ଏଠାରେ ଭୂତମାନେ କରନ୍ତି ବିବାହ…ଅତିଥି ନିମନ୍ତ୍ରଣ ସହ ଯୌତୁକ ବି ଦିଆଯାଏ..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ମଲା ବ୍ୟକ୍ତିଙ୍କ ର କରାଯାଏ ବିବାହ । ଅତିଥି ନିମନ୍ତ୍ରଣ ସହ ଯାନି ଯୌତୁକ ବି ଦିଆଯାଏ । ଅତିଥିଙ୍କ ପାଇଁ ଭୋଜି ଭାତର ଆଯୋଜନ କରାଯାଏ । ଏଭଳି ହୋଇଥାଏ ଭୂତ ବିବାହ । ଘୋଷ୍ଟ ୱେଡିଂ ବା ଭୂତ ବିବାହ କରିବାର ଆପଣ କେବେ ଦେଖିଛନ୍ତି । ଏମିତି ବି ସ୍ଥାନ ରହିଛି ଯେଉଁଠି ମୃ-ତ୍ୟୁ ପରେ ଆତ୍ମା ର ବାହାଘର କରାଯାଏ । ଯାହାକୁ ଭୂତ ବିବାହ ବା ଘୋଷ୍ଟ ୱେଡିଂ ବୋଲି କୁହାଯାଏ ।

ସବୁଠୁ ଖାସ୍ କଥା ହେଲା ସାଧାରଣତଃ ବାହାଘର ଭଳି ଏହା ମଧ୍ୟ ହୋଇଥାଏ । ବିବାହର ସବୁ ରୀତି ନୀତି ସଂପୂର୍ଣ୍ଣ ହେବା ସହ ଯାନି ଯୌତୁକ ଦିଆଯାଇଥାଏ । ଏପରିକି ଅତିଥି ନିମନ୍ତ୍ରଣ ସହ ଭୋଜି ଭାତର ଆଯୋଜନ ବି କରାଯାଇଥାଏ । ଏଭଳି ଅଜବ ପ୍ରଥା ଚାଇନାରେ ରହିଛି । ଆଉ ଏ ପ୍ରଥା ହଜାରେ ବର୍ଷ ଧରି ଏଠାରେ ଚଳି ଆସୁଛି ।

Marriage

ଏଠାକାର ଲୋକଙ୍କ ବିଶ୍ୱାସ ରହିଛି ଯେ ଯେଉଁ ବ୍ୟକ୍ତି ମାନଙ୍କର ବିଭାଘର ପୂର୍ବରୁ ଅକାଳ ମୃ-ତ୍ୟୁ ହୋଇଥାଏ ସେମାନଙ୍କ ଆତ୍ମା ଶାନ୍ତି ପାଇନଥାଏ । ଅତୃପ୍ତ ଆତ୍ମା ହୋଇ ଘୂରି ବୁଲୁଥାଏ । ବିପଦଗାମୀ ହୋଇଥାଏ । ସେମାନଙ୍କ ଆତ୍ମା ର ଶାନ୍ତି ପାଇଁ ଏପରି କରାଯାଇଥାଏ । ଏହାକୁ ଭୂତ ବିବାହ ବୋଲି କୁହାଯାଏ । କାରଣ ଭୂତ ମାନେ ଆସି ଏହି ବିବାହରେ ଯୋଗ ଦେଉଥିବାର ବିଶ୍ୱାସ ମଧ୍ୟ କରିଥାନ୍ତି ଏଠାକାର ଲୋକେ ।

ଘୋଷ୍ଟ ୱେଡିଂ ଯେ ସବୁଠାରୁ ଆଶର୍ଯ୍ୟକର କଥା ହେଲା କନ୍ୟା ପିତା ମାତାଙ୍କୁ ଯୌତୁକ ଦେବାପାଇଁ ପଡିଥାଏ । ସାଧାରଣତଃ ବିବାହ ପରି ଅଳଙ୍କାର, ପୋଷାକ ଏପରିକି ଘର କରଣା ଜିନିଷ ଆଦି ଦିଆଯାଇଥାଏ । ବିବାହ ସଂପୂର୍ଣ୍ଣ ହେବା ପରେ ବର କନ୍ୟାଙ୍କ ଅନ୍ତୀମ ସଂସ୍କାର କରାଯାଇଥାଏ ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Prasidhi
Uncategorized

ବଡ଼ ହେଲା ପରେ କିପରି ଦିଶୁଛନ୍ତି ଏହି ଓଡ଼ିଆ ପ୍ରସିଦ୍ଧି ଶିଶୁକଳାକାର ଦେଖନ୍ତୁ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଓଲିଉଡ ର ଚାଇଲ୍ଡ ଅଭିନେତ୍ରୀ ପ୍ରସିଦ୍ଧି ନାୟକ ଙ୍କୁ ତ ଆପଣ ମାନେ ଭଲ ଭାବେ ଜାଣିଥିବେ । ଦିର୍ଘ ଦିନ ଧରି ଓଲିଉଡ ରେ ଅଭିନୟ କରି ଆସୁଛନ୍ତି ପ୍ରସିଦ୍ଧି । ତାହାଲେ ସେ ଓଡିଆ ସିନେମା ସହିତ ଓଡିଆ ସିରିଏଲ ରେ ବି ଅଭିନୟ କରିଛନ୍ତି । ମାତ୍ର 6 ବର୍ଷ ବୟସ ରୁ ହିଁ ଓଲିଉଡ ଇଣ୍ଡଷ୍ଟ୍ରୀ ରେ କାମ […]

ଅଧିକ ପଢ
Kalia Yojana
Uncategorized

ଆଜି ଆସିବ କାଳିଆ ଯୋଜନାରେ ଟଙ୍କା । ପାଇବାକୁ ହେଲେ କରନ୍ତୁ ଏହି କାମ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସିଲା ବଡ ଖୁସୀ ଖବର ଆଜି ଉତ୍କଳ ଦିବସ ଅବସର ରେ କାଳିଆ ଯୋଜନା ରେ ମିଳିବାକୁ ଯାଉଛି କାଳିଆ ଯୋଜନା ର କିସ୍ତି ଟଙ୍କା । ତେବେ କେଉଁ ଚାଷୀ ଙ୍କୁ ମିଳିବ କଣ ରହିଛି ସଂମ୍ପର୍ଣ୍ଣ ଅପଡେଟ ଆସନ୍ତୁ ଜାଣିନେବା ତା ଆଗରୁ ଆପଣ ମାନେ ପୋଷ୍ଟ କୁ ଶେଷ ଯାଏ ପଢନ୍ତୁ । ତେବେ କିଛି […]

ଅଧିକ ପଢ
Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ