ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହିରୋଇନ l

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ପୁଣି ଚଳଚିତ୍ର ଜଗତ ପାଇଁ ଏକ ଖବର ସାମ୍ନାକୁ ଆସିଛି । ଏହି ଲୋକପ୍ରିୟ ଅଭିନେତ୍ରୀ ଙ୍କ ସ୍ୱସ୍ଥ୍ୟବସ୍ତା ଗୁୁରୁତ୍ୱର ରହିଛି । ଗୁରୁତ୍ୱର ଅବସ୍ଥା ରେ ମେଡିକାଲ ରେ ଭର୍ତ୍ତି ହୋଇଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ । ତେବେ ଏହି ଅଭିନେତ୍ରୀ ଜଣଙ୍କ ତାଙ୍କର ଅନେକ ଫିଲ୍ମରେ ଦର୍ଶକ ମାନଙ୍କ ହୃଦୟ ଜିତିଥିବା ବେଳେ ବର୍ତମାନ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଯାହା ତାଙ୍କର ଫ୍ୟାନ୍ ଙ୍କୁ ନିରାଶ କରିଛି ।

ଏହି ଅଭିନେତ୍ରୀ ଜଣଙ୍କ ନିଜର ଷ୍ଟାଇଲ ଏବଂ ଲୁକ୍ସ ପାଇଁ ସବୁ ବେଳେ ଚର୍ଚ୍ଚା ରେ ରହିଥାନ୍ତି । ତେବେ ଏହି ଖବର ତାଙ୍କ ବୃତ୍ତି ଗତ ଲାଇଫ୍ କୁ ନେଇ ନୁହେଁ ବରଂ ଏହା ତାଙ୍କର ବ୍ୟକ୍ତିଗତ ଜିବନ କୁ ନେଇ ଆସିଛି । ଯାହାକି ବର୍ତମାନ ସମୟ ରେ ଚର୍ଚ୍ଚା ର ବିଷୟ ପାଲଟିଜାଇଛି । ତେବେ ସୂଚନା ଥାଉ କି ଅନେକ ଚଳଚିତ୍ରରେ ଅଭିନୟ ର ଯାଦୁ ଦେଖେଇ ଥିବା ଏହି ଅଭିନେତ୍ରୀ ଙ୍କର ସ୍ୱାସ୍ଥବସ୍ତା ଖରାପ ଥିବା ଜଣା ପଡିଛି । ଫଳରେ ତାଙ୍କୁ ହସ୍ପଟାଲ ରେ ଭର୍ତ୍ତି କରାଜାଇଛି ।

aliyan

ଏହି ନେଇ ନିଜେ ଅଭିନେତ୍ରୀ ଜଣଙ୍କ ସୂଚନା ଦେଇଛନ୍ତି । ସେ ନିଜର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ହସ୍ପିଟାଲ ବେଡ୍ ରେ ନିଜର ଏକ ଫୋଟ ସେୟାର କରିଛନ୍ତି । ଏହିଥି ସହିତ ସେ ନିଜର ଫେନ୍ ଙ୍କୁ ନିଜର ସ୍ୱାସ୍ଥ ଗତ ସମସ୍ୟା ବିଷୟ ରେ କହିଛନ୍ତି । ଯାହାକୁ ଜାଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହିତ ଏହି କଥାକୁ ସହଜ ରେ ଗ୍ରହଣ କରି ପାରୁ ନାହାଁନ୍ତି । ପ୍ରକୃତ ରେ ଅଭିନେତ୍ରୀ ଏଲିଆନା ଡିକୃଜ୍ ଙ୍କ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ ଭଲ ରହୁନଥିଲା ଏହା ପରେ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଜାଇ ଥିଲା ।

ସେ ହସ୍ପିଟାଲ ରେ ଥିବା ବେଳେ ନିଜ ଇନଷ୍ଟାଗ୍ରାମ ରେ କିଛି ଫୋଟ ସେୟାର କରିଥିଲେ । ଓ ଲେଖିଥିଲେ ଯେ ଦିନକ ମଧ୍ୟରେ କେତେ କଣ ବଦଳିଯାଏ । ତେବେ ଇଲିୟାନା ଙ୍କ ପୋଷ୍ଟ ପରେ ତାଙ୍କର ଫେନ ମାନେ କମେଣ୍ଟ କରି ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି । ତେବେ ସେହି ପରି ବେଳେ ଇଲିୟାନା ମଧ୍ୟ ତାଙ୍କର ଫ୍ୟାନ ମାନଙ୍କୁ ଧନ୍ୟବାଦ ଜଣେଇଛନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ