Oscar Award ର ଦାମ କେତେ? ବିକ୍ରି କଲେ ମିଳିଥାଏ କେତେ ଟଙ୍କା | ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ !!

Oscar Award

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବାସ୍ତବ ରେ ଓସ୍କାର ପୁରସ୍କାର ର ଦାମ୍ କେତେ ବୀକ୍ରି ହେଲେ ମିଳି ଥାଏ କେତେ ଟଙ୍କା । ତେବେ ଚଳିତ ବର୍ଷ ଏସ୍ ଏସ୍ ରାଜା ମୈଲି ଙ୍କ ଫିଲ୍ମ RRR ର ନାଟୁ ନାଟୁ ଗୀତ ଏହି ପୁରସ୍କାର ଜିତିଛି । ତେବେ ଏହିଥି ପାଇଁ ମନୋନିତ ହେବା ପରେ ଏହି ଟ୍ରୋଫି ଜିତିଛି । ତେବେ ଔସ୍କାର ଟ୍ରଫି ପାଇବା ପରେ ପ୍ରତି ଭାରତୀୟ ଗର୍ବ ଅନୁଭବ କରୁଛନ୍ତି ।

ହେଲେ ଏହି ଟ୍ରଫି ବିଷୟ ରେ ବହୁତ କମ୍ ଲୋକ ମାନେ ହିଁ ଜାଣନ୍ତି । ଦୁନିଆଁ ର ପ୍ରତ୍ୟୋକ ଅଭିନେତା କିମ୍ବା ଚଳଚିତ୍ର ଜଗତ ସହିତ ଯୋଡିତ ବ୍ୟକ୍ତି ଙ୍କ ପାଇଁ ଔସ୍କାର ପୁରସ୍କାର ପାଇବା ଏକ ଗର୍ବ ବିଷୟ ଅଟେ । ଏବଂ ଏହା ଏକ ସ୍ୱପ୍ନ ପରି ତେବେ ଆପଣ ଜାଣନ୍ତି କି ଏହି ପୁରସ୍କାର ର ପ୍ରକୃତ ମୂଲ୍ୟ କଣ । ଏହା କିପରି ତିଆରି ହୋଇଛି ।

award

ଆସନ୍ତୁ ଜାଣିବା ଔସ୍କାର ବିଷୟ ରେ ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ବାସ୍ତବରେ ଏହାର ମୂଲ୍ୟ ବହୁତ କମ୍ ଅଟେ । ଯଦି ଏହାକୁ କେହି ବୀକ୍ରି କରନ୍ତି ତେବେ ଏହାକୁ ସେ ମାତ୍ର 81 ଟଙ୍କାରେ ପାଇ ପାରିବେ ।

ସୂଚନା ଅନୁସାରେ ଔସ୍କାର ପୁରସ୍କାର କୁ କେହି ବୀକ୍ର କରି ପାରିବେ ନାହିଁ । ଔସ୍କାର ପୁରସ୍କାର ପ୍ରଦାନ କରୁଥିବା ଏକାଡେମି ଅନୁସାରେ ଏହି ପୁରସ୍କାର କୁ କାହାକୁ ବୀକ୍ରି କିମ୍ବା ଦେବାର ଅନୁମତି ନାହିଁ । ଯଦି ଏହି ପୁରସ୍କାର କୁ କେହି ରଖିବାକୁ ଚାହୁଁ ନାହାଁନ୍ତି ତେବେ ସେମାନଙ୍କୁ କେବଳ ଏକାଡେମି ରେ କେବଳ 1 ଡଲାର ରେ ବୀକ୍ରି କରିବାକୁ ହେବ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *