ନାରୀ କେତେ ପ୍ରକାରର କେଉଁ ନାରୀକୁ ବିବାହ କଲେ ପୁରୁଷ ହୁଏ ଧନବାନ୍ | ଆୟୁଷ ବଢିଥାଏ ।

women 2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟ ରେ ବହୁତ କିଛି କୁହା ଜାଇଛି । ଯେମିତି କି ନାରୀ କେତେ ପ୍ରକାର ଏବଂ ସେମାନଙ୍କ ସ୍ୱଭାବ କେମିତି ହୋଇ ଥାଏ । ଏମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଆଲୋଚନା କରିବା ସହିତ ଆପଣ ମାନଙ୍କୁ କହିବୁ ଯେ କେଉଁ ନାରୀ ଙ୍କୁ ବି୍ବାହ କରିଲେ ଆପଣ ମାନେ ଧନୀ ହୋଇ ପାରିବେ । ଦିର୍ଘାୟୁ ସହିତ ଭୈବବଶାଳୀ ହୋଇ ପାରିବେ ।

ନାରୀ ମାନେ ଚାରି ପ୍ରକାର ର ହୋଇ ଥାନ୍ତି । ପଦ୍ମିନୀ , ଚିତ୍ରିଣୀ, ସଂଙ୍ଖିନୀ , ଏବଂ ହସ୍ତିନୀ । ସବୁ ବେଳେ ପଦ୍ମିନୀ ନାରୀ ଙ୍କୁ ଶାସ୍ତ୍ର ରେ ମହତ୍ୱ ସ୍ଥାନ ଦିଆ ଜାଇଛି । ଏବଂ ଏହି ପରି ନାରୀ ସଂସାର ରେ ବହୁତ କମ ରହିଥାନ୍ତି । ଏମାନେ ସଂମ୍ପର୍ଣ୍ଣ ଗୁଣ ସଂମ୍ପର୍ଣ୍ଣା ହୋଇଥାନ୍ତି । କହିବା ପାଇଁ ଗଲେ ଏମାନେ ସଂମ୍ପର୍ଣ୍ଣ ସତୀ ପରି ହୋଇଥାନ୍ତି । ଏମାନଙ୍କୁ ବିବାହ କଲେ ପୁରୁଷ ଧନୀ, ବୈଭବ ସାଳି, ଦୀର୍ଘାୟୁ ହୋଇ ଥାଏ ।

women 2

1. ପଦ୍ମିନୀ
ପଦ୍ମିନୀ ନାରୀ ମାନଙ୍କୁ ଶାସ୍ତ୍ର ସର୍ବୋତ୍ତମ ବୋଲି କୁହାଯାଏ ଏବଂ ଏହି ପଦ୍ମିନୀ ନାରୀ ସଂସାର ରେ ବହୁତ କମ ରହିଛନ୍ତି | ଏହି ନାରୀ ସୁଶୀଳା, ଧର୍ମ, ପୂଜାପାଠ ରେ ବିଶ୍ୱାସ ଓ ଭକ୍ତି କରିଥାନ୍ତି । ଏହା ସହିତ ମାତାପିତା ଙ୍କର ସେବା କରନ୍ତି। ବାପଘର ଏବଂ ଶାଶୁଘର ର ହିତକାରଣ ହୋଇଥାନ୍ତି ଏବଂ ସୁନ୍ଦର ମଧ୍ୟ ହୋଇଥାନ୍ତି ।

2. ଚିତ୍ରୀଣୀ
ଏବେ ହେଲା ଚିତ୍ରୀଣୀ ନାରୀ ବିଷୟ ରେ ଏମାନେ ପତିବ୍ରତା ହୋଇଥାନ୍ତି । ସ୍ୱଜନ କୁ ସ୍ନେହ ଦିଅନ୍ତି । ଏମାନଙ୍କ ମନ ସୃଙ୍ଗାର ଏବଂ ବେଶ ଭୁସା ରେ ବହୁତ ଅଧିକ ଥାଏ । ସେହିଥି ପାଇଁ ସ୍ୱାମୀ ଙ୍କୁ କିଛି ଧନ ର ସମସ୍ୟା ହୋଇ ଥାଏ । ହେଲେ ଏମାନେ ବିଚକ୍ଷଣା ଚତୁରୀ ହୋଇ ଥାନ୍ତି । ଗୀତ ନୃତ୍ୟ ଏବଂ ଚିତ୍ରକଳା ବହୁତ ପ୍ରିୟ ହୋଇ ଥାଏ । ଏମାନେ ଜିବନ ରେ ସବୁ ବେଳେ ସୁଖି ହୋଇ ଥାନ୍ତି ।

3.ସଂଖିନୀ
ଏବେ ହେଲା ସଂଖିନୀ ନାରୀ । ଏମାନଙ୍କ ମଧ୍ୟୟ ରେ ସବୁ ବେଳେ ମୋଟା ପତଳା ରହି ଥାନ୍ତି । ଏମାନେ ସବୁ ସମୟ ରେ ଅସନ୍ତୁଷ୍ଟ ଏବଂ ଅପ୍ରଶ୍ନ ରହି ଥାନ୍ତି । ଏବଂ ଏମାନେ ବିନା କକାରଣ ରେ କ୍ରୋଧୀ ହୋଇ ଥାନ୍ତି । ଏମାନେ ସ୍ୱାମୀ ଙ୍କ ଉପରେ ସର୍ବଦା ରୁଷ୍ଟ ହୋଇ ଥାନ୍ତିି । ଏବଂ ଏମାନେ ସ୍ୱାମୀ ଙ୍କ କଥା କୁ ମାନିବା ପାଇଁ ନିଜକୁ ଚାକରାଣୀ ସହିତ ତୁଳନା କରି ଥାନ୍ତି । କେବଳ ସେହିଥି ପାଇଁ ଏମାନେ ଜିବନ ରେ କେବେ ବି ସୁଖ ରେ ରୁହନ୍ତି ନାହିଁ ।

bhabi

4. ହସ୍ତିନୀ
ଏବଂ ସେଷ ରେ ରହିଛି ହସ୍ତିନୀ ନାରୀ । ଏମାନଙ୍କ ସ୍ୱଭାବ ସବୁ ବେଳେ ପରିବର୍ତନ ଶୀଳ ହୋଇ ଥାଏ । ବା ଏମାନେ ପ୍ରତ୍ୟେକ ସମୟ ରେ ରଙ୍ଗ ବଦଳେଇ ଥାନ୍ତି । ଏମାନଙ୍କର ସବୁ ବେଳେ ଭୋଗ ବିଳାଶ ରେ ରହିବା ପାଇଁ ଇଚ୍ଛା ରହି ଥାଏ । ଏମାନେ କଥା କଥା ରେ ହସି ଥାନ୍ତି । ଏମାନଙ୍କର ଅନେକ ପତି ରହି ଥାଏ । ଏମାନେ ବହୁତ ଆହାରୀ ହୋଇ ଥାନ୍ତି । ଶରୀର ବହୁତ ବଡ ହୋଇ ଥାଏ । ଏମାନେ ସବୁ ସମୟରେ ଅଳସ ଶ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କ ଏହି କାରଣ ଯୋଗୁଁ ସ୍ୱାମୀ ଏମାନଙ୍କ ଉପରେ ଖୁସୀ ନ ଥାନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *