‘ମୁଁ ତୃପ୍ତି ପାଇଁ ନୁହେଁ,କେବଳ ମୋ ବାପାଙ୍କ ପାଇଁ ଆସିଲି, ନହେଲେ ମୁଁ ଏବେ…’ ଦେଖନ୍ତୁ ଭିଡିଓ

babu san

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ ବାବୁସାନ ବର୍ତମାନ ସମୟ ରେ ଘରକୁ ଫେରିଆସିଛନ୍ତି । ସେହି ପରି କ୍ଷେତ୍ର ରେ ବାବୁସାନ ଘରକୁ ଫେରିବା ପରେ ସେ ଫେରିବାର କାରଣ ବିଷୟ ରେ କହିଛନ୍ତି ଯେ ମୁଁ କେବଳ ମୋ ବାପା ଙ୍କ ପାଇଁ ଫେରିଛି ମୋ ବାପା ଙ୍କ ଦେହ ଅସୁସ୍ଥ ରହିଥିଲା ଏହି କଥାକୁ ମୁଁ ସହିପାରି ନଥିଲି ମୁଁ ଚେନ୍ନାଇ ରେ ଥିଲା ବେଳେ ବାପା ବରମ୍ବାର କଲ କରିଥିଲେ । ବାବୁରେ ମୋ ଦେହ ଖରାପ ଆଉ ଏପଟେ ଓଡିଶା ରେ କଣ ଚାଲିଛି ତୁ ଭଲକରି ଜାଣିଛୁ । ତୁ ଟିକେ ଶୀଘ୍ର ପଳେଇ ଆସ ।

ଆଉ ଏହିଥି ପାଇଁ ବାବୁସାନ ଦୌଡି ଆସିଛନ୍ତି ବାପା ଙ୍କ ପାଇଁ । ବହୁତ ଲୋକ ମାନେ ଆଲୋଚନା କରୁଛନ୍ତି ଯେ ବାବୁସାନ କାହା ପାଇଁ ଦୌଡି ଆସିଥିଲେ । ଏଠି ଗୋଟିଏ କଥା ବାପାକୁ ନେଇ ସେ ଅତି ଇମୋସନାଲ ହୋଇଜାଆନ୍ତି ଆଉ ଯେତେବେଳେ ବାପା ଉତ୍ତମ ମହାନ୍ତି ଙ୍କ ଦେହ ଖରାପ କଥା ବାବୁସାନ ଶୁଣିଥିଲେ ସେତେବେଳେ ସହିପାରି ନଥିଲେ ଏବଂ ଶୀଘ୍ର ଦୌଡି ଆସିଥିଲେ ଚେନ୍ନାଇ ରୁ ଏହା ମଧ୍ୟରେ ବି ଗୋଟିଏ ଫ୍ଳାଇଟ ମଧ୍ୟ ମିସ୍ ହୋଇଜାଇ ଥିଲା ।

babu s

ସେହିଥି ପାଇଁ ବିଳମ୍ବ ହୋଇଥିଲା ଏବଂ ତା ପର ଦିନ ସକାଳେ ଆସି ପହଁଚିଥିଲେ ବାବୁସାନ ଆଉ ଦୌଡି ଜାଇ ବାପା ଙ୍କ ସହିତ ମିଶିଥିଲେ ବାପାଙ୍କ ଦେହ କଥା ପଚାରିବା ସହିତ ବାପା ଙ୍କୁ କୋଳେଇ ଜାବୁଡି ଧରିଥିଲେ । ତେବେ ବାବୁସାନ ଭଲ କରି ଜାଣନ୍ତି ତାଙ୍କର ଫ୍ୟୁଚର ଏବଂ ଆଜି ଓଡିଶା ରେ ସୁପର ଷ୍ଟାର ହେବା ପଛରେ ସବୁଠାରୁ ବଡ ହାତ ରହିଛି ବାପାଙ୍କର ବାପା ଗୋଟି ଗୋଟି କରି ଟିକିନିକି ତାଙ୍କୁ କଳା ସିଖେଇଥିଲେ ।

କେମିତି ଅଭିନୟ କରିବେ ଏବଂ କେମିତି ଏକ୍ସପ୍ରେସନ ଦେବେ ସବୁକିଛି ବାପା ତାଙ୍କୁ ଶିକ୍ଷା ଦେଇଥିଲେ । ତେବେ ଆପଣ ମାନେ ବହୁତ ଭଲ ଭାବେ ଜାଣିଥିବେ ବହୁତ ଆଗକୁ ବାପା ଜଣେ ବଡ ସୁପର ଷ୍ଟାର ଥିଲେ । ଉତ୍ତମ ମହାନ୍ତି ଙ୍କ ଚେହେରା ଯେମିତି ଥିଲା ସେହି ସମୟ ରେ ଲୋକ ମାନେ ତାଙ୍କର ଅଭିନୟ ଦେଖିବା ପାଇଁ ପାଗଳ ହେଉଥିଲେ ।

ତେବେ ଉତ୍ତମ ମହାନ୍ତି ଙ୍କ ପୁଅ ହେଲେ ବାବୁସାନ ବାବୁସାନ ଯେବେ ଜନ୍ମ ହୋଇଥିଲେ ବାପା ସେହି ଦିନରୁ ଜଣିଥିଲେ ଯେ ତାଙ୍କର ପୁଅ ଆଗକୁ ଜାଇ ଓଡିଶା ର ଜଣେ ସୁପର ଷ୍ଟାର ହେବ ଆଉ ସେହିଥି ପାଇଁ ପୁଅକୁ ଏମିତି ଭାବେ ଟ୍ରେନିଂ ଦେଇଥିଲେ ଯେଉଁଥି ପାଇଁ ବିଗତ ଦିନ ମାନଙ୍କରେ ବାବୁସାନ ଙ୍କ ସବୁ ଫିଲ୍ମ କେମିତି ସୁପର ହିଟ ହୋଇଥିଲା ଆପଣ ମାନେ ନିଶ୍ଚିତ ଭାବେ ଦେଖିଥିବେ ।

ତେବେ ତାଙ୍କର ବାପା ତାଙ୍କ ପାଇଁ ଯେମିତି କ୍ୟାରିଅର ଗଢିଛନ୍ତି ଜାହା ପାଇଁ କେବେ ବି ଭୁଲି ପାରିବେ ନାହିଁ ନିଜ ବାପା ଙ୍କୁ ବାବୁସାନ ସେହିଥି ପାଇଁ ସେ ଚେନ୍ନାଇ ରୁ ଫେରିଆସିଥିଲେ କେବଳ ନିଜର ବାପା ଙ୍କ ମୁହଁ କୁ ଚାହିଁକରି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *