( ମହୁ ଫେଣା ) ଆପଣଙ୍କୁ କରିପାରେ ଧନୀ | କରନ୍ତୁ ଏହି ଉପାୟ |

Honey

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମହୁମାଛି କୁ ମାଆ ଦୂର୍ଗାଙ୍କର ବ୍ରାହ୍ନି ସ୍ୱରୂପ ବୋଲି କୁହାଯାଏ । ଏଣୁ ଏହି ମହୁଦ୍ରବ୍ୟ ଟି ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହାକୁ ଅମୃତ ବୋଲି ମଧ୍ୟ କହିଥାନ୍ତି । 5 ଟି ଅମୃତ ମଧ୍ୟରୁ ଏହା ଏକ ଅମୃତ ଅଟେ । ତେବେ ଆପଣ ମାନେ ଏହି ମହୁ କୁ ମାଆ ଦୂର୍ଗାଙ୍କର ପ୍ରସାଦ ବୋଲି ଭାବିନେବା ଉଚିତ୍ ସବୁ ସମୟ ରେ ଏହି କଥା ମନେ ରଖିବେ ଯେଉଁ ଗଛ ରେ ମହୁମାଛି ବସା ଦେଇ ଉଡି ଜାଇଥାଏ ସେହି ଗଛ ମୂଳରେ ଧୂପ ଦୀପ , ଏବଂ ଅକ୍ଷ୍ୟତ ଅର୍ପଣ କରନ୍ତୁ ।

ଏବଂ ନିମନ୍ତ୍ରଣ କରନ୍ତୁ କି ମୁଁ ବହୁତ ଦୁଖଃ ରେ ରହିଛି ଏଣୁ ମୋର ଦରିଦ୍ରତା କୁ ଦୂର କରିବା ପାଇଁ ଆପଣଙ୍କୁ ନେବା ପାଇଁ ଚାହୁଁଛି । ମୋ ସହିତ ମୋ ଘରକୁ ଚାଲନ୍ତୁ ଏବଂ ମୋର ଦରିଦ୍ରତା କୁ ଦୂର କରନ୍ତୁ । ଏହି ପାର୍ଥନା କରି ସେହି ଗଛ ମୂଳେ ଗଙ୍ଗାଜଳ ଅର୍ପଣ କରି ଘରକୁ ପଳେଇ ଆସନ୍ତୁ । ଏବଂ ଦିନ ଜାଇ ସେହି ମହୁଫେଣା କୁ ଘରକୁ ନେଇ ଆସନ୍ତୁ ।

Honey foam in tree

ଏହାକୁ ମାଆ ଦୂର୍ଗା ଙ୍କର ପ୍ରସାଦ ଭାବି ଘରର ମୂଖ୍ୟ ଦ୍ୱାର ରେ ପୋତି ଦିଅନ୍ତୁ । ଏହା ଦ୍ୱାରା ଘର ବନ୍ଧନ ମୁକ୍ତ ହୋଇଥାଏ । ଏବଂ ସମସ୍ତ ତନ୍ତ୍ର ମନ୍ତ୍ର ଗୁଣି ଗାରିଡି ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ପଳାୟନ କରିଥାନ୍ତି । ଏବଂ ସେହି ମହୁ ଫେଣା ରୁ ଛୋଟ ଖଣ୍ଡେ ଭାଙ୍ଗି ଏକ ଲାଲ କପଡା ରେ ବାନ୍ଧି ଘରେ ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ ।

ଏବଂ ତାହାକୁ ପ୍ରତିଦିନ ଧୂପ ଦୀପ ଦେଖାନ୍ତୁ ଦେଖିବେ ଆପଣ ମାନଙ୍କ ଘରେ ନିଶ୍ଚିତ ଭାବେ ଧନ ସଂମ୍ପତୀ ବୃଦ୍ଧି ହେବାରେ ଲାଗିବ । ଏବଂ ଆପଣ ମାନଙ୍କ ଘରେ କେବେ ବି ଅର୍ଣ୍ଣ ର ଅଭାବ ଦେଖିବା ପାଇଁ ମିଳେ ନାହିଁ । ତେବେ ଆପଣ ମାନେ ଜାଣି ପାରିଲେ ମହୁ ଫେଣା ଆପଣ ମାନଙ୍କର କେତେ ପରିମାଣ ରେ ଲାଭ କରିପାରେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

odisha band
Editorial

କାଲି ଓଡିଶା ବନ୍ଦ ଡାକରା – ଘରୁ ବାହାରିବା ଆଗରୁ ଜାଣି ନିଅନ୍ତୁ ଏହି ଖବର ।

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆସନ୍ତା କାଲି ଧର୍ମ ଘଟ ରେ ସାମିଲ ହେବନି ଘୋରଇ ବସ୍ ରାଜ୍ୟର ସମସ୍ତ ରୁଟ୍ ରେ ଘୋରଇ ବସ୍ ଗଡିବା ନେଇ ଆଭିମୂଖ୍ୟ ସ୍ପଷ୍ଟ କରିଛି ଘୋରଇ ବସ୍ ମାଲିକ ସଙ୍ଘ ଧର୍ମଘଟ ସମୟ ରେ ଘୋରଇ ବସ୍ ମାଲିକ ସଙ୍ଘ ଗୋଣ୍ଡଗୋଳ ଆଶଂକା କରିଛି ସୁରକ୍ଷା ପ୍ରଦାନ ପାଇଁ ପୋଲିସ ଡିଜି ଙ୍କୁ ଭେଟି ନିବେଦନ କରିଛି ସଂଘ । […]

ଅଧିକ ପଢ
Riya 1
Editorial

ସୁଟିଂ ସେଟରେ ସବୁ ଖୋଲି ଦେଲେ ରିୟା – ସ୍ୱାମୀଙ୍କୁ ଦେଖି ଆଉ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁଟିଂ ସେଟ୍ ରେ ସ୍ୱାମୀ ଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ଓଡିଆ ଅଭିନେତ୍ରୀ ରିୟା ଦେ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ ମାସରେ ସୁନିଲ ଏବଂ ରିୟା ଙ୍କର ବିବାହ ହୋଇଥିଲା । ଆଉ ବାହାଘର ଟି ବହୁତ ଧୁମଧାମ୍ ରେ ହୋଇଥିଲା ଯେଉଁଥିରେ ଓଲିଉଡ ର ସମସ୍ତ ସେଲିବ୍ରେଟି ମାନେ ଯୋଗ ଦେଇଥିଲେ । ଆଉ […]

ଅଧିକ ପଢ
aret
Editorial

ବାପା ସହିତ ୫ ଟା ମୋବାଇଲ ଖୋଲିବ ଝିଅ ଅର୍ଚ୍ଚନାର କଳା ଗୁମର !

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱଗତ କରୁଛୁ । ବନ୍ଧୁଗଣ ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗଙ୍କ ବାପା ଙ୍କୁ ସମନ ପରେ ଇଡି ଜେରା କରିଛି । ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ ରେ ସମନ ପରେ ତାଙ୍କୁ ହାଜର କରାଜାଇଥିବା ସୂଚନା ରହିଛି । ତେବେ ଅର୍ଚ୍ଚନା ଙ୍କ ବେନାମୀ ସଂମ୍ପତୀ ନେଇ ଇଡି ଖୋଳତାଳ କରୁଛି । ତାଙ୍କର ବାପାଙ୍କୁ ପଚରା ଉଚୁରା କରୁଛି ଏହି ସଂମ୍ପତୀ ବାବଦରେ ଅର୍ଚ୍ଚନା ଙ୍କ ସଂମ୍ପର୍କ […]

ଅଧିକ ପଢ