ମୃ-ତ୍ୟୁ ପୂର୍ବରୁ କେତେ କୋଟି ର ସମ୍ପତି । ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଅକ୍ଲାନ୍ତ ଦାସ ଯିଏକି ଆମ ଗହଣରେ ନାହାଁନ୍ତି । ସେ ସମସ୍ତ ଙ୍କୁ ଅଲବିଦା କହି ଚାଲିଜାଇଛନ୍ତି । ତେବେ ତାଙ୍କର ମୃ-ତ୍ୟୁ ବେଳକୁ ସଂମ୍ପତୀ କେତେ ଥିଲା । ଏମିତି କି ତାଙ୍କ ବିଷୟ ରେ କିଛି ଅଜଣା ସତ୍ୟ ଘଟଣା ରହିଛି ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ ଯେ ମୀହିର ଦାସ ଙ୍କ ସାନ ପୁଅ ଥିଲେ ଅକ୍ଲାନ୍ତ ମୀହିର ଦାସ ଙ୍କ ମୃ-ତ୍ୟୁର ଗୋଟିଏ ବର୍ଷ ପରେ ଅକ୍ଲାନ୍ତ ଙ୍କ ମୃ-ତ୍ୟୁ ଘଟିଛି । ତେବେ ସେହି ସବୁ ବିଷୟ ରେ ଆମେ ସଂମ୍ପର୍ଣ୍ଣ ଭାବେ ଜାଣିବା ।

ତେବେ ବନ୍ଧୁଗଣ ମୀହିର ଦାସ ଙ୍କ ସାନ ପୁଅ ଥିଲେ ଅକ୍କାନ୍ତ ଛୁଆଟି ବେଳୁ ମାଆ ଛିଉଣ୍ଡ ହୋଇ ଜାଇଥିଲେ ଅକ୍ଲାନ୍ତ । ପରିବାର କହିଲେ ଥିଲା ବାପା ଦୁଇ ଭାଇ ଏବଂ ଭାଉଜ ହେଲେ ଗତ ଜାନୁଆରୀ ମାସ 11 ତାରିଖ ରେ ମୀହିର ଦାସ ଏହି ଦୁନିଆଁ କୁ ଅଲବିଦା କହି ଚାଲି ଜାଇଥିଲେ । ଆଉ ବାପାଙ୍କର ଯିବା ପରେ ସାନ ପୁଅ ବାହୁନି ବାହୁନି ବାପାଙ୍କୁ ଝୁରୁଥିଲା ।

Mihir Das

ପ୍ରତି ସମୟ ରେ ବାପାଙ୍କ ପାଇଁ କାନ୍ଦୁଥିଲା କଷ୍ଟ ପାଉଥିଲା ଏବଂ ସଂମ୍ପର୍ଣ୍ଣ ଏକା ହେଲା ପରି ଲାଗୁଥିଲା । ଭାଉଜ ପରିବାର କହିଲେ ଭାଉଜ ଏବଂ ଭାଇଥିଲେ । ଆଉ ତାଙ୍କ ପରିବାର ସୂନ୍ୟ ହୋଇଜାଇଥିଲା । ତେବେ ବର୍ତମାନ ସମୟ ରେ ପୁଣି ଏକ ଦୁଃଖ ଦାୟକ ଖବର ସାମ୍ନାକୁ ଆସି ପହଁଚିଲା ଅକ୍ଲାନ୍ତ ବି ଏହି ଦୁନିଆଁ ରେ ନାହାଁନ୍ତି । ଡାକ୍ତର ଖାନାରେ ଚିକିତ୍ସା ଧୀନ ଅବସ୍ଥାରେ ଦୁନିଆଁ କୁ ଛାଡି ଚାଲି ଜାଇଛନ୍ତି । ବର୍ତମାନ ସମୟ ରେ ପରିବାର କହିଲେ ତାଙ୍କର ରହିଛନ୍ତି ଭାଉଜ ଏବଂ ତାଙ୍କର ବଡ ଭାଇ ଅମ୍ଲାନ । ଏବଂ ତାଙ୍କର କୁନି ପୁତୁରା ଏହା ଛ଼ଡା ତାଙ୍କ ପରିବାର ରେ ଆଉ କେହିବି ନାହାଁନ୍ତି ।

ତେବେ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ତାଙ୍କର ଆଲିସାନ ଘର ରହିଛି ଦୁଇ ଦୁଇଟି ଫ୍ଲାଟ ବି ରହିଛି । ଏବଂ ଅକ୍ଲାନ୍ତ ଙ୍କ ପାଖରେ ଦୁଇଟି କାର ରହିଥିଲା ଗୋଟିଏ ଫର୍ଚ୍ୟୁନର ଆଉ ଗୋଟିଏ ଥିଲା ଏନୋଭା ଏହା ସହିତ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଉଛି ଦୁଇ କୋଟି ରୁ ଅଧିକ । ଆମ ତରଫ ରୁ ଭଗବାନ ଙ୍କ ନିକଟ ରେ ତାଙ୍କର ଆତ୍ମା ର ସଦଗତି ନମନ୍ତେ ପ୍ରାର୍ଥନା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *