ପ୍ରସିଦ୍ଧ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ବ୍ରେଷ୍ଟ କ୍ୟାନସର ମେଡ଼ିକାଲରେ ଭର୍ତ୍ତି ।

oo9

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବର୍ତମାନ ସମୟ ରେ ବଡ ଦୁଖଃଦ ଖବର ସାମ୍ନା କୁ ଆସିଛି । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କୁ ବ୍ରେଷ୍ଟ କ୍ୟାନସର ତେବେ ଏହି ଅଭିନେତ୍ରୀ ଜଣଙ୍କ କିଏ ଜାଣିବା ପରେ ଆପଣ ମାନଙ୍କ ଆଖିକୁ ଲୁହ ଆସିଯିବ । ଅନେକ ଟିଭି ସିରିଏଲ ରେ ଅଭିନୟ ର ଜାଦୁ ଦେଖେଇଥିବା ଅଭିନେତ୍ରୀ ଏବେ କ୍ୟାନସର ସହିତ ଲଢୁଛନ୍ତି ।

ତାଙ୍କୁ ବ୍ରେଷ୍ଟ କ୍ୟାନସର ହୋଇଛି ଏହି ନେଇ ସେ ନିଜର ସୋସିଆଲ ମିଡିଆ ଏକାଉଣ୍ଟ ରେ ସୂଚନା ପ୍ରଦାନ କରିଛନ୍ତି । ତାଙ୍କର ଇନଷ୍ଟାଗ୍ରାମ ଏକାଉଣ୍ଟ ରେ ଏକ ଭାବ ପ୍ରବଣ ପୋଷ୍ଟ କରି ସେୟାର କରିଛନ୍ତି ଏହି ଅଭିନେତ୍ରୀ ଜଣଙ୍କ ଫୋଟ ସେୟାର କରିବା ପାଇଁ ପ୍ରସଂଶକ ମାନେ ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ସାହାସ କୁ ପ୍ରସଂସା କରିବା ସହିତ ଆସୁ ଆରୋଗ୍ୟ କାମନା କରିଛନ୍ତି ।

ତେବେ ତାଙ୍କ ଇନଷ୍ଟା ଗ୍ରାମ ଏକାଉଣ୍ଟ ରେ ଲେଖିଛନ୍ତି ଡିୟର ବ୍ରେଷ୍ଟ ଏହି ପୋଷ୍ଟ ରେ ତୁମର ପ୍ରସଂଶା କରୁଛି । ମୁଁ ତୁମର ମ୍ୟାଜିକ୍ ପ୍ରଥମ ଥର ପାଇଁ ଦେଖିଲି ଧନ୍ୟବାଦ ଯେ ମତେ ଖୁସୀ ହେବାର ସୁଯୋଗ ପ୍ରଥମ ଥର ଦେଲ ତୁମେ ମୋର ଉଭୟ ପିଲା ଙ୍କୁ ଖାଇବାକୁ ଦେଲ ତୁମର ଗୁରୁତ୍ୱ ବଢିଗଲା ତୁମେ କର୍କଟ ରୋଗ ସହିତ ଲଢିଥିବା ବେଳେ ତୁମ ପାଖରେ ଠିଆ ହେବାର ସମୟ ଆସିଛି ।

ତେବେ ପ୍ରସିଦ୍ଧ ଅଭିନେତ୍ରୀ ଛବି ମିତ୍ତଲ ଦୁଇଟି ସନ୍ତାନ ର ମାଆ ଅଟନ୍ତି । ତାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି । ଏବଂ ତାଙ୍କର ସ୍ୱାମୀ ମୋହିତ ଏକ ଡିଜିଟାଲ ଉତ୍ପାଦନ କମ୍ପାନୀ ସହ ମାଲିକ ଅଟନ୍ତି । ତେବେ ଛବି ବହୁତ ସିରିଏଲ ରେ ଅଭିନୟ କରିଥିବା ବେଳେ ସେ ଅନେକ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି । ଟେଲିଭିଜନ ରେ ନିଜର ପରିଚୟ ସୃଷ୍ଟି କରିବା ପରେ ଛବି SIT ନାମକ ୟୁଟ୍ୟୁବ ଚେନ୍ନାଲ ଆରମ୍ଭ କରିଥିଲେ । ଜାହା ମଧ୍ୟ ରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଅନେକ ଟିଭି ସିରିଏଲ ରେ ନିଜର ଅଭିନୟ ର ଯାଦୁ ଦେଖେଇ ଥିବା ଅଭିନେତ୍ରୀ ଛବି ମିତ୍ତଲ କ୍ୟାନସର ସହିତ ଲଢୁଛନ୍ତି । ତେବେ ତାଙ୍କର ପ୍ରସଂଶକ ମାନେ ତାଙ୍କର ଆସୁ ଆରୋଗ୍ୟ କାମନା କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *