ସ୍ତ୍ରୀ ଡେଲିବେରୀ ହେବାର ର କେତେ ଦିନ ପରେ ପୁଣି ସ୍ୱାମୀ ସ୍ତ୍ରୀ ଏକାଠି ସ-ମ୍ବ-ନ୍ଧ ରଖିବା ଉଚିତ୍ ? Dr. Niharika Das

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିବାହ ପରେ ସଂସାରିକ ଜିବନ କୁ ଖୁସୀରେ ଅତିବାହିତ କରିବା ପାଇଁ ଏବଂ ସମାଜରେ ବାପା ମାଆ ହିସାବ ରେ ଏକ ଭିନ୍ନ ଏବଂ ନିଆରା ପରିଚୟ ସୃଷ୍ଟି କରିବା ଲାଗି ବାପା ମାଆ ମାନେ ସନ୍ତାନ ନିହାତି ଚାହିଁଥାନ୍ତି । ଏହା ସହିତ ଜଣେ ନାରୀ ଙ୍କୁ ମାତୃତ୍ୱ ଲାଭ କରିବା ପରେ ତାଙ୍କୁ ଏକ ସୁନ୍ଦର ଅନୁଭବ ମିଳିଥାଏ । ମାଆ ହେବା ବା ମାତୃତ୍ୱ ଲାଭ କରିବା ଜଣେ ମାଆ ବା ମହିଳା ପାଇଁ ସୈଭାଗ୍ୟ ପୂର୍ଣ୍ଣ ହୋଇଥାଏ । କାରଣ ଜଣେ ମାଆ ହିଁ ଜାଣିଥାଏ ସନ୍ତାନ କୁ ଜନ୍ମ ଦେବା କିପରି ହୋଇଥାଏ ।

ଜଣେ ମାଆ ତାର ସନ୍ତାନ କୁ ନିଜ ଗର୍ଭରେ 9 ମାସ ଧରି ନିଜ ଜିବନ ସହିତ ଲଢେଇ କରି ତାଙ୍କୁ ଜନ୍ମ ଦେଇଥାଏ । ତେବେ ସେ ସମସ୍ତ ଦୁଖଃ କଷ୍ଟ କୁ ସହ୍ୟ କରି ଗର୍ଭଧାରଣ କରିବା ସନ୍ତାନ କୁ ଜନ୍ମ ଦେବା ମଧ୍ୟ କେତେକାଶଂ ରେ କିଛି ମହିଳା ମାନଙ୍କ ପାଇଁ ସହଜ ହୋଇନଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ଡେଲିଭରି ର କେତେ ସମୟ ପରେ ସଂ-ମ୍ପର୍କ ରଖିବା ଏବଂ ଏହି ସମୟ ରେ କଣ ସାବଧାନତା ଅବଲମ୍ବନ କରିବା ସେହି ବିଷୟ ରେ ଜାଣିବା ।

love

ତେବେ ଯଦି ନର୍ମାଲ ଡେଲିଭରି ହୁଏ ସେତେ ବେଳେ ଆମ ଯୌ-ନି ରେ ଘା କିମ୍ବା ମାର୍କ ରହିଥାଏ । କିମ୍ବା ଷ୍ଟିଚ ରହିଥାଏ ଛୁଆ ର ମୁଣ୍ଡ କୁ ବାହାର କରିବା ପାଇଁ ଏହି କଣା କରିବାକୁ ପଡ଼ିଥାଏ । ତେଣୁ ସେହି ସ୍ଥାନରେ ଏହି ଷ୍ଟିଚ ରହି ଯାଇଥାଏ । ଯେତେ ବେଳେ ଘରେ ଡେଲିଭରି ହୁଏ ସେହି ସମୟ ରେ ତଳ ଯୌ-ନି ଫାଟି ଜାଇଥାଏ । ଯଦି ଅପରେସନ କରାଯାଏ ତେବେ ପେଟ କୁ କାଟିବାକୁ ପଡେ । ତେବେ ଏହି ସବୁ କୁ ଭଲ ହେବା ପାଇଁ ଟିକିଏ ସମୟ ଦରକାର ।

ତେବେ ଏହା 15 ଦିନ ହୋଇଥାଏ କିମ୍ବା ଗୋଟିଏ ମାସ ସମୟ ଲାଗେ । ଡେଲିବରୀ ପରେ ଆପଣଙ୍କ ଯୌ-ନିରୁ ପ୍ରଥମ ପାଞ୍ଚ ଦିନ ପର୍ଯ୍ୟନ୍ତ ଏହା ନାଲି ରଙ୍ଗର ଶ୍ରାବ ହୋଇଥାଏ ଏବଂ ଏହାକୁ ଲୋକିଆ ରୁବ୍ରା କୁହାଯାଏ ଏବଂ ଦଶ ଦିନ ପର୍ଯ୍ୟନ୍ତ ଲୋକିଆ ସେରୋସା କୁହାଯାଏ ତେବେ ଏହି ସମୟରେ ହଳଦିଆ ରଙ୍ଗର ହୋଇଥାଏ । 10 ରୁ15 ଦିନ ପରେ ଏହି ଶ୍ରାବ ଧଳା ରଙ୍ଗର ହୋଇଥାଏ ଏହାକୁ ଲୋକିଆ ଆଲବା କୁହାଯାଏ ।

ଏହି ସମୟରେ ଆମ ଗର୍ଭାଶୟ ର ହିଲଙ୍ଗ ଜାରି ରହିଥାଏ ଯେତେବେଳେ ଆପଣ ଗର୍ଭବତୀ ଥାଆନ୍ତି ସେତେବେଳେ ତାହା ଫୁଲି ଯାଏ ଏବଂ ଡେଲିବରୀ ଏହା ଧୀରେ ଧୀରେ କମିବାକୁ ଲାଗିଥାଏ । ଡେଲିଭରି ପରେ 4 ରୁ 6 ସପ୍ତାହ ପର୍ଯ୍ୟନ୍ତ ଆପଣ ମାନଙ୍କୁ ସ-ମ-ନ୍ଧ ବନେଇବା ମୋଟେ ବି ଉଚିତ ନୁହେଁ ।

loves

ତେବେ ଆପଣ ମାନେ ଯଦି ସ୍ତ-ନ୍ୟପାନ କରେଇ ପାରୁନାହାଁନ୍ତି । ଏହି ସମୟରେ ଆପଣ 4 ସପ୍ତାହ ମଧ୍ୟରେ ଓବ୍ୟୁଲେଶନ କରି ପାରନ୍ତି । ଯଦି ଆପଣ ସ୍ତ-ନ୍ୟପାନ ଠିକ୍ ଭାବରେ କରେଇ ପାରୁଛି । କିମ୍ବା ଦିନ ରେ ଆଠ ଥର ରୁ ଅନେକ ଥର କରେଇ ପାରୁଛନ୍ତି ତେବେ ଏହା ବହୁତ ଭଲ ଲାକଟେସନ ଏବଂ ଏହି ସମୟରେ ଆପଣ ଛଅ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରୁହନ୍ତି ତେବେ ଆପଣ ସ-ମ୍ପର୍କ ରଖିବା ପୁର୍ବରୁ କଣ୍ଟ୍ରାସେପଟିଭ ଵ୍ୟଵହାର କରି ପାରିବେ।

ତେବେ ଆପଣ ମାନେ ଶା-ରୀ-ରିକ ସଂ-ମ୍ପ-ର୍କ ରଖିବା ପୂର୍ବରୁ ନିଜ ଡାକ୍ତର ଙ୍କ ସହିତ ପରାମର୍ଶ ନେବା ନିହାତି ଆବଶ୍ୟକ ଅଟେ । ତେବେ ସେ ଆପଣଙ୍କୁ ସଠିକ୍ ମେଥଡ ଏବଂ ଉପାୟ କହିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *