ୍ଥାଙ୍କ ଏଭଳି ବୟାନକୁ ନେଇ ଏବେ ବହୁତ ଚର୍ଚ୍ଚା ହେବାକୁ ଲାଗିଛି।

ବନ୍ଧୁଗଣ ଆପଣମାନେ ଜାଣିଥିବେ ସୋମବାର ସାଉଥ ଅଭିନେତ୍ରୀ ସାମନ୍ଥା ରଥ ପ୍ରଭୁ ଙ୍କର ଫିଲ୍ମ ଖୁସୀର ଫାର୍ଷ୍ଟ ଲୁକ୍ ରିଲିଜ୍ ହୋଇଛି । ଏହି ଫାର୍ଷ୍ଟ ଲୁକ୍ ରିଲିଜ୍ ହେବା ପରେ ସାମନ୍ଥା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ପୁଷ୍ପାରେ ଉ ଅଣ୍ଟାବା ଗୀତ ବ୍ୟତୀତ ସାମନ୍ଥା ଛାଡ଼ପତ୍ର ପରେ ପରେ କୈଣସି ଫିଲ୍ମ କରି ନାହାଁନ୍ତି । ତେବେ ସାମନ୍ଥା ନିଜ ଫାର୍ଷ୍ଟ ଲୁକ୍ ସମ୍ପର୍କରେ ଘୋଷଣା କରିବା ପରେ ଏହି ଭିଡିଓ ଟି ବହୁତ ଭାଇରାଲ ହେବାରେ ଲାଗିଛି ।

Samantha

ଖାଇବାକୁ ଅପେକ୍ଷା କରିହେବ ହେଲେ ସେ-କ୍ସ କୁ ନୁହେଁ ବୋଲି ସାମନ୍ଥା କହିଛନ୍ତି । ସାମନ୍ଥାଙ୍କ ଛାଡ଼ପତ୍ର ପରେ ମଧ୍ୟ ଏହି ଭିଡିଓ ଟି ବହୁତ ଭାଇରାଲ ହୋଇଥିଲା ସାମନ୍ଥା ପୂର୍ବରୁ ଦେଇଥିବା ଏକ ଇଣ୍ଟର୍ଭ୍ୟୁ ର ବୟାନ ଏବେ ବହୁତ ଭାଇରାଲ ହୋଇଛି।

ସେହି ସାକ୍ଷାତକାରରେ ସାମନ୍ଥାଙ୍କୁ ପଚରା ଯାଇଥିଲା କି ସେ-କ୍ସ ନା ଖାଦ୍ୟ କେଉଁଟା ଗୁରୁତ୍ୱପୂର୍ଣ୍ଣ ସାମନ୍ଥା କହିଥିଲେ କି ସେ-କ୍ସ ପାଇଁ ସେ ସର୍ବଦା ଭୋକିଲା ତେବେ 2017 ରେ ସାମନ୍ଥା ସାକ୍ଷାତକାରରେ ଏଭଳି ବୟାନ ମଧ୍ୟ ଦେଇଥିଲେ। ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଅଭିନେତ୍ରୀ କେମିତି ଲାଗନ୍ତି ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *