ଆଜି କେତେ ଜଣଙ୍କୁ ଲ-ଙ୍ଗଳା କରିବ ଅର୍ଚ୍ଚନା ?

Archana 2

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅର୍ଚ୍ଚନା ନାଗା କୁ ଜେରା କରି ନଥିଲା କି ପୋଲିସ । କାରଣ ଚିଲେଇ ଚିଲେଇ ଅର୍ଚ୍ଚନା କେବଳ ଗୋଟିଏ କଥା ହଁ କହୁଛନ୍ତି ଯେ ମୁଁ ଅପେକ୍ଷା କରି ରହିଥିଲି କି କେତେବେଳେ ମୋତେ ମୁହଁ ଖୋଲିବାକୁ ସୁଯୋଗ ମିଳିବ । ତା ବି ପ୍ରକୃତ ଅଧିକାରୀଙ୍କ ପାଖରେ । ମୁଁ ଅପେକ୍ଷା କରି ରହିଥିଲି । କେତେବେଳେ ମୋତେ ମୁହଁ ଖୋଲିବାକୁ ସୁଯୋଗ ମିଳିବ । ମୁଁ ଧନ୍ୟବାଦ ଦେବି ମିଡିଆ ଅଧିକାରୀଙ୍କୁ । ବର୍ତ୍ତମାନ ମୁଁ ସମସ୍ତଙ୍କ ମୋଖା ଖୋଲିବି ।

୩୦ ମିନିଟ୍ ରେ ଓଡିଶାକୁ ଦୁହୁଲେଇ ଦେବି । ଇଏ ହେଉଛି ଅର୍ଚ୍ଚନା ନାଗ୍ ର ଉକ୍ତି । ଅର୍ଚ୍ଚନା ନାଗ୍ କୁ ଜେରା କରି ନଥିଲା କି ପୋଲିସ । ଅର୍ଚ୍ଚନା ନାଗ୍ କହୁଛି ଏକ୍ସପିସ ପ୍ରମାଣ । ଆଉ ୩୦ ମିନିଟ ରେ ସେ ସବୁକିଛି ଓଲଟ ପାଲଟ କରିଦେବ । ତେବେ ଏହି ଇଡି ରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଦିନର ସରିଲାଣି ରିମାଡ। ଆଉ ଅର୍ଚ୍ଚନା ନାଗ୍ କୁ ଇଡି ପଚରା ଉଚରା କରୁଛି । କିନ୍ତୁ ଏହା ଭିତରେ ଓଡିଶା କୁ ଦୋହଲାଇ ଦେବା ଭଳି କିଛି କହିଛି କି ଅର୍ଚ୍ଚନା । ନାଁ କେବଳ ଧୂଆଁବାଣ କହି ଚାଲି ଯାଇଛି ।

Archana 11

ତେବେ ତାଙ୍କର ଘରକୁ ଯିଏ ତିଆରି କରିଥିଲେ ଆରକି ଟେକ୍ଟ ତାଙ୍କୁ ପଚରା ଉଚରା ସରିଛି । ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଅର୍ଚ୍ଚନା ଇଡି କୁ ସଫା ସଫା ଦେଉଥିବା ଆମେ ବିଶ୍ୱାସ ବି କରି ପାରିବୁ । କାହିଁକି ନା ଗୋଟିଏ ଓକିଲର ଉପସ୍ଥିତ ରେ ଅର୍ଚ୍ଚନା ଏସବୁ କରୁଛନ୍ତି । ଆଉ ଅର୍ଚ୍ଚନା ନିଜ ବୟାନ ବଦଳିବାକୁ ଚେଷ୍ଟା ବି କରନ୍ତି ତେବେ ଓକିଲ ହିଁ ପ୍ରମାଣ ରହିବେ ଯେ କାହିଁକି ଅର୍ଚ୍ଚନା ଭୁଲ୍ ତଥ୍ୟ ଦେଲେ ।

କିନ୍ତୁ ଏସବୁ ଭିତରେ ସବୁଠୁ ବଡ ତଥ୍ୟ କ’ଣ ପୋଲିସ ଅର୍ଚ୍ଚନା ନାଗ୍ କୁ ପଚରା ଉଚରା କରି ନଥିଲା କି । କ’ଣ ଅର୍ଚ୍ଚନା ପୋଲିସ ଆଗରେ ଏକ୍ସକୁଲ୍ସି ପ୍ରମାଣ ଦେବାକୁ ଭୟ କରୁଥିଲେ କି ନାଁ ଶଙ୍କୁଚ ଥିଲା କୌଣସି ଏକ କାରଣ ପାଇଁ । କାହିଁକି ଏଭଳି ଏକ ଜାତୀୟ ତଦନ୍ତ କାରୀ ସଂସ୍ଥା ଆଗରେ ଅର୍ଚ୍ଚନା ସବୁ ଖୋଲି କରି କହିବେ ବୋଲି କହିଲେ । କ’ଣ ଅର୍ଚ୍ଚନାଙ୍କର ଭୟ ରହିଛି କି କାହା ପ୍ରତି । କ’ଣ ଅର୍ଚ୍ଚନାଙ୍କର ପରିବାରକୁ ଭୟ ଅଛି କି ।

Archana a

ଅର୍ଚ୍ଚନା ବାହାରୁ ବାହାରୁ ଦେଇଦେଲେ ଖୋଲାଖଲି ଧମକ ତାହା ବି ଗଣ ମାଧ୍ୟମରେ ସମସ୍ତଙ୍କ ସାମ୍ନାରେ । ତେବେ ଅର୍ଚ୍ଚନା ନାଗ୍ କ’ଣ କ’ଣ ପ୍ରମାଣ ଖୋଲୁଛନ୍ତି ତାହା ଏବେ କେବଳ ଇଡି ହିଁ ଖୋଲି ପାରିବ । କାହିଁକି ଅର୍ଚ୍ଚନା ନାଗ୍ କେବଳ ସଙ୍କେତ ଦେଇ ଉସକେଇ ଛାଡି ଦେଉଛନ୍ତି । କିନ୍ତୁ ସବୁ କଥା ଖୋଲି କହୁ ନାହାଁନ୍ତି । ଦେଖିବାକୁ ବାକି ରହିଲା ଅର୍ଚ୍ଚନାକୁ ମିଳୁଛି ସେହି ୩୦ ମିନିଟ କେତେ ଲୋକଙ୍କୁ ସେ ଲ-ଙ୍ଗଳା କରି ସେ ଓଡିଶାକୁ ଦୁହୁଲଉଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *