ବିଧାନସଭାରେ ନରସିଂହ ମିଶ୍ରଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର

gopal

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ନବ ଦାସ ହତ୍ୟା ମାମଲା ରେ ଗୋପାଳ ଦାସ ବିଷୟ ରେ ଚାଞ୍ଚୱ୍ୟ କର ତଥ୍ୟ । ବିଧାନ ସଭା ରେ ନରସିଂହ ମିଶ୍ର ଙ୍କ ଉପରେ ଗୃହ ମନ୍ତ୍ରୀ ଙ୍କ ଉତ୍ତର । ମାନସୀକ ରୋଗ ପାଇଁ କେବେ ଛୁଟି ଆବେଦନ କରି ନଥିଲା ଗୋପାଳ । ଦୁଇ ଥର ବିନା ଅନୁମତି ରେ ଛୁଟିରେ ରହିଥିଲା ଗୋପାଳ ଦାସ । MKCG ରେ ସାଇକିଆଟ୍ରିକ ଡିଜଅର୍ଜର ନେଇ ତଥ୍ୟ ଦେଇଥିଲା । ଚିକିତ୍ସା ପରେ ଫିଟନେସ ସମ୍ମନ୍ଧିୟ ତଥ୍ୟ ଦେଇ କାର୍ଯ୍ୟରେ ଯୋଗ ଦେଇଥିଲା ।

ଗତ 10 ବର୍ଷରେ ଗୋପାଳ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲା । ଗତ 10 ବର୍ଷରେ ଗୋପାଳ ପାଇଥିବା ପୁରସ୍କାର ତାଲିକା ଦେଲେ ମନ୍ତ୍ରୀ ଗତ 299 ଟି କେସ୍ ତଦନ୍ତ କରିଛି ଗୋପାଳ । ବଦଳି ପାଇଁ ମଧ୍ୟ ଗୋପାଳ କେବେ ଆବେଦନ କରି ନଥିଲା । ଯାହା ବଡ ଖବର ଆସି ପହଁଚିଛି ପାଗଳ ନୁହେଁ ଗୋପାଳ ।

gopal 1

ଗୋପାଳ ଦାସ ହ-ତ୍ୟା ମାମଲା ରେ ଗୋପାଳ ଦାସ ବାବଦ ରେ ଚାଞ୍ଚଲ୍ୟ କର ତଥ୍ୟ । ବିଧାନ ସଭା ରେ ନରସିଂହ ମିଶ୍ର ଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଙ୍କ ଉତ୍ତର । ମାନସୀକ ରୋଗ ପାଇଁ କେବେ ଛୁଟି ଆବେଦନ କରି ନଥିଲା ଗୋପାଳ । MKCG ରେ ସାଇକିଆଟ୍ରିକ ଡିଜଅର୍ଜର ନେଇ ତଥ୍ୟ ଦେଇଥିଲା । ଚିକିତ୍ସା ପରେ ଫିଟନେସ ସମ୍ମନ୍ଧିୟ ତଥ୍ୟ ଦେଇ କାର୍ଯ୍ୟରେ ଯୋଗ ଦେଇଥିଲା ।

ଗତ 10 ବର୍ଷରେ ଗୋପାଳ ସ୍ୱାଭାବିକ ଭାବେ କାର୍ଯ୍ୟ କରୁଥିଲା । ଗତ 10 ବର୍ଷରେ ଗୋପାଳ ପାଇଥିବା ପୁରସ୍କାର ତାଲିକା ଦେଲେ ମନ୍ତ୍ରୀ ଗତ 299 ଟି କେସ୍ ତଦନ୍ତ କରିଛି ଗୋପାଳ । ବଦଳି ପାଇଁ ମଧ୍ୟ ଗୋପାଳ କେବେ ଆବେଦନ କରି ନଥିଲା ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ କରନ୍ତୁ ।

Leave a Reply

Your email address will not be published. Required fields are marked *