“ମୁଁ ଆଉ ପାରୁନି ମା, ଦୁଇଦିନ ହେଲା ବହୁତ କଷ୍ଟରେ ଅଛି, ବଞ୍ଚିବାକୁ ଇଚ୍ଛା ଥିଲେ ବି…” 9 ସେକେଣ୍ଡରେ ଭାଙ୍ଗିଗଲା 9 ବର୍ଷର ସମ୍ପର୍କ, ଏହି ଶେଷ ଚିଠି ପଢିଲେ ଆପଣ କାନ୍ଦି ପକାଇବେ

chapuda

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ଗାଲରେ ଗୋଟିଏ ପରେ ଗୋଟିଏ ଚାପୁଡା ବାଜିବା ପରେ ଶେଷ ହୋଇଗଲା 9 ବର୍ଷ ର ପ୍ରେମ ସଂ-ମ୍ପର୍କ । ତେବେ ସାମାନ୍ୟ ସଂମ୍ପର୍କ ଭାଙ୍ଗିବା ସହିତ ଜିବନ ବି ନେଇଗଲା । ତେବେ ଏଠାରେ ସାରା ଜିବନ ଏକାଠୀ ରହିବା ପାଇଁ ଦୁହେଁ ପରସ୍ପର ପ୍ରତିଶ୍ରୃତି ଦେଇଥିଲେ । ହେଲେ ସେହି ଚାରି ଚାପୁଡା ରେ ଅଚାନକ ଭାବେ ସବୁ ସଂମ୍ପର୍କ ଭାଙ୍ଗିଗଲା ଆଗରୁ ଏହା ସେତେ କଷ୍ଟ ଦେଇନଥିଲା ଜାହା ଆଗରୁ ମତେ 9 ବର୍ଷ କଟୁ କଥା କହିଥିଲେ । ଏବଂ ସତ୍ୟ ପ୍ରକାଶ ଙ୍କ ହୃଦୟ ତଳେ ବସା ବାନ୍ଧିଥିବା ଆଶ୍ରିତା ଜିବନ କୁ ଅଧା ରଖିବା ପାଇଁ ବାଧ୍ୟ ହୋଇଥିଲେ ।

ହେଲେ ପରେ ଦୁହିଁଙ୍କ ପ୍ରେମ ସଂମ୍ପର୍କ ମଝିରେ ସନ୍ଧେହ ପସିଯିବା ପରେ ଆରମ୍ଭ ହୋଇଥିଲା କଳହ ଆଶ୍ରିତା ଭୁବନେଶ୍ୱର କୁ ପଢିବାକୁ ଆସିଥିଲେ । ହେଲେ ଏହାର କିଛି ଦିନ ତଳେ ଆଉ ଜଣେ ପୁଅ ସହିତ ସଂମ୍ପର୍କ ରଖିବା କଥା ସତ୍ୟ ପ୍ରକାଶ ସୁଣିବା ପାଇଁ ପାଇଥିଲେ । ଏବଂ ସେ ରାତା ରାତି ପ୍ରେମିକା ଆଶ୍ରିତା ଙ୍କ ରୁମ୍ ରେ ଆସି ପହଁଚିଥିଲେ । ପରେ ସେ ଆଶ୍ରିତା ଙ୍କ ସହ ଝଗଡା କରିବା ସହିତ ମାଡ ମାରି ଆଖି ତଳ ଫଟେଇ ଦେଇଥିଲେ ।

gi

ଏମିତି ମାଡ ମାରିବା ପରେ ତୁ ମରିଯା ବୋଲି କହିଥିଲେ ସତ୍ୟ ପ୍ରକାଶ ଯାହାକୁ ଆଶ୍ରିତା ମୋଟେ ବି ସମ୍ଭାଳି ପାରିନଥିଲେ । ଏବଂ ପରେ ପରେ ଆଶ୍ରିତା ମାଆ ଙ୍କୁ ଫୋନ କରି ସବୁ କିଛି କହିଥିଲେ । ମାଆ ବହୁତ ବୁଝେଇ ଥିଲେ ହେଲେ ଶେଷରେ ଚିଠି ଲେଖି ଏହି ଦୁନିଆଁ କୁ ଛାଡିଯିବା ପାଇଁ ନିସ୍ପତି ନେଇଥିଲେ ଆଶ୍ରିତା ।

ତେବେ ସେ ମରିବା ପୂର୍ବରୁ ଚିଠି ରେ ଲେଖିଥିଲେ ଯେ ମା ମୁଁ ଆଉ ପାରୁନି ଦୁଇଦିନ ହେଲା ବହୁତ କଷ୍ଟରେ ଅଛି । ସେ ମୋତେ ବହୁତ ମାଡ ମାରିଛି । ଦୁଇଦିନ ହେଲା ମୁଁ କିଛିବି ଖାଇନି । ମୋର ବଞ୍ଚିବାକୁ ଇଚ୍ଛା ଥିଲେ ବି ମୁଁ ଆଉ ପାରୁନି ମା । ମୁଁ ଯାଉଛି ମା ହେଲେ ମୁଁ ତୋ ପାଖରେ ସବୁବେଳେ ଥିବି । ମୋତେ ସବୁଦିନ ଖାଇବାକୁ ଦେବୁ ।

ବାପାଙ୍କୁ କହିବୁ ମନ ଦୁଃଖ କରିବେନି । ମୁଁ ଭଲ ଚାକିରି କରିବି ଓ ତାଙ୍କ ସ୍ଵପ୍ନ ସାକାର କରିବି ବୋଲି ତାଙ୍କର ଇଚ୍ଛା ଥିଲା ହେଲେ ମୁଁ ପାରିଲିନି ମା । ସବୁକଥା ମୋ ମୋବାଇଲରେ ଅଛି । ଏହି ଚିଠି ଲେଖିବା ପରେ 9 ବର୍ଷର ସମ୍ପର୍କ 9 ସେକେଣ୍ଡରେ ଶେଷ ହୋଇ ଗଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ