ଯେଉଁ ହିରୋଇନ ଖାଇଛି ଅର୍ଚ୍ଚନା ମହୁ । ଇଡ଼ି ସ୍କାନରରେ ପଡିଛି ସେହି

Archana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ସୁନ୍ଦରୀ ଅର୍ଚ୍ଚନା ଙ୍କୁ ନେଇ ଆଉ ଏକ ବଡ ଖବର ସାମ୍ନାକୁ ଆସୁଛି । ସୁନ୍ଦରୀ ଅର୍ଚ୍ଚନା କାଳେ ରାଣୀ ମହୁମାଛି ପାଲଟିଥିଲା । ଆଉ ଟିକେ ଟିକେ ମହୁ ଆମ ଓଡିଆ କଳାକାର ଙ୍କୁ ଓଡିଆ ହୋରଇନ ଙ୍କୁ କାଳେ ଦେଇଥିଲା । ଯେଉଁ ମାନଙ୍କ ଠିକଣା ଏବେ ଇଡି ପାଇସାରିଛି । ହଁ ବନ୍ଧୁଗଣ ଯେତେ ବେଳେ ସୁନ୍ଦରୀ ଅର୍ଚ୍ଚନା ର ଆର୍ଥିକ କାରବାର କୁ ନେଇ ଇଡି ଖୋଳତାଲ ଆରମ୍ଭ କରୁଛି ।

ଠିକ୍ ସେତିକି ବେଳେ ଆଉ ଏକ ଚାଞ୍ଚଲ୍ୟ କର ତଥ୍ୟ ଏବେ ଇଡି ହାତରେ ଲାଗିଛି । ଅନେକ କିଛି ଟଙ୍କା ସୁନ୍ଦରୀ ଅର୍ଚ୍ଚନା ଓଡିଆ କଳାକାର ମାନଙ୍କୁ ଦେଇଥିଲା । ଓଡିଆ ହିରୋଇନ ମାନଙ୍କୁ ଦେଇଥିଲା । ଏମିତିକି ଏମିତି କିଛି ଖବର ଆସିବା ପରେ ସମସ୍ତ ଙ୍କ ମୁଣ୍ଡ ଘୁରେଇ ଦେଉଛି । ହଁ ବନ୍ଧୁଗଣ ସୁନ୍ଦରୀ ଅର୍ଚ୍ଚନା କେବଳ ଟଙ୍କା ବଡ ବଡିଆ ଙ୍କ ଠାରୁ ଆଣିଥିବା ବେଳେ ସେହି ସବୁ ଟଙ୍କା କେବଳ ସୁନ୍ଦରୀ ମହିଳା ମାନଙ୍କୁ ଦେଇଛି ସୁନ୍ଦରୀ ଅର୍ଚ୍ଚନା ।

Archana

ଆଉ ସେହି ମାନଙ୍କୁ କୁଆଡେ ବର୍ତମାନ ସମୟ ରେ ଇଡି ନୋଟିସ କରି ସାରିଛି । ଜାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡରେ ପଡି ହାଟରେ ଗଡୁଛି । ଆଉ ଇଡି ଯେତେ ବେଳେ ଏହି ସବୁ କୁ ନେଇ ତଦନ୍ତ କରୁଛି ଠିକ୍ ସେତିକି ବେଳେ ଆଉ ଏକ ତାରକା ହୋଟେଲ ର ମାଲିକ କୁ ନେଇ ଲିଙ୍କ୍ ଆସିଲାଣି । ଜାହାକୁ ମଧ୍ୟ ଇଡି ଏହି ଦିନେ ଦୁଇ ଦିନ ମଧ୍ୟରେ ନୋଟିସ କରି ପାରେ ।

କେବଳ ସେତିକି ନୁହେଁ ସୁନ୍ଦରୀ ଅର୍ଚ୍ଚନା ଏହାରି ମଧ୍ୟରେ ଦୁଇଟି ନୂଆ କାର କିିଣିଥିଲା । ଗୋଟିଏ କାର କୁ ଜବଦ କରିଛି ଇଡି ଯେଉଁ କାର ର ସୋରୁମ୍ ମାଲିକ କୁ ମଧ୍ୟ ନୋଟିସ ଜାରି କରିଛି ଇଡି । ତେବେ ଆର କାର ଟି ଏବେ କେଉଁଠି ଜାହାର ପତ୍ତା ପାଉନାହିଁ ଇଡି । ତେବେ ସେହି କାର ମିଳିବା ପରେ ବି ସେହି କାର ର ସୋ ରୁମ୍ ମାଲିକ ଙ୍କୁ ନୋଟିସ କରିବ ଇଡି । ଜାହାକୁ ନେଇ ବର୍ତମାନ ସମୟ ରେ ଖବର ଆସୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *