Pregnacy Tips – ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ଭୁଲ ପାଇଁ ଜନ୍ମ ହୋଇଥାଏ,”ଜାଆଁଳା ଛୁଆ”-Gupta Katha

Twin baby

ଆପଣ ମାନଙ୍କୁ ଆମ ର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜିର ସମୟ ରେ ଦୁନିଆଁ ରେ ବହୁତ ମାଆ ମାନେ ପିଲା ଜନ୍ମ କରୁଛନ୍ତି । ତେବେ ଗୋଟିଏ ମାଆ ଯେତେ ବେଳେ ଏକ ପିଲାକୁ ଜନ୍ମ ଦିଏ ତାକୁ ବହୁତ କଷ୍ଟ ସହିବାକୁ ପଡିଥାଏ । ତେବେ ବନ୍ଧୁଗଣ ଗୋଟିଏ ମାଆ ଯେତେ ବେଳେ ଗୋଟିଏ ପିଲା ଜନ୍ମ ଦେଉଛି ତାକୁ ଯେତିକି କଷ୍ଟ ହେଉଛି ସେହି ମାଆ ଯେତେ ବେଳେ ଜାଆଁଳା ପିଲା କୁ ଜନ୍ମ ଦିଏ ସେତେ ବେଳେ ତାକୁ କେତେ କଷ୍ଟ ହେଉ ନଥିବ ।

ସେମିତି ରେ ଆଜିର ସମୟ ରେ ଅଧିକାଶଂ ଜାଆଁଳା ପିଲା ହିଁ ଜନ୍ମ ନେଇଥାନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଜାଆଁଳା ପିଲା ଜନ୍ମ ହେବାର କାରଣ ବିଷୟ ରେ ଜଣେଇବୁ । ସେମିତି ଆଜିର ସମୟ ରେ ପ୍ରାୟତଃ ଜାଆଁଳା ପିଲା ଦେଖିବାକୁ ପାଉ । ଏହି ଜାଆଁଳା ପିଲା ଦେଖିବାକୁ ସମାନ ହେଉଥିବା ବେଳେ କେତେକ କ୍ଷେତ୍ର ରେ ଏମାନେ ଦେଖିବାକୁ ଭିନ୍ନ ହୋଇଥାନ୍ତି ।

Twin baby

ସେମିତି ରେ ଗର୍ଭବତୀ ମହିଳା ମାନେ ଗର୍ଭଧାରଣ କରିବା ସମୟ ରେ କେଉଁ ସବୁ ଭୁଲ କରିଥାନ୍ତି । ଯେଉଁଥି ପାଇଁ ଜାଆଁଳା ସନ୍ତାନ ଜନ୍ମ ହୁଏ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆମ ମାନଙ୍କ ଗାଁଉଲୀ ମତ ରେ ରହିଛି ଯଦି ମହିଳା ମାନେ ଗର୍ଭବତୀ ସମୟ ରେ ବା ହେବାକୁ ଜାଉ ଥିବା ବେଳେ ସେମାନେ ଯଦି ଜାଆଁଳା ଫଳ ର ସେବନ କରନ୍ତି । ତେବେ ସେମିତି କ୍ଷେତ୍ର ରେ ସେମାନଙ୍କ ଜାଆଁଳା ପିଲା ହୋଇ ଥାଏ । ହେଲେ ଏହି ବିଷୟ ରେ ବୈଜ୍ଞ୍ୟାନିକ ମାନେ ବହୁତ ପ୍ରକାରର ମତ ଦେଇଛନ୍ତି ।

1. ଯେଉଁ ମହିଳା ମାନେ ଅଧିକ ମାତ୍ରା ରେ ଗର୍ଭନୀରୋଧକ ବଟିକା ସେବନ କରନ୍ତି ସେମାନଙ୍କ ଠାରେ ଏମିତି ଲକ୍ଷଣ ଦେଖା ଦେଇ ଥାଏ ।
2. ବହୁତ ସମୟ ରେ ଲୋକ ମାନେ ନିଜର ଗର୍ଭପାତ କେରଇ ଥାନ୍ତି । ତେବେ ସେମିତି କ୍ଷେତ୍ର ରେ ଶୁକ୍ରାଣୁ ର ବିଭାଜନ ହେବାର ସମ୍ଭାବନା ବହୁତ ପରିମାଣ ରେ ରହି ଥାଏ ।

Twin baby

3. ଯଦି ପୂର୍ବ ରୁ ପରିବାର ରେ ଜାଆଁଳା ସନ୍ତାନ ଜନ୍ମ ଗ୍ରହଣ କରି ଥାଏ । ତେବେ ସେମିତି ବେଳେ ଆଗାମୀ ସମୟ ରେ ବି ଏମିତି ଜନ୍ମ ହେବାର ବହୁତ ସମ୍ଭାବନା ରହିଛି ।
4. ସେହି ପରି ବେଳେ ଯେଉଁ ମହିଳା ମାନେ ଅଧିକାଶଁ ମାତ୍ରା ରେ ନନ୍ ଭେଜ୍ ର ସେବନ କରନ୍ତି ସେମାନଙ୍କ କ୍ଷେତ୍ର ରେ ଏମିତି ହେବାର ସମ୍ଭାବନା ବଢି ଥାଏ ।
5. ସେହି ପରି ଭାବେ ଯେଉଁ ମହିଳା ମାନେ ଆଗରୁ ଦୁଇଟି ରୁ ତିନୋଟି ପିଲା ଜନ୍ମ କରି ଥିବେ ତେବେ ସେମିତି ମଧ୍ୟ ରେ ବି ଏପରି ହେବାର ପୂରା ସମ୍ଭାବନା ରହି ଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ