ଭାଉଜ ସହ ସ-ମ୍ପର୍କ ରଖୁଛି ମୁଁ ବାରଣ କରିବାରୁ ମାରୁଛି ,ମତେ ନ୍ୟାୟ ଦିଅ ପୋଲିସ ବାବୁ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମତେ ସବୁ ବେଳେ ମାରୁଛି ଭାଉଜ ସହିତ ସଂ-ମ୍ପର୍କ ରଖୁଛି ମୁଁ ବାରଣ କରିବାରୁ ମତେ ମାରୁଛି । ଏମିତି ରି ମାରି ମାରି ମୋ ଦେହ ହାତ ଫଟେଇ ଦେଲାଣି । ଶେଷରେ ନିର୍ଜାତନା ସହି ନପାରି ଥାନା ର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ଏହି ଭଳି ଘଟଣା ଦେଖିବାକୁ ମିଳିଛି ନୟାଗ଼ଡ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ପାଟବେରନା ଗାଁ ରେ ।

ସୂଚନା ଅନୁସାରେ ପାଟ ପେରନା ଗାଁ ର କାଶୀନାଥ ବେହେରା ସାଗର ଗାଁ ର ପୁଷ୍ପଲତା ବେହେରା ଙ୍କୁ ବୈଦ୍ଧିକ ରିତିରେ ବିବାହ କରିଥିଲେ । ବିବାହ ର କିଛି ଦିନ ପରେ ସ୍ୱାମୀ କାଶୀନାଥ ତାଙ୍କ ଉପରେ ନିର୍ଜାତନା ଦେଇଥିଲେ । ଏହା ପରେ ପୁଷ୍ପଲତା ରଣପୁର ଥାନା ରେ ଅଭିଯୋଗ କରିବା ପରେ ପୋଲିସ ବୁଝାମଣା କରି ଉଭୟ ଙ୍କ ମଧ୍ୟରେ ଆପସ ବୁଝାମଣା କରିଥିଲା ।

women

ପରେ ତାଙ୍କର ସଂସାର ଠିକ୍ ଠାକ୍ ଚାଲିଥିଲା । କିଛି ଦିନ ଚାଲିଲା ପରେ ପୁଣି କାଶୀନାଥ ନିର୍ଜାତନା ଆରମ୍ଭ କରିଥିଲେ । ସେହି ପରି ପୁଷ୍ପଲତା ଙ୍କ କହିବା ଅନୁସାରେ କାଶୀନାଥ ଙ୍କ ତାଙ୍କର ଭାଉଜ ଙ୍କ ସହିତ ଅନୈତିକ ସଂ-ମ୍ପର୍କ ରହିଛି । ଜାହାକୁ ମୁଁ ବାରଣ କରିବାରୁ ସେ ମତେ ମାଡ ମାରୁଛନ୍ତି ।

ଏମିତି କି ଭାଉଜ ଖାଇବା ପରେ କାଶୀନାଥ ତାଙ୍କର ବାସନ ମାଜୁଛନ୍ତି ସବୁ ବେଳେ ତାଙ୍କ ପାଖରେ ରହିବା କୁ ପୁଷ୍ପଲତା ମଧ୍ୟ କହିଛନ୍ତି ଯେ ହେଲେ ମାଡ ମାରିବା ସହିତ ସେ ମାନଶୀକ ନିର୍ଜାତନା ମଧ୍ୟ ଦେଉଛନ୍ତି । ଜାହାକୁ ନେଇ ସେ ପୁଣି ରଣପୁର ଥାନା ର ଦ୍ୱାରସ୍ତ ହୋଇଛି । ମତେ ଥାନା ଅଧିକାରୀ ନ୍ୟାୟ ଦେବା ସହିତ ସେହି ମହିଳା ଠାରୁ ମୋ ସ୍ୱାମୀ ଙ୍କୁ ଅଲଗା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ