ଆଜି ନୁହେଁ ,ଏବେ 30ତାରିଖରେ ହେବ ହ୍ୟୁମାନ ଓ ଶ୍ରୀୟାଙ୍କ ମିଳନ

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଉ ଏବେ ନୁହଁ ସିଧା ୩୦ରେ ହେବ ହେବ ମିଳନ । କାରଣ ଦୁଇଦିନ ସମୟ ମାଗିଥିଲେ ହେଲେ କୌଣସି ଜରୁରୀ କାମ ଅଛି କହି ଥାନାକୁ ଆସିଲେ ନାହିଁ ଶ୍ରେୟା ମିଶ୍ର । କହିଲେ ୨୯ ତାରିଖ ପର୍ଯ୍ୟନ୍ତ କାମ ଅଛି ସରିଲେ ୩୦ରେ ହାଜର ହେବି । ହ୍ୟୁମାନଙ୍କୁ ମଧ୍ୟ ଏହି କଥା ଜଣେଇ ଦିଆଯାଇଛି । ହ୍ୟୁମାନ ମଧ୍ୟ ଶ୍ରେୟାଙ୍କ କଥାରେ ପୁରା ରାଜି ।

ତେବେ ଶ୍ରେୟା ସାଗର ବିବାଦ ଦିନକୁ ଦିନ ଉଗ୍ର ରୂପ ନେବାର ଲାଗିଛି । ଦୁହେଁ କମ୍ପରମାଇଜ ପାଇଁ କହୁଥିବା ବେଳେ ଉଭୟ ଉଭୟଙ୍କ ଉପରକୁ ଆରୋପ ପ୍ରତ୍ୟାରୂପର କାଦୁଅ ଫୋପଡା ଫୋପାଡି ହେଉଛନ୍ତି । ଯେଉଁଥିରୁ ଜଣା ପଡୁଛି କି କେହି ବି ଏହି ବିବାଦକୁ ସମାଧାନ କରିବାକୁ ଚାହୁଁ ନାହାଁନ୍ତି । ସ୍ତ୍ରୀ ଶ୍ରେୟା ବିବାଦର ସମାଧାନ ପାଇଁ ଅଧିକ ସମୟ ନେଇଥିବା ସୂଚନା ମିଳୁଛି । ୨୩ରେ ନଆସି ସିଧା ୩୦ରେ ସମାଧାନ ପାଇଁ ଥାନାକୁ ଆସିବେ ବୋଲି କହିଛନ୍ତି ଶ୍ରେୟା ।

sa

ତେବେ ଶ୍ରେୟା ହ୍ୟୁମାନଙ୍କ ଉପରେ ଲଗେଇଛନ୍ତି ସାଂଘାତିକ ଅଭିଯୋଗ । ତାଙ୍କୁ ମାଡ ମାରିବା ସହ ମାନସିକ ନିର୍ଯାତନା ଦିଆଯାଉଥିବା କଥା ଡିସିପିଙ୍କ ପାଖରେ ଅଭିଯୋଗ କରିଛନ୍ତି ଶ୍ରେୟା । ତେବେ ଶ୍ରେୟାଙ୍କ ଏଭଳି ଅଭିଯୋଗକୁ ବାରମ୍ବାର ବାରମ୍ବାର ଖଣ୍ଡନ କରିଆସୁଛନ୍ତି ହ୍ୟୁମାନ । ଯାହା ଆରୋପ ପ୍ରତ୍ୟାରୂପ ଭିତରେ ଚାଲିଥିବା ବିବାଦକୁ ବଢାଇ ଦେଉଛନ୍ତି ।

ଏପଟେ ହ୍ୟୁମାନ କହିଛନ୍ତି କି ମୁଁ ଶ୍ରେୟାଙ୍କ ସହ ଏକାଠି ରହିବାକୁ ଚାହୁଁଛି । ମାତ୍ର ଶ୍ରେୟା ତାଙ୍କ ନିଷ୍ପତ୍ତି ଜଣାଇବା ପାଇଁ ଦୁଇଦିନ ସମୟ ନେଇଥିଲେ । ସେ ପୋଲିସକୁ ତାଙ୍କ ନିଷ୍ପତ୍ତି ଜଣାଇବା ପୂର୍ବରୁ ସାମ୍ବାଦିକ କୁ ନେଇ ମୋ ଉପରେ ଆଉ ମୋ ପରିବାର ଉପରେ ପ୍ରତ୍ୟାରୋପ ଲଗାଇଛନ୍ତି । ଏଇଟା ବିରକୁଲ୍ ବି ଠିକ୍ ନୁହଁ କାରଣ ଏବେ ଯେଉଁ କମ୍ପରମାଇଜର କଥା ହେଉଛି ସେଥିରେ ଏହା ବହୁତ ନକରାତ୍ମକ ପ୍ରବାହ ପକେଇବ । ଗଣ ମାଧ୍ୟମର ସାମ୍ନାକୁ ଆସି ଏମିତି କିଛି ପ୍ରତିକ୍ରିୟା ଦେଇଥିଲେ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ