ଜିଦିଆ ପିଲାଙ୍କୁ କେମିତି ସୁଧାରିବେ ? କଣ କଲେ ପିଲା କଥା ମାନିବେ ।

Children

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପ୍ରତ୍ୟୋକ ମାତା ପିତା ମାନେ ନିଜର ସନ୍ତାନ୍ତ ଙ୍କୁ ଉତ୍ତମ ସଂସ୍କାର ଦେବାକୁ ଚେଷ୍ଟା କରିଥାନ୍ତି । ତେବେ ଯଦି ଆପଣ ମାନେ ପିଲା ମାନଙ୍କ ଜିଦି କୁ କମ୍ କରିବାକୁ ଚାହାଁନ୍ତି ତେବେ ଆପଣ ମାନେ ଏହି ଗୋଟିଏ କଥା କୁ ମନେ ରଖନ୍ତୁ ତାହା ହେଲା ପଜେଟିଭ ଚିନ୍ତା ଧରା ।

ଅଧିକାଶଂ ସର୍ଭେ ରୁ ଏହା ଜଣା ଜାଇଛି କି 95 ପ୍ରତିଶତ କଥା ବାର୍ତା ପିଲା ମାନଙ୍କ ସହିତ ନେଗେଟିଭ ହୋଇଥାଏ । ସାଧାରଣତଃ ମାତା ପିତା ମାନେ ଏହି ଭଳି କହିଥାନ୍ତି ଯେ ଯଦି ତାଙ୍କ ଶିଶୁ ପାଠ ନପଢୁଛି ତେବେ ଝାଡୁ ମାରୁଥିବା ଲୋକ ତଥା ରିକ୍ସା ଚଳାଉଥିବା ଲୋକ ଙ୍କୁ ଉଦାହରଣ ଦେଇ କହିଥାନ୍ତି । ଯେ ଯଦି ତୁ ପାଠ ନ ପଢିବୁ ତେବେ ତୋ ଭବିଷ୍ୟତ ନିଶ୍ଚିତ ଏମିତି ହେବ ।

Children

ହେଲେ ଆପଣ ଥରେ ଚିନ୍ତା କରନ୍ତୁ ଏମିତି କରିବା କଣ ସଠିକ୍ ଅଟେ । କିଛି ମାଆ ବାପା ସେହି ଝାଡୁ ମାରୁଥିବା କିମ୍ବା ରିକ୍ସା ଚଳାଉଥିବା ଲୋକଙ୍କୁ ଦେଖେଇ କହିଥାନ୍ତି କି ପୁଅ ତୁ ଯଦି ପାଠ ପଢିବୁ ତେବେ ସେହି ଲୋକ ମାନଙ୍କୁ ସାହାଯ୍ୟ କରି ପାରିବୁ । ଏହି ଭଳି ଲୋକ ମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ତତେ ପାଠ ପଢିବା ନିହାତି ଆବଶ୍ୟକ ଅଟେ ।

ତେବେ ବନ୍ଧୁଗଣ ପ୍ରଥମ ମାତା ପିତା ମାନେ ନିଜ ପିଲା ମାନଙ୍କୁ ପଢିବାକୁ କହୁଥିଲେ ଏବଂ ଦ୍ୱତୀୟ ମାତା ପିତା ମାନେ ବି ନିଜ ପିଲାକୁ ପଢିବାକୁ କହିଲେ ମାତ୍ର ପ୍ରଥମେ ଯେଉଁ ମାତା ପିତା ନିଜ ଶିଶୁ କୁ ଯେଉଁ କଥା କହିଲେ ତାହା ହେଲା ନେଗେଟିଭ । ହେଲେ ଦ୍ୱତିୟ ମାତା ପିତା ମାନେ ଯେଉଁ କଥା କହିଲେ ତାହା ହେଲା ପଜେଟିଭ । ତେବେ ଆପଣ ମାନଙ୍କୁ କହିବୁ କି ଯଦି ଆରମ୍ଭରୁ ଶିଶୁ ଙ୍କ ମନରେ ଯଦି ନେଗେଟିଭ କଥା କୁହାଯାଏ ତେବେ ସେ ସେହିଭଳି ଚିନ୍ତାଧାରା ନେଇ ଆଗକୁ ବଢିବ ।

Children

ଏଭଳି କୌଣସି ଏକ ପରିସ୍ଥିତି ଆସିଥାଏ ଯେଉଁଥିରେ ଶିଶୁ ଜଣକ ଆପଣଙ୍କ ଦୂରରେ ଥିବ ଏବଂ କିଛି ସମୟ ପରେ ଆପଣଙ୍କ ସହିତ ଦେଖା ହେବ ଯେପରି କି ଶିଶୁ ସ୍କୁଲ ରୁ ଆସିଲା କ୍ଷଣେ ତାକୁ କଣ ପାଠ ପଢାହେଲା। ଘରକୁ କଣ ଦେଇଛନ୍ତି ପାଠ କରିବାକୁ । ଏହି ଭଳି ଅନେକ ନେଗେଟିଭ ପ୍ରଶ୍ନ ନ ପଚାରି ଆପଣ ମାନେ ତାଙ୍କୁ ପଚାରିବେ ଯେ ଆଜି କେତେ ଜଣଙ୍କୁ ସାହାଯ୍ୟ କରିଛୁ । ତଥା ନିଜ ସ୍କୁଲ ରେ ଆଜି ତୁ କେତେ ଏଞ୍ଜୟ କରିଛୁ । ଏହି ପ୍ରଶ୍ନ ପଚାରି ପିଲା ମାନଙ୍କୁ ଖୁସୀ କରିବାକୁ ଚେଷ୍ଟା କରନ୍ତୁ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ