ପତି ମଧ୍ୟରାତ୍ରରେ ଶୟନରେ ଦେଖିଲେ ଆପତ୍ତିଜନକ ଅବସ୍ଥାରେ ପ୍ରେମିକ ସହ ନିଜ ପତ୍ନୀଙ୍କୁ ! ପରେ ଯାହା ହୋଇଥିଲା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

Spread the love

ପତି ମଧ୍ୟରାତ୍ରରେ ଶୟନରେ ଦେଖିଲେ ଆପତ୍ତିଜନକ ଅବସ୍ଥାରେ ପ୍ରେମିକ ସହ ନିଜ ପତ୍ନୀଙ୍କୁ ! ପରେ ଯାହା ହୋଇଥିଲା ଆପଣ ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

୨୧ ବର୍ଷିୟ ଏକ ଯୁବକ ଗାଆଁର ଜଣେ ବିବାହିତ ମହିଳା ସହ ଅବୈଧ ସମ୍ବନ୍ଧ ରଖିଥିଲା । ଗତ ଗୁରୁବାର ରାତିରେ ମହିଳା ଜଣକ ଯୁବକକୁ ନିଜ ଘରକୁ ଡାକିଥିଲା । ଦୁହେଁ କକ୍ଷ ମଧ୍ୟରେ ଶାରୀରିକ ସମ୍ପର୍କରେ ନିୟୋଜିତ ରହିଥିବା ବେଳେ ଠିକ ସେହି ସମୟରେ ମହିଳାର ପତି ଶୟନ କକ୍ଷକୁ ଆସିଯାଇ ଥିଲେ ।

ପତି ଦୁହିଁଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖି ଦେଇଥିଲା । ଏହାପରେ ପତି ଯୁବକର ଘର ଲୋକଙ୍କୁ ଏହି ବିଷୟ ଜଣାଇ ଦେଇଥିଲା । ଏହି କଥାରେ ଯୁବକ ରାଗି ଯାଇଥିଲା । ଯୁବକ ରାତିରେ ହିଁ ଗାଁର ନଦୀ ପାଖରେ ଥିବା ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରିନେଇଛି ।

ଲଖନପୁର ଥାନା ଅନ୍ତର୍ଗତ ଗ୍ରାମ ବେଲଦଗିର ଭଣ୍ଡାରପାରା ନିବାସୀ ୨୧ ବର୍ଷୀୟ ନାରାୟଣ ଦାସ, ପିତା ଦେବ ନାରାୟଣ ଦାସ, ଗାଁଆର ଜଣେ ବିବାହିତ ମହିଳାଙ୍କ ସହ ଅବୈଧ ସମ୍ବନ୍ଧ ଥିଲା । ଗୁରୁବାର ବିଳମ୍ବ ରାତ୍ରରେ ମହିଳାଙ୍କ ନିମନ୍ତ୍ରଣ କ୍ରମେ ଯୁବକ ଜଣକ ମହିଳାଙ୍କ ଘରକୁ ଯାଇଥିଲା ।

ଯୁବକ ଜଣକ ମହିଳାଙ୍କ ଘରକୁ ଯିବାର କିଛି ସମୟ ପରେ ମହିଳାଙ୍କ ପତି ସେଠାରେ ପହଂଚି ଯାଇଥିଲେ ଏବଂ ନିଜ ପତ୍ନୀ ଓ ଆରୋପୀ ଯୁବକକୁ ଆପତ୍ତିଜନକ ସ୍ଥିତିରେ ଦେଖି ନେଇଥିଲେ । ଏହା ପରେ ମହିଳାଙ୍କ ପତି ଯୁବକର ପିତା ଦେବ ନାରାୟଣ ଦାସ ଓ ଯୁବକର ଭାଇ ରବି ଦାସଙ୍କୁ ଘରକୁ ଡକାଇ ଥିଲେ ଏବଂ ଯୁବକର କୃତକାର୍ଯ୍ୟ ବିଷୟରେ ଅବଗତ କରାଇ ଥିଲେ ।

ଏହି ସମୟରେ ନାରାୟଣ ଦାସ କ୍ଷୁବ୍ଧ ହୋଇ ଘରୁ ବାହାରି ଯାଇଥିଲେ ଏବଂ ନଦୀ କୂଳରେ ଥିବା ଗଛରେ ଫାଶୀ ଲଗାଇ ଆତ୍ମହତ୍ୟା କରି ଦେଇଥିଲା । ଘଟଣାର ଯାଞ୍ଚ ପୋଲିସ କରିବାରେ ଲାଗି ପଡିଛି ।