ଓଲିଉଡ଼ ଅଭିନେତା ଅମ୍ଳାନ ଶେଷରେ ଦ୍ୱିତୀୟ ବିବାହ କଲେ ଦେଖାନ୍ତୁ କାହାକୁ l

actor Amlan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଖବର ସାମ୍ନାକୁ ଆସିଛି । ଓଲିଉଡ ର ସୁପର ଷ୍ଟାର ଅମ୍ଲାନ ଦାସ ପରିସ୍ଥିତି ରେ ପଡି ଏବେ ଦ୍ୱିତୀୟ ବିବାହ କରି ନେଇଛନ୍ତି । ତେବେ ଅମ୍ଲାନ କାହାକୁ ଦ୍ୱିତୀୟ ବିବାହ କରିଛନ୍ତି ଜାଣିବା ପାଇଁ ହେଲେ ଆପଣ ମାନେ ଭିଡ଼ିଓ କୁ ଶେଷ ଯାଏ ପଢି ନିଅନ୍ତୁ । ଆପଣ ମାନେ ଓଲିଉଡ ର ସୁପର ଷ୍ଟାର ଅମ୍ଲାନ ଙ୍କୁ ନିଶ୍ଚିତ ଭାବେ ଜାଣିଥିବେ ।

ସେ ବହୁତ କମ୍ ସମୟ ମଧ୍ୟରେ ଓଲିଉଡ କୁ ସୁପର ହିଟ ସିନେମା ଭେଟି ଦେଇ ଓଡିଆ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । ତେବେ ଓଡିଆ ଅଭିନେତା ଅମ୍ଲାନ ଜାହାଙ୍କୁ ବିବାହ କରୁଛନ୍ତି ସେ ହେଲେ ଓଡିଆ ଅଭିନେତ୍ରୀ ସିତଲ ପାତ୍ର । ତେବେ ଅଭିନେତ୍ରୀ ସିତଲ ପାତ୍ର ଙ୍କୁ ବି ଆପଣ ମାନେ ନିଶ୍ଚିତ ଭାବେ ଜାଣିଥିବେ । ସେ ମଧ୍ୟ ଆମର ଓଡିଆ ଦର୍ଶକ ମାନଙ୍କୁ ଅନେକ ସୁପର ହିଟ ସିନେମା ରେ ଅନେକ ଦମଦାର ଅଭିନୟ କରି ଓଡିଆ ଦର୍ଶକ ମାନଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।

Amlan

ତେବେ ବର୍ତମାନ ସମୟ ରେ ସୋସିଆଲ ମିଡିଆରେ ଏକ ଖବର ସାମ୍ନାକୁ ଆସିଛି । ଓଡିଆ ଅଭିନେତା ଅମ୍ଲାନ ଏବଂ ଅଭିନେତ୍ରୀ ଶୀତଲ ଙ୍କୁ ବିବାହ କରିଥିବାର କିଛି ଫୋଟ ସୋସିଆଲ ମିଡିଆ ରେ ଘୂରି ବୁଲୁଛି । ତେବେ ବନ୍ଧୁଗଣ ଏହି ଫୋଟ ରୁ ଜଣା ପଡୁଛି କି ଅମ୍ଲାନ ଏବଂ ଶୀତଲ ବିବାହ କରୁଛନ୍ତି ସତ ହେଲେ ରିୟଲ ଲାଇଫ ରେ ନୁହେଁ ବରଂ ରିଲ ଲାଇଫ ରେ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହା ହେଲା ଅମ୍ଲାନ ଏବଂ ଶୀତଲ ଙ୍କ ଆସୁଥିବା ନୂଆ ଓଡିଆ ଚଳଚିତ୍ର ଭାଇ ଚଳଚିତ୍ର ର ଫୋଟ ଭାଇ ଫିଲ୍ମ ର । ଏବଂ ଏହି ଭାଇ ଫିଲ୍ମ ରେ ଦୁହେଁ ଦୁହିଁଙ୍କୁ ବିବାହ କରୁଥିବାର ନଜର ଆସିଛନ୍ତି ।

ତେବେ ଏହା କୈଣସି ରିୟଲ ଲାଇଫ ର ଫୋଟ ନୁହେଁ ରିଲ ଲାଇଫ୍ ର ଫୋଟ । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ଅଭିନେତା ଅମ୍ଲାନ ଏବଂ ଶୀତଲ ଙ୍କର ଆସିବାକୁ ଯାଉଛି ନୂଆ ଓଡିଆ ଫିଲ୍ମ ଭାଇ । ଏହି ଚଳଚିତ୍ର ରେ ଏହି ଦୁଇ ଯୋଡି କେମିତି ଲାଗୁଛନ୍ତି ନିଶ୍ଚିତ କମେଣ୍ଟ କରି ଜଣେଇ ଦେବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Uncategorized

LIC ରେ ଆସିଲା ନୂଆ ସ୍କିମ ଦେଖନ୍ତୁ । ଆପଣ ମାନେ ବି ହେବେ ମାଲେମାଲ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ LIC ରେ ଆସିଲା ନୂଆ ସ୍କିମ ରଖିବେ 100 ଟଙ୍କା ପାଇବେ 75 ହଜାର ଟଙ୍କା । ପ୍ରତ୍ୟୋକ ମଣିଷ ଚାହାଁନ୍ତି ନିଜର ଭବିଷ୍ୟତ ପାଇଁ କିଛି ଅର୍ଥ ସଞ୍ଚୟ କରିବା ପାଇଁ ଯଦି ଆପଣ ମାନଙ୍କର ରୋଜଗାର କମ୍ ରହିଛି ଆଉ ଆପଣ ମାନେ ସଞ୍ଚୟ କରିବାକୁ ଚାହୁଁଛନ୍ତି । ତେବେ ଆପଣ ମାନେ LIC ର ଏହି ସ୍କିମ୍ ରେ ସ୍ୱଳ୍ପ […]

ଅଧିକ ପଢ
alerted
Uncategorized

ଆଜି ୨୨ ମାର୍ଚ୍ଚ | ଆଜିବି କାଳବୈଶାଖୀ | ଏସବୁ ଜିଲ୍ଲାକୁ ସତର୍କ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମାର୍ଚ୍ଚ ମାସ ୨୨ ତାରିଖ ବୁଧବାର ଅର୍ଥାତ୍ ଆଜି । ଆଜି ରାଜ୍ୟର ୧୨ଟି ଜିଲ୍ଲାରେ କାଳ ବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ଆଉ ସେପଟେ ୨୩ ରୁ ଅର୍ଥାତ୍ ଆସନ୍ତା କାଲିଠାରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡର ପ୍ରଭାବ ଅନୁଭୂତ ହେବ । ଆଉ ଏହାର ପ୍ରଭାବ ଓଡିଶା ଉପରେ […]

ଅଧିକ ପଢ
Rashmi
Uncategorized

ମୁଁ ଯାହା ଚାଁହୁଥିଲି ସେଇଟା ତୁ ଦେଲୁନି ,ସେଥିପାଇଁ ମୁଁ ରଶ୍ମି ପାଖକୁ ଗଲି

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମୋର ଆଉ ତୋ ପ୍ରତି ଫିଲିଙ୍ଗ୍ସ ନାହିଁ । ମୋର ଏବେ ମୋର ଏକ୍ସ ବୟଫ୍ରେଣ୍ଡ ପ୍ରତି ଫିଲିଙ୍ଗ୍ସ ଚାଲି ଆସିଛି । ମୁଁ ଏବେ ଆଉ ତୋ ପାଖରେ ରହିବାକୁ ଚାହୁଁ ନାହିଁ । ତୋ ପାଖରେ ଯେତିକି ଦିନ ରହିଲି ବହୁତ ରହିଲି । ତୋ ପାଖରେ ଯେତିକି ଦିନ ରହିଲି ତାହା ତୋ ଭାଗ୍ୟ । ଏବେ ମୁଁ ପୁଣି […]

ଅଧିକ ପଢ