ମୋଦିଙ୍କ କୁଣ୍ଡଳୀ ଦେଖିକରି ଜ୍ୟୋତିଷ କହିଲେ ଏମିତି କଥା- ଆସନ୍ତା ପ୍ରଧାନମନ୍ତ୍ରୀ…

Spread the love

ସମଗ୍ର ଦେଶରେ ରାଜନୀତିର ପ୍ରଚାର ଜୋରଜର ଚାଲୁଅଛି । ସମସ୍ତଙ୍କ ମନରେ ଗୋଟିଏ ଚର୍ଚ୍ଚା 2019ର ନିର୍ବାଚନରେ ପ୍ରଧାନମନ୍ତ୍ରୀ କିଏ ହେବ ? ଏହି ଭିନ୍ନ ଭିନ୍ନ ଲୋକମାନେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି । ସେହିପରି ସୋସିଆଲ ମେଡିଆ ଓ news chancel ମାନଙ୍କରେ ମଧ୍ୟ ଅଲଗା ଅଲଗା ମନ୍ତବ୍ୟ ପ୍ରକାଶ ପାଉଛି ।

ଏମିତିରେ 2019ରେ ହେବାକୁ ଥିବା ଲୋକସଭା ନିର୍ବାଚନକୁ ନେଇକରି ଲୋକମାନେ ଭବିଷ୍ୟବାଣୀ କହିଛନ୍ତି । ଆମେମାନେ ଏହି କଥାକୁ ଏକମତ ହେବାର କାରଣ ଏହା ପୂର୍ବରୁ ମଧ୍ୟ କିଛି ଏମିତି ଭବିଷ୍ୟ ବାଣୀ କହିଥିଲେ ଯାହାକି ଆଗାମୀ ଦିନରେ ସତ ହୋଇଥିଲା । ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବାକୁ ଯାଉଛୁ ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ତାହାଲେ ଆସନ୍ତୁ ଜାଣିବା,

ଗୋରଖପୁର ଗ୍ରାମର ଜ୍ୟୋତିଷଚାର୍ଯ୍ୟ ରବିଶଙ୍କର ପାଣ୍ଡେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭବିଷ୍ୟ କୁଣ୍ଡଳୀ ପ୍ରସ୍ତୁତ କରିଛନ୍ତି । ଯାହା ଦେଖିକରି ଶ୍ରୀଯୁକ୍ତ ରବିଶଙ୍କର ମୋଦିଙ୍କ କୁଣ୍ଡଳୀ ଦେଖି କହିଛନ୍ତି ଯେ, 2019ରେ ନରେନ୍ଦ୍ର ମୋଦିଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦବୀ ଦ୍ଵିତୀୟ ଥର ପାଇଁ ବଜାୟ ରହିପାରିବ କି ନାହିଁ ?

ପାଣ୍ଡେଙ୍କ ଏହି ଭବିଷ୍ୟବାଣୀ ଶୁଣି ବହୁତ ନେତାଙ୍କ ଚେହେରା ସୁଖୀ ଯାଇଛି ଓ କେତେ ନେତାଙ୍କ ମୁଖରେ ସୁଖର ଲହରୀ ଛୁଟି ଆସିଛି ।

ଅକ୍ଷୟ ଜ୍ୟୋତିଷ ଶିକ୍ଷାଳୟ ଦ୍ୱାରା ପ୍ରକାଶିତ ଅକ୍ଷୟ ପଞ୍ଚାଙ୍ଗର ସମ୍ପଦକ ଜ୍ୟୋତିଷ ପାଣ୍ଡେ ଗୋରଖପୁରରେ ୟୁନିଭର୍ସିଟିରେ ଏହି କଥାଟି କହିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ କୁଣ୍ଡଳୀ ଦେଖିବାପରେ ଜଣାପଡିଲା କି ତାଙ୍କ ଗ୍ରହ ଓ ନକ୍ଷତ୍ରମାନେ ନିଜ କକ୍ଷପତ ବଦଳାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଣ୍ଡଳୀରେ ଶନି ଓ ଶୁକ୍ରଙ୍କ ଅନିଶ୍ଚିତ ଯୋଗ ସଙ୍କଟ ରହିଅଛି । ସେହିପରି 5 ରେଖାରେ ରାହୁ ଗ୍ରହ ବସିରହିଛି । ଯାହାକି ସମସ୍ତ ଅସାଵଧାନୀ ଦୂର କରିଥାଏ । ଜ୍ୟୋତିଷଚାର୍ଯ୍ୟ ରବିଶଙ୍କର ପାଣ୍ଡେଙ୍କ ମତ ଅନୁସାରେ 25 ଫେବ୍ରୁଆରୀ ରୁ 25 ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲୁଥିବା ସମୟରେ ରାହୁ ଗ୍ରହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ନିର୍ବାଚନରେ ପୁଣିଥରେ ପ୍ରଧାନମନ୍ତ୍ରୀ ପଦବୀରେ ବିରାଜମାନ କରିବ ।

ଜ୍ୟୋତିଷଚାର୍ଯ୍ୟ ରବିଶଙ୍କର ପାଣ୍ଡେଙ୍କ ଏହି କୁଣ୍ଡଳୀରୁ ସ୍ପଷ୍ଟ ହେଉଅଛି ଯେ, 2019ରେ ଲୋକସଭା ନିର୍ବାଚନରେ BJP ପୁଣିଥରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ଓ ଯାହାଫଳରେ ଦେଶର ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦି ଅତି ସହଜରେ ଅଳଙ୍କୃତ ହୋଇପାରିବେ ।