ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ କେମିତି ଜାଣିବେ ? ଜାଣନ୍ତୁ 6 ଟି ଲକ୍ଷଣ

pregnant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାନ୍ତି । ସେତେବେଳେ ତାଙ୍କର ଜାଣିବାକୁ ଏହା ଇଚ୍ଛା ହୋଇଥାଏ ଯେ ତାଙ୍କ ଗର୍ଭରେ ପୁଅ ନା ଝିଅ ଅଛି । ଯଦିଓ ଆମ ଦେଶରେ ଭ୍ରୁଣ ଲିଙ୍ଗ କରିବା ଅପରାଧ ଅଟେ ତଥାପି ଜଣେ ମା ର ଆଗ୍ରହ ଥାଏ । କି ପେଟରେ ଥିବା ଶିଶୁ ପୁଅ ନା ଝିଅ । କାରଣ ମାଆ ମାନେ ଆସିବାକୁ ଥିବା ପିଲାର ସ୍ଵାଗତ ସେହି ଭାବେ କରିପାରିବେ । ଆମ ଦେଶରେ ଆଉ ବିଦେଶରେ ଏମିତି ଗୁରୁଜନ ରହିଛନ୍ତି ଯେଉଁ ମାନେ ଫେସ ରିଡିଙ୍ଗ ଓ ଶରୀରରେ ହେଉଥିବା ପରିବର୍ତ୍ତନ ଦେଖି କହିଥାନ୍ତି ଗର୍ଭରେ ଶିଶୁ ପୁଅ ନା ଝିଅ ରହିଛି । ଯଦି ଆପଣଙ୍କୁ ଏମିତି କିଛି ଲକ୍ଷଣ କହିବାକୁ ଯାଉଛୁ ଯାହା ଦ୍ଵାରା ଜାଣି ହେବ ଗର୍ଭରେ ପୁଅ ନା ଝିଅ ଅଛି ।

1. ଚଟପଟା ବା ମିଠା ଖାଇବାର ଇଚ୍ଛା ହେବା : ଗର୍ଭ ଧାରଣ ସମୟରେ ଯଦି ଜେଣ ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ ତେବେ ଝିଅ ଥାଇପାରେ । ଅଧିକ ଚଟପଟା ବା ମସଲା ଯୁକ୍ତ ଖାଦ୍ୟ ବା ଲୁଣୀ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ ତେବେ ପୁଅ ହେବାର ଲକ୍ଷଣ ହୋଇଥାଏ ।

pregnant

2. ମିଜାଜ ରେ ପରିବର୍ତ୍ତନ : ଯଦି ଗର୍ଭବତୀ ମହିଳାଙ୍କ ପ୍ରଥମ ୩ ମାସରେ ଦୁଖ ଅନୁଭବ କରିଥାନ୍ତି ବା ପରବର୍ତ୍ତୀ ୩ ମାସରେ ଅଧିକ ଦୁଖ ଅନୁଭବ କରିଥାନ୍ତି ତେବେ ପୁଅ ହୋଇପାରେ । ଅନ୍ୟ ପକ୍ଷରେ ପେଟରେ ଝିଅ ଥିଲେ ମା ମାନେ ମିଳାମିଳା ଭାବନା କରିଥାନ୍ତି ।

3. ଖାଇବା ସୋଡା ଟେଷ୍ଟ : ଖାଇବା ସୋଡା ର ବ୍ୟବହାର କରି ଗର୍ଭରେ ଥିବା ଲିଙ୍ଗ ର ନିରୂପଣ କରିପାରିବେ । ଗୋଟେ ପାତ୍ର ରେ ସକାଳର ପ୍ରଥମ ପରିସ୍ରା ନେବେ । କୁହାଯାଏ ଯଦି ବେକିଙ୍ଗ ସୋଡା ପକାଇବା ପରେ ପରିସ୍ରାରେ ଫେଣ ହୋଇଯାଏ ତେବେ ଗର୍ଭବରେ ଝିଅ ଅଛି । ଯଦି ପରିସ୍ରାରେ କୌଣସି ପରିବର୍ତ୍ତନ ନ ଆସେ ତେବେ ପୁଅ ଥାଇପାରେ ।

4. ଖାଦ୍ୟକୁ ଘୃଣା ହେବା : ଗର୍ଭଧାରଣ ସମୟରେ ମହିଳା ମାନେ ପ୍ରଚୁର ଖାଦ୍ୟ ଖାଇଥାନ୍ତି । ଆଉ କେତେକ ମହିଳାଙ୍କୁ ଖାଦ୍ୟର ଘୃଣା ହୋଇଥାଏ । ଏହା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ । ଗବେଷଣାରୁ ଜଣା ଯାଇଛି ଖାଇବା ପରେ ବାନ୍ତି ବା ଖାଦ୍ୟକୁ ଘୃଣା କରିଥାନ୍ତି ତାଙ୍କର ପୁଅ ହୋଇପାରେ ।

pregnant woman

5. ପେଟର ଆକାର : ଯଦି ଗର୍ଭବତୀ ମହିଳାଙ୍କର ପେଟର ଆକାର ଗୋଲ ଓ ବାହାର ପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ ଅଟେ । ପେଟର ଆକାର ଚଉଡା ବ ଗୋଲେଇ ଥିଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।

6. ସ୍କିନରେ ସମସ୍ୟା ହେବା : ପେଟରେ ପୁଅ ଥିଲେ ମୁହଁରେ ବ୍ରଣ ସମସ୍ୟା ଅଧିକ ଦେଖାଯାଏ । ମହିଳାଙ୍କର ରୂପ ରଙ୍ଗରେ ନିଖାର ଆସିଥାଏ ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ