ଖରାପ ସମୟର ହେବ ଅନ୍ତ, ଆଜିଠୁ ହୀରା ଭଳି ଚମକିବ ଏହି ୪ଟି ରାଶିଙ୍କ ଭାଗ୍ୟ, ହସଖୁସିରେ ଭାରି ଜୀବ ଜୀବନ

Spread the love

ପ୍ରତ୍ୟେକ ମଣିଷ ଚାହିଁଥାଏ କି ତା ଜୀବନରେ କୌଣସି ସମସ୍ୟା ନ ଆସୁ ଓ ସେ ତା’ଜୀବନକୁ ସୁନ୍ଦର କରିବା ପାଇଁ ଦିନରାତି ପରିଶ୍ରମ କରିଥାଏ, ଯାହା ଦ୍ଵାରା ସେ ବହୁତ ଧନ ଉପାର୍ଜନ କରିପାରିବ ଓ ସମସ୍ତ ସୁଖ ସୁବିଧାକୁ ପ୍ରାପ୍ତ କରିପାରିବ । କିନ୍ତୁ ବେଳେବେଳେ ଏହିପରି ଦେଖାଯାଏ ଯେ, ମନୁଷ୍ୟ ଅହରହ ଅକ୍ଲାନ୍ତ ପରିଶ୍ରମ କରିବା ପରେ ମଧ୍ୟ, ଅଭାବ ଅନଟନରେ କାଳାତିପାତ କରିବାକୁ ପଢୁଛି । ଜ୍ୟୋତିଷବିତଙ୍କ ମତାନୁସାରେ, ମନୁଷ୍ୟ ଜୀବନରେ ସୁଖ ଓ ଶାନ୍ତି ଏହି ପରି ଏକ ଚକ୍ରିକା ରହିଛି ଯାହା ସର୍ବଦା ପରିବର୍ତ୍ତନଶୀଳ । ଯଦି ଗ୍ରହମାନଙ୍କର ସ୍ଥିତି ଭଲ ଅଛି ତେବେ ବ୍ୟକ୍ତିକୁ କମ ପରିଶ୍ରମରେ ଅଧିକ ସଫଳତା ମିଳିଥାଏ ଓ ଯଦି ଗ୍ରହ ସ୍ଥିତି ଠିକ ନାହିଁ ତେବେ ବ୍ୟକ୍ତିକୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଗ୍ରହମାନଙ୍କର ଗତିବିଧିକୁ ଆଧାର କରି ସୁଖ ଓ ଶାନ୍ତି ମନୁଷ୍ୟ ଉପରେ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ସେହି ରାଶି ୪ଟି ରାଶି ବିଷୟରେ ଯେଉଁମାନଙ୍କ ଜୀବନରେ ହସଖୁସିର ଲହରୀରେ ପୂର୍ଣ୍ଣ ହେବ ।

ମିଥୁନ : ସଫଳତାର ଶୀର୍ଷ ପାହାଚରେ ଉପନ୍ଵିତ ହେବେ । ନିଜେ ଭାବୁଥିବ କାର୍ଯ୍ୟକୁ ମଧ୍ୟ ସଫଳତାର ସହ ପୂର୍ଣ୍ଣ କରିପାରିବେ । ଆର୍ଥିକ ସମସ୍ୟାରେ ସୁଧାର ଆସିବା । ବ୍ୟବସାୟରେ ନୂଆ ଯୋଜନାର ଶୁଭାରମ୍ଭ କରିବେ । ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାପ୍ତ ହେବ । ଆପଣଙ୍କର କାର୍ଯ୍ୟ କଳାପ ଉଚ୍ଚ ଅଧିକାରୀଙ୍କୁ ଆକର୍ଷିତ କରିପାରିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ଏବଂ ଜୀବନ ସାଥୀଙ୍କ ସହ ଦୀର୍ଘ ଦିନ ପାଇଁ ରାଜ୍ୟ ବାହାରକୁ ଭ୍ରମଣ କରିବାକୁ ଯିବେ । ପ୍ରେମରେ ବି ଆପଣ ସଫଳତା ପାଇବେ ।

ସିଂହ : ଅତୀତରୁ ଅଟକି ରହିଥିବା ସମସ୍ତ କାର୍ଯ୍ୟକୁ ଦକ୍ଷତାର ସହ ସମ୍ପାଦନା କରିବେ । ଭଗବାନଙ୍କ କୃପାରୁ ଏହି ରାଶି ସମ୍ପର୍ଣ୍ଣ ଜୀବନରେ ଆଜିଠାରୁ ଧାନର ଅଭାବ ରହିବ ନାହିଁ । ପରିବାରରେ ସୁଖଶାନ୍ତିର ବାତାବରଣ ରହିବ । ଆପଣଙ୍କୁ ନିଜ ଭାଗ୍ୟର ଭଲ ଲାଭ ଉଠେଇବା ଦରକାର କୌଣସି ମଧ୍ୟ ଭଲ ଅବସରକୁ ହାତ ଛଡା କରନ୍ତୁ ନାହିଁ । ବେରୋଜଗାରଙ୍କୁ ଭଲ କମ୍ପାନୀରେ କାର୍ଯ୍ୟ କରିବାର ଅବସର ମିଳିବ । ପୁରୁଣା ବାଦବିବାଦର ସମାଧାନ ହେବ ।

କନ୍ୟା : ଭାଗ୍ୟର ସହଯୋଗରେ ଆପଣ ଉନ୍ନତିର ଚରମ ଶିଖରରେ ପହଞ୍ଚି ପାରିବେ । ବ୍ୟବସାୟୀମାନେ ଧନ ରୋଜଗାରର ନୂଆ ପନ୍ଥା ଅବଲମ୍ବନ କରିବେ । ଚାକିରୀ କରୁଥିବା କମର୍ଚାରୀଙ୍କ ପଦୋନ୍ନତି ହେବ ଏବଂ ନିଜର କର୍ତ୍ତବ୍ୟ ନିଷ୍ଠା ପାଇଁ କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ । ଆଶାତୀତ ଲାଭବାନ ହେବେ । ଏପରିକି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ଶତ୍ରୁ ମଧ୍ୟ ମିତ୍ରତାର ହାତ ବଢାଇବେ । ପାରିବାରିକ ଜୀବନରେ ଶାନ୍ତି ବଜାୟ ରହିବା । ଦାମ୍ପତ୍ୟ ଜୀବନରେ ଜୀବନ ସାଥିଙ୍କ ଠାରୁ ବେଶ୍ ପ୍ରେମ ପାଇବେ । ଆର୍ଥିକ ସ୍ଵଛଳତାକୁ ଦୃଷ୍ଟିରେ ରଖି ଯାନବାହାନ, ଆଭୁଷଣ କିଣିବା ପାଇଁ ଆଗ୍ରହ ହେବେ । ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବେଶ୍ ଭଲ ରହିବ ।

ତୁଳା : ଜୀବନରେ ଚାଲିଥିବା ଚିନ୍ତା, ଦୁଃଖ, କଷ୍ଟ ଦୂର ହେବ । ଆପଣ ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ପୂରଣ କରିବେ, ପୁରୁଣା ରୋଗରୁ ମୁକ୍ତି ମିଳିବ । ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇବ । ଆୟରେ ବୃଦ୍ଧି ହେବ, ବୈବାହିକ ଜୀବନ ସୁଖମୟ ରହିବ । ଇଷ୍ଟଦେବୀଙ୍କ କରୁଣାରୁ ଆସନ୍ତା କଲି ଠାରୁ ଆପଣଙ୍କ ଜୀବନରେ ସମ୍ପର୍ଣ୍ଣ ଭାବରେ ବଦଳି ଯିବା, ଖୁସିର ଲହରୀ ଖେଳିବ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସାକାରାତ୍ମକ ଫଳ ଦେଖିବାକୁ ମିଳିବ । ଚାକିରି କରିଥିବା ଲୋକଙ୍କୁ ପ୍ରମୋଶନ ମିଳିବ । ସମସ୍ତ କାର୍ଯ୍ୟରେ ସିଦ୍ଧି ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବର ପ୍ରେମର ବର୍ଷା ହେବ, ସ୍ୱାମୀ ସ୍ତ୍ରୀ ମଧ୍ୟ ସମ୍ପର୍କ ମଜବୁତ ହେବେ ।