ଆସିଲା ଦମନ ର ହିନ୍ଦୀ ଟ୍ରେଲର |

Daman

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଆରମ୍ଭ ହେଲା ଦମନ ଫିଲ୍ମ ର ହିନ୍ଦୀ ଗୀତର ଡୋଭିଂ । ବଲିଉଡ ଗୀତିକାର ଋତୁରାଜ ଗାଇଲେ ଦମନ ର ହିନ୍ଦୀ ଗୀତ । ତେବେ ବନ୍ଧୁଗଣ ଆପଣ ମାନେ ତ ସମସ୍ତେ ଜାଣିଛନ୍ତି ଦମନ ଯେତେ ବେଳେ ଓଡିଆ ରିଲିଜ ହୋଇଥିଲା । ସେହି ସମୟ ରେ ବାବୁସାନ ସବୁ ଗୀତ ଗାଇଥିବା ବେଳେ ବର୍ତମାନ ସମୟ ରେ ହିନ୍ଦି ରେ ଯେତେ ବେଳେ ରିିଲିଜ ହେବାକୁ ଯାଉଛୁ ସେହି ସମୟ ରେ ଋତୁରାଜ ଙ୍କ କଣ୍ଠ ରୁ ଆପଣ ମାନେ ଦମନ ଫିଲ୍ମ ର ଗୀତ ସୁଣିବା ପାଇଁ ପାଇବେ ।

ତେବେ ବନ୍ଧୁଗଣ ଋୁତୁରାଜ ଫିଲ୍ମ ର କେଉଁ ଗୀତ କୁ ଗାଇଛନ୍ତି ଏହା ସହିତ ଋତୁରାଜ ଙ୍କ କଣ୍ଠ ରୁ ଆପଣ ମାନେ କେବେ ସେହି ଗୀତକୁ ଦେଖିବା ପାଇଁ ପାଇବେ । ସେହି ପରି ଦମନ ଫିଲ୍ମ ର ହିନ୍ଦୀ ଟ୍ରେଲର ଆପଣ ମାନେ ଆଗାମୀ ସପ୍ତାହ ରେ ପେନ ଇଣ୍ଡିଆ ଚେନ୍ନାଲ ରେ ଦେଖିବା ପାଇଁ ଯିବେ ।

daman

ଦମନ ଫିଲ୍ମ ର ହିନ୍ଦୀ ଟ୍ରେଲର ର ସୁଟିଂ ମଧ୍ୟ ସରିଜାଇଛି । ବାବୁସାନ ମଧ୍ୟ ନିଜେ କହିଥିଲେ କି ଦମନ ର ହିନ୍ଦୀ ଡୋଭିଂ ସରିସାରିଛି । ଟ୍ରେଲର ପାଇଁ ଯେତିକି ରେକର୍ଡିଂ ଆବଶ୍ୟକ ସେହି ସବୁ ବର୍ତମାନ ସୁଧା ସରିଜାଇଛି । ଦମନ ର ଟ୍ରେଲରେ ରେ ବାବୁସାନ ନିଜେ କଣ୍ଠ ପ୍ରଦାନ କରିଛନ୍ତି । ଏହା ସହିତ ବାବୁସାନ ଦମନ ର ଟାଇଟେଲ ସଙ୍ଗ୍ କୁ ଗାଇବେ ।

ଏହା ସହିତ ଗୋଟେ ଖବର ଆସୁଛି କି କଣ୍ଠଶ୍ଲିପି ଋୁତୁରାଜ ଦମନ ର ଗୋଟେ ଗୀତ ଗାଇଛନ୍ତି । ଆଉ ଏହା ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଗୋଟିଏ ଚର୍ଚ୍ଚା ର ବିଷୟ ରେ ପାଲଟିଛି । କପି ରାଇଟ କାରଣ ରୁ ଆପଣ ମାନେ ସେହି ଗୀତ କୁ ଏହି ଭିଡ଼ିଓ ସୁଣିବାକୁ ପାଇବେ ନାହିଁ । ଆଉ ଜାହା ସୁଣିବାକୁ ମିଳୁଛି ଯେ ଦମନ ର ଗୋଟିଏ ଗୀତ ଋୁତୁରାଜ ଗାଉଥିବା ବେଳେ ବଲିଉଡ ର ଆଉ ଗୋଟେ ଗୀତ ବଲିଉଡ ର ଆଉ ଏକ ସିଙ୍ଗର ମଧ୍ୟ ଗାଇବେ ବୋଲି ସୂଚନା ରହିଛି ।

ବର୍ତମାନ ସମୟ ରେ ଆପଣ ମାନେ ଜାଣନ୍ତି ଦମନ ଫିଲ୍ମ 4 କୋଟି ରୁ ଅଧିକ ଆୟ କରି ସାରିଥିବା ବେଳେ ଯେତେ ବେଳେ ଦମନ ଫିଲ୍ମ ଟି ହିନ୍ଦୀରେ ଡଭ ହେବ ତେବେ ସେହି ସମୟ ରେ 500 ରୁ 600 ହଲ ରେ ରିଲିଜ ହେବ । ଏବଂ ଆଗାମୀ ସମୟ ରେ ଦମନ ଫିଲ୍ମ କୁ ଆପଣ ମାନେ କପିଲ ଶର୍ମା ସୋ ରେ ଦେଖିବା ପାଇଁ ପାଇଯିବେ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ