ସୌଭାଗ୍ୟଶାଳୀ ଝିଅଙ୍କୁ ଚିହ୍ନିବେ କେମିତି ? Aajira Anuchinta

ଆପଣ ମାନଙ୍କୁ ଆମର ପୋଷ୍ଟ ପୋର୍ଟଲକୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ସ୍ତ୍ରୀ ଘର ସଜେଇଥାଏ । ଆଉ ସେହି ସ୍ତ୍ରୀ ମଧ୍ୟ ଭଲ ବି ଭାଙ୍ଗି ଦେଇଥାଏ । ସ୍ତ୍ରୀ ଖରାପ ହେଲେ ଘର ନର୍କ ପରି ହୋଇଥାଏ । ସେହିଥି ପାଇଁ ଝିଅ ମାନଙ୍କୁ ଚିହ୍ନିବା ବହୁତ ଆବଶ୍ୟକ କିନ୍ତୁ ଭଗବାନ ବ୍ରହ୍ମା ସ୍ତ୍ରୀ ମାନଙ୍କୁ ଟିକିଏ ଅଲଗା କରି ଗଢିଛନ୍ତି । ସେମାନଙ୍କ ମଧ୍ୟରେ ମମତା , ଇର୍ଷା , ପ୍ରେମ ଭଳି ବହୁତ ଭାବ ରହିଛି । ତେବେ ଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କ ବିଷୟ ରେ କୁହାଜାଇଛି ଜାହା ବିଷୟ ରେ ଆମେ ଏଠାରେ କହିବା ପାଇଁ ଯାଉଛୁ । ତେବେ ଆସନ୍ତୁ ବନ୍ଧୁଗଣ ଆପଣ ମାନେ ଭାଗ୍ୟଶାଳୀ ଝିଅ ମାନଙ୍କୁ କେମିତି ଚିହ୍ନିବେ

1. ଯେଉଁ ମହିଳା ମାନଙ୍କ କଣ୍ଠ କୋମଳ କଥା ବାର୍ତ୍ତା ଧିରେ ହୋଇଥାଏ । ସେହି ପରି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

women 2

2. ଯେଉଁ ମହିଳା ମାନେ ସକାଳେ ଓ ସନ୍ଧ୍ୟାରେ ଘରେ ଦେବୀ ଦେବତାଙ୍କୁ ଧୂପ ଦୀପ ଦେଇ ପୂଜା କରିଥାନ୍ତି ସେମାନେ ଭାଗ୍ୟଶାଳି ମହିଳା ହୋଇଥାନ୍ତି ଏହି ଭଳି ଝିଅକୁ ବିବାହ କରି ଘରକୁ ଆଣିଲେ ଆପଣଙ୍କୁ ବହୁତ ଶାନ୍ତି ଓ ସୁଖ ଅନୁଭବ ହୋଇଥାଏ ।

3. ଯେଉଁ ମହିଳା ମାନେ ଆସ୍ତିକ ଏବଂ କ୍ଷେମାଶୀଳ, ଦାନଶୀଳ, ବୁଦ୍ଧିମାନ ଏବଂ କତୃପରାୟଣ ହୋଇଥାନ୍ତି ସେହି ପରି ମହିଳା ମାନେ ସାକ୍ଷାତ ମାତା ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ।

4. ଯେଉଁ ମହିଳା ମାନେ ଘରେ ଆସିଥିବା ମହିଳା ମାନଙ୍କୁ ଆତିଥ୍ୟ ଏବଂ ସମ୍ମାନ ଚର୍ଚ୍ଚା କରିଥାନ୍ତି ସେହି ପରି ମହିଳା ମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

5. ଯେଉଁ ମହିଳାଙ୍କ ବେକ ଚାରି ଆଙ୍ଗୁଳି ବିଶିଷ୍ଠ, ସୁନ୍ଦର ଓ ସୁଢଳ ସେମାନେ ଉତ୍ତମ ଲକ୍ଷଣ ମହିଳା ଅଟନ୍ତି ।

women

6. ଯେଉଁ ମହିଳା ମାନଙ୍କ ଓଠ ଦୁଇ ଆଙ୍ଗୁଳୀ ସୁନ୍ଦର ଏବଂ ମାଂସାଳ ତେବେ ସେହିପରି ମହିଳା ମାନେ ସୈଭାଗ୍ୟଶାଳୀ ଅଟନ୍ତି ।

7. ଯେଉଁ ମାନେ ସକାଳେ ସଂନ୍ଧ୍ୟା ଦେବୀ ଦେବତା ମାନଙ୍କୁ ଧୂପ ଦୀପ ଲଗେଇଥାନ୍ତି ତେବେ ସେହି ପରି ମହିଳା ଙ୍କୁ ବିବାହ କରିଲେ ଆପଣ ମାନଙ୍କ ଘର ସଂସାର କୁ ସେହି ମହିଳା ସୈଭାଗ୍ୟ ନେଇ କରି ଆସିଥାନ୍ତି ।

8. ଯେଉଁ ମହିଳା ମାନଙ୍କ ବେକରେ ତିନୋଟି ରେଖା ପଡିଥାଏ ସେହି ପରି ମହିଳା ମାନେ ଭାଗ୍ୟଶାଳୀ ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *