ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି ମୋ ପୁରୁଣା ପ୍ରେମିକ ପାଖକୁ ଯିବାକୁ ଚାହୁଁଛି । ହଁ ଆଜ୍ଞା ଏମିତି କିଛି ଫୋନ କରି ଡିଜେ ଆଜେକ୍ସ ଙ୍କ ଫ୍ରେଣ୍ଡ କୁ କହିଥିଲେ ଜିଜ୍ଞାସା ।
ଯେଉଁ ରଶ୍ମି ପୂର୍ବରୁ ଜିଜ୍ଞାସା ର ବେଷ୍ଟଫ୍ରେଣ୍ଡ ବୋଲି ଚର୍ଚ୍ଚା ହେଉଥିଲା ସେହି ରଶ୍ମି ହେଲା ଜିଜ୍ଞାସା ଙ୍କ ପୁରୁଣା ପ୍ରେମିକ । ଯାହା ଏବେ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଡିଜେ ଆଜେକ୍ସ ଙ୍କ କ୍ରେଜ୍ ଦେଖି ପ୍ରଥମେ ଜିଜ୍ଞାସା ରଶ୍ମି ଙ୍କ ସହିତ ବ୍ରେକପ୍ କରିଥିଲେ । ଆଉ ତା ପରେ ଆଜେକ୍ସ ଙ୍କୁ ଇନଷ୍ଟାଗ୍ରାମ ଷ୍ଟୋରୀ ରୁ ମେସେଜ କରିଥିଲେ । ଆଉ ତା ପରେ ଆରମ୍ଭ ହୋଇଥିଲା ଦୁହିଁଙ୍କ ମଧ୍ୟରେ ପ୍ରେମ ସଂମ୍ପର୍କ ।
ହେଲେ ଯେତେ ବେଳେ ଆଜେକ୍ସ ଙ୍କ ପାଖରୁ ମନ ଭରିଗଲା ସେତେ ବେଳେ ରଶ୍ମି ଙ୍କ ପାଖକୁ ଫେରିଥିଲେ ଜିଜ୍ଞାସା ସବୁ ଟଙ୍କା ପଇସା ଆଜେକ୍ସ ଙ୍କ ପାଖରୁ ନେଉଥିଲେ । ଆଜେକ୍ସ ପୁଳା ପୁଳା ଟଙ୍କା ଜିଜ୍ଞାସା ଙ୍କ ପାଇଁ ଖର୍ଚ୍ଚ କରୁଥିଲେ । ହେଲେ ରାତି ହେଲେ ଜିଜ୍ଞାସା ଜାଇ ରଶ୍ମି ଙ୍କ ସହିତ ରହୁଥିଲେ । ଯାହାକୁ ସହି ପାରୁ ନଥିଲେ ଆଜେକ୍ସ ଏବଂ ଦୁହିଁଙ୍କ ମଧ୍ୟରେ ଶା-ରୀ-ରିକ ସଂ-ମ୍ପ-ର୍କ ରହିଛି ବୋଲି । ସେହିଥି ପାଇଁ ଜିଜ୍ଞାସା କୁ ବହୁତ ବୁଝେଇବାକୁ ଚେଷ୍ଟା କରିଥିଲେ ସୁଧା ରଶ୍ମି ଏବଂ ଜିଜ୍ଞାସା ଧମକ ପରେ ଧମକ ଦେଇ ଚାଲିଥିଲେ ।
ଜିଜ୍ଞାସା ଏବଂ ଆଜେକ୍ସ ଙ୍କ ମଧ୍ୟରେ ଅନ୍ତରଙ୍ଗ ମୂହୁର୍ତ୍ୱ କୁ ଭାଇରଲ କରିବାକୁ ଦେଉଥିଲେ ଧମକ । ସବୁଠୁ ବଡ କଥା ହେଲା ଯେତେ ବେଳେ ଆଜେକ୍ସ ଙ୍କ ସହିତ ଜିଜ୍ଞାସା ପ୍ରେମ ସଂମ୍ପର୍କ ରେ ବାନ୍ଧି ହୋଇଥିଲେ ସେତେ ବେଳେ ପୁରୁଣା ପ୍ରେମିକ ରଶ୍ମି ଙ୍କ ସହିତ ସଂମ୍ପର୍କ ରେ ରହିଥିଲେ ଜିଜ୍ଞାସା ଲୁଚା ଛପାରେ ପ୍ରେମ ଚାଲୁଥିଲା । ଆଜେକ୍ସ ଙ୍କ ଠାରୁ ସବୁ ଟଙ୍କା ପଇସା ନେଉଥିଲେ ରଶ୍ମି ଙ୍କ ପାଖରେ ଜାଇ ଦିନ କାଟୁଥିଲେ । ଏବଂ ଏମିତି ପରେ ଆଜେକ୍ସ ଙ୍କର ଏମିତି ଅବସ୍ଥା ହୋଇଥିଲା ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।