ବାହାଘରର 6 ମାସରେ କେମିତି ବାପା ହୋଇଗଲେ । ବାପା ହେଲେ ଓଡିଆ କମେଡିଆନ ପ୍ରଜ୍ଞ୍ୟାନ ଖଟୁଆ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବାପା ହେଲେ ଓଲିଉଡ ର ହାସ୍ୟ ଅଭିନେତା ପ୍ରଜ୍ଞ୍ୟାନ ଖଟୁଆ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ବର୍ଷ ପ୍ରଜ୍ଞ୍ୟାନ ଖଟୁଆ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ପ୍ରଜ୍ଞ୍ୟାନ ଖଟୁଆ ଙ୍କ କିଛି ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେଉଛି । ସେ ଗୋଟେ କୁନି ପିଲାଙ୍କୁ ଧରିଛନ୍ତି । ସେ ଏକୋଇସିଆ ପୂଜା ମଧ୍ୟ କରୁଛନ୍ତି ।

ତେବେ ଆପଣ ମାନେ ଏହି ଭିଡ଼ିଓ କୁ ଏଠାରେ ଦେଖିବାକୁ ପାଉଥିବେ । ତେବେ ବନ୍ଧୁଗଣ ପ୍ରଜ୍ଞ୍ୟାନ ଖଟୁଆ ବାପା ନୁହେଁ ସେ ମାମୁଁ ହୋଇଛନ୍ତି । ତେବେ ପ୍ରଜ୍ଞ୍ୟାନ ଖଟୁଆ ତାଙ୍କର ଭଣଜା କୁ ନେଇ ଏକୋଇସିଆ ପୂଜା ମଧ୍ୟ କରୁଛନ୍ତି । ଜାହାର ଫୋଟ ଏବଂ ଭିଡ଼ିଓ ସୋସିଆଲ ମିଡିଆ ରେ ଭାଇରଲ ହେଉଛି ।

Pragyan

ଏହାକୁ ଦେଖି ସମସ୍ତେ ଭାବୁଛନ୍ତି କି ପ୍ରଜ୍ଞ୍ୟାନ ଖଟୁଆ ବାପା ହୋଇଜାଇଛନ୍ତି । ଏବଂ ଇଏ ହେଲେ ପ୍ରଜ୍ଞ୍ୟାନ ଖଟୁଆ ଙ୍କର ପୁଅ ହେଲେ ଏହା ଜମା ବି ନୁହେଁ । ତେବେ ପ୍ରଜ୍ଞ୍ୟାନ ଖଟୁଆ ଙ୍କ ଭଣଜା ଙ୍କ ଏକୋଶିଆ ପୂଜା ରେ ସେ ସତ୍ୟନାରାୟଣ ଙ୍କ ପୂଜାରେ ବସିଛନ୍ତି । ଏବଂ ସେଠାରେ ସେ ନିଜର ଭଣଜା ଙ୍କ ନାମ କରଣ କରୁଛନ୍ତି ।

ଯେମିତି କି ଆପଣ ମାନେ ଏଠାରେ ଦେଖିବାକୁ ପାଉଥିବେ । ତେବେ ଓଲିଉଡ ର ପ୍ରଜ୍ଞ୍ୟାନ ଖଟୁଆ ବହୁତ ଲୋକ ପ୍ରିୟ ହୋଇଥିବା ବେଳେ ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରିଥାନ୍ତି ।

ସେ ଜାହାବି କମେଡି କରନ୍ତି ତାଙ୍କର କମେଡି କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ କରନ୍ତି । ତେବେ ଆପଣ ମାନଙ୍କୁ ପ୍ରଜ୍ଞ୍ୟାନ ଖଟୁଆ କେମିତି ଲାଗନ୍ତି କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ