ସୁନା ଝିଅ ଅର୍ଚ୍ଚନାରୁ କେମିତି ପାଲଟିଗଲେ ନାଗୁଣୀ ଅର୍ଚ୍ଚନା ? |

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ଙ୍କ ସଂମ୍ପର୍କ ରେ ନୂଆ ନୂଆ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି । ଏହାରି ମଧ୍ୟ ରେ ପୁଣି ଏକ ତଥ୍ୟ ବିଷୟ ରେ ଜଣା ପଡିଛି । ବାଲେଶ୍ୱର ଜିଲ୍ଲା ଭୋଗରାଈ ବଲ୍କ ଅନ୍ତର୍ଗତ ସେ ଯୁକ୍ତ ଦୁଇ ବିଜ୍ଞ୍ୟାନ ଉତିର୍ଣ୍ଣ କରିଥିଲେ । କଲେଜ ରେ ପାଠ ପଢୁଥିବା ସମୟ ରେ ଅତ୍ୟନ୍ତ ଶାନ୍ତ ଏବଂ ସରଳ ଭାବର ଛାତ୍ରୀ ଥିଲେ ।

ଏହି ଅଳ୍ପ ଦିନ ମଧ୍ୟରେ ସେ କେମିତି ଉଗ୍ର ହେଲେ ସମସ୍ତ ଙ୍କୁ ଚକିତ କରିଛି ତେବେ ଅର୍ଚ୍ଚନା ନାଗ ବିବାହ କରିବା ପରେ ଜଗବନ୍ଧୁ ଙ୍କ ସହିତ ଜଲେଶ୍ୱର ବ୍ଲକ୍ ଅନ୍ତର୍ଗତ ବାଉଁଶୁଳୀ ଗ୍ରାମରେ ଶସୁର ଘରେ ରହୁଥିଲେ । 2014 ମସିହା ରେ କମର୍ଦ୍ଧା ଥାନା ଅନ୍ତର୍ଗତ କଚୁଆରୀ ବୈକୁଣ୍ଠ ନାଥ ଉଚ୍ଚ ମଧ୍ୟମିକ ବିଦ୍ୟାଳୟ ରେ +2 ରେ ଭର୍ତ୍ତି ହୋଇଥିଲେ ।

Archana Nag

ତେବେ ଏହି ନେଇ ଅର୍ଚ୍ଚନା ସେହି କଲେଜ ରେ ପଢୁଥିବା ନେଇ ଅର୍ଚ୍ଚନା କହିଛନ୍ତି । ଏହି ପରି ଏକ ଘଟଣା ସୁଣିବା ପରେ କଲେଜ ଅଦକ୍ଷ୍ୟ ମୋଟେବି ବିଶ୍ୱାସ କରି ନଥିଲେ । ଏବଂ ରେଜିଷ୍ଟର ରେ ଦେଖିବା ପରେ ଜାଇ ତାଙ୍କର ସନ୍ଧେହ ଦୂର ହୋଇଥିବାର ଜଣା ପଡିଛି । ସୂଚନା ଅନୁସାରେ ସେ ପ୍ରତି ଦିନ କ୍ଲାସ କରୁଥିଲେ ଏବଂ ତାଙ୍କ ସ୍ୱାମୀ ଙ୍କ ସହିତ ଫେରିଜାଉଥିଲେ ।

ସେ ସ୍ୱଅଫ ରେ ଶୃଙ୍ଖଳିତ ଥିବା ଜଣେ ଅଧ୍ୟପିକ ବୋଲି ଜଣା ପଡିଛି । ଅର୍ଚ୍ଚନା କେବେବି କାହା ସହିତ ଝଗଡା କରୁନଥିବା ବେଳେ ତାଙ୍କ ନାମରେ କେହି ବି ଅଭିଯୋଗ କରୁନଥିବାର ସେ କହିଛନ୍ତି । ଜଣେ ଶାନ୍ତ ସ୍ୱଭାବ ର ଝିଅ ଏମିତି କେମିତି ହେଲା ସେହି ନେଇ ସମସ୍ତ ଙ୍କ ମନ ରେ ଆଶ୍ଚର୍ଯ୍ୟତା ସୃଷ୍ଟି ହୋଇଛି । ଆଗକୁ କେଉଁ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ