ହ୍ୟୁମନ ସାଗର କହିଲେ ଏମିତି । ମୋ ସ୍ତ୍ରୀ ହେଉଛି ଗୋଟିଏ ମିଛେଇ…

Human

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ହ୍ୟୁମନ ସାଗର ନିଜର ଏକ ବାଇଟ ରେ କହିଛନ୍ତି ଯେ ମୁଁ ବହୁତ ଭଲ ଅଛି ଆମ ପରିବାର ସହିତ ମୁଁ ପଜେଟିଭ ରେ ରହିଛି । ବନ୍ଧୁଗଣ ହ୍ୟୁମାନ ସାଗରଙ୍କ ନାମରେ ତାଙ୍କ ପତ୍ନୀ ଅଭିଯୋଗ ଆଣିବା ପରେ ତାଙ୍କୁ କଟକ ମହିଳା ଥାନାକୁ ଡକା ଯାଇଥିଲା । ଆଉ ସେଠାରେ ଯେତେବେଳେ ହ୍ୟୁମାନ ପହଞ୍ଚି ଥିଲେ ସେଠାର ସାମ୍ୱାଦିକ ମାନଙ୍କ ପ୍ରଶ୍ନର ଉତ୍ତର ଦେବା ବେଳେ ବିରକ୍ତ ହୋଇ ଉଠିଥିଲେ । କହିଥିଲେ ମୁଁ କଣ ମୋର ସବୁ ବ୍ୟକ୍ତିଗତ କଥା ଖୋଲି କହିବି ।

ଯଦି ସେମିତି ଚାହୁଁଛ ତାହେଲେ ମୋ ବାଥରୁମ ଭିତରକୁ ଆସୁନ।କିଛି ଏହି ଭଳି ଢ଼ଙ୍ଗରେ ସାମ୍ବାଦିକ ମାନଙ୍କୁ ବ୍ୟବହାର କରିଥିଲେ ହ୍ୟୁମାନ ସାଗର । ଆଉ ତାଙ୍କର ଏହି ଭଳି ଆଚରଣ ସାମ୍ୱାଦିକ ମାନଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କାରଣ ହ୍ୟୁମାନ ସାଗର ଜଣେ ଗାୟକ ହୋଇଥିବା ବେଳେ ତାଙ୍କ ଠାରୁ ଏହି ପରି ବ୍ୟବହାର କେହି ଅନୁମାନ କରି ନଥିଲେ । କିନ୍ତୁ ସେ ସାମ୍ବାଦିକ ମାନଙ୍କୁ ବାଥରୁମକୁ ଆସୁନ କହି ଆକ୍ଷେପ କରିଥିଲେ । ତେବେ କିନ୍ତୁ ତାଙ୍କର ବଦଳି ଯାଇଛି ।

Human 3

ଗତ କାଲିର ତାଙ୍କ ବ୍ୟବହାର ସମ୍ପର୍କରେ ସେ କହିଛନ୍ତି କାଲି ମୁଁ ଟିକିଏ ଅଗ୍ରେଶିଭ ହୋଇଗଲି । ଯାହା ହେଉ ଡେରିରେ ହେଉ ପଛେ ସେ ନିଜ ଭୁଲ ବୁଝିଛନ୍ତି । ହେଲେ ଏମିତି ହୋଇପାରେ କି ସେ ଚାପରେ ଥିବା ପାଇଁ ସେ ଏହି କଥା କହୁଛନ୍ତି । ପ୍ରକୃତ କଥା କଣ ସେ ହିଁ ଜାଣିଥିବେ। ସେ ତାଙ୍କ ସ୍ତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ହ୍ୟୁମାନ ସାଗର । ସ୍ୱାମୀର କଷ୍ଟ ଅସହ୍ୟ ହେବାରୁ ମହିଳା ଥାନାର ଦ୍ୱାରସ୍ଥ ହୋଇଥିଲେ ଶ୍ରୀୟା ।

ବିବାହ ପରେ ସେ ଶ୍ରୀୟାଙ୍କୁ ଯୌତୁକ ମାଗିବା ସହ ସେ ତାଙ୍କୁ ଧମକ ଦେଇଥିଲେ। ଆଉ ଯାହାକୁ ନେଇ ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମହିଳା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ ହ୍ୟୁମାନ ସାଗରଙ୍କ ନାମରେ ଆଣିଛନ୍ତି ଅଭିଯୋଗ । ଶ୍ରୀୟା ଓ ହ୍ୟୁମାନ ଉଭୟ କଣ୍ଠଶିଳ୍ପୀ ହୋଇଥିଲେ ମଧ୍ୟ ହ୍ୟୁମାନଙ୍କ ଲୋକପ୍ରିୟତା ତାଙ୍କୁ ବହୁତ ଉପରକୁ ଉଠାଇ ନେଇଛି ।

ହେଲେ ଦିନ ଏମିତି ଆସିବ ବୋଲି ହ୍ୟୁମାନଙ୍କ ଫ୍ୟାନ ମାନେ ପ୍ରାୟ ଅନୁମାନ କରି ନଥିଲେ । ହ୍ୟୁମାନ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଏମିତି ଆସିଯିବ କେହି ଭାବି ନଥିଲେ। ତେବେ ପତ୍ନୀ ଅଭିଯୋଗ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆଗାମୀ ସମୟ ରେ ଏମାଙ୍କ ମାମଲା ରେ କଣ ମୋଡ ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ