ମୋ ଡ୍ୟାନ୍ସ ଦେଖି ତାଙ୍କ ସ୍ୱାମୀ ମୋ ପ୍ରତି ଆଟ୍ରାକଟିଭ ହୋଇଗଲେ…

Dance

ଆପଣ ମାନଙ୍କୁ ଆମର ଏହି ପୋର୍ଟାଲ ରେ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଯାତ୍ରା ଆଇଟମ୍ ଡେନ୍ସର ରାନୀ ପ୍ରିୟଦର୍ଶିନୀ ସାହୁ ଙ୍କୁ ବହୁତ ଭଲ ଭାବେ ଜାଣିଥିବେ । ତେବେ ସେ ଏହି ଦିନରେ ନିଜର କିଛି ସାକ୍ଷାତକାର ରେ ପ୍ରତିକ୍ରିୟା ଦେଇଥିବାର ଦେଖିବା ପାଇଁ ମିଳିଛନ୍ତି । ଯେଉଁ ବିଷୟରେ ଆମେ ଜଣେଇବୁ । ତେବେ ବନ୍ଧୁଗଣ ରାନୀ ପ୍ରିୟଦର୍ଶିନୀ ସାହୁ ଯିଏ ଅନେକ ଯାତ୍ରା ପାର୍ଟି ସହିତ ଅନେକ ଫିଲ୍ମ ରେ ବି କାମ କରିଛନ୍ତି । ଏହା ସହିତ ସେ ମୋଡେଲିଂ କରୁଛନ୍ତି ।

ଲୋକ ମାନଙ୍କ ଦୁଖଃରେ ସୁଖରେ ଆପଣ ମାନଙ୍କ ପାଖରେ ସବୁ ବେଳେ ରହୁଛି ରାନୀ ପ୍ରିୟଦର୍ଶିନୀ ସାହୁ । ଆଉ ଏବେ ଯାତ୍ରାରେ ଗୋଟେ ନାଁ ଦେଇ ଦେଲେ କି ରାନୀ ପ୍ରିୟଦର୍ଶିନୀ ସାହୁ ଗୋଟେ ଯାତ୍ରା ଆଇଟମ୍ ଡେନ୍ସର ଅ-ଶ୍ଲୀ-ଳ ନୃତ୍ୟୁ କିଏ କରୁଛି । ଆଉ ଯେଉଁମାନେ ରହୁଛନ୍ତି ଆଇଟମ୍ ଡେନ୍ ସ ଗୋଟେ ଅ-ଶ୍ଲୀ-ଳ ନୃତ୍ୟୁ ବୋଲି ତେବେ ସେମାନେ ନିଶ୍ଚିତ ଭାବେ ହକି ୱାର୍ଡ କପ୍ ରେ ଦିସା ପାଟାନୀ ଙ୍କୁ ଆଣି ଡେନ୍ସ କରେଇଲେ ଆଇଟମ୍ ଡେନ୍ସ ରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଗଲା ।

Dance

ହେଲେ ଓଡିଶା ର ପ୍ରତିଭା ମାନଙ୍କୁ ସୁଯୋଗ ମିଳିଲା ନାହିଁ । ଏହା କେତେ ଠିକ୍ ଅଟେ । ଓଡିଶା ରେ ଏମିତି କିଛି ଲୋକ ରହିଛନ୍ତି ଯେଉଁ ମାନଙ୍କ ପାଇଁ ଓଡିଶା ର ଆର୍ଟିଷ୍ଟ ମାନଙ୍କୁ ଭଲ ଭଲ ବ୍ରେକ୍ ଦିଆଯାଉ ନାହିଁ । ହକି ବିଶ୍ୱକପ୍‌ରେ ଅଧା ଡ୍ରେସ୍‌ ପିନ୍ଧି ଦିଶା ପଟାନୀ ନାଚି ପାରିଲେ । କିନ୍ତୁ ଆମକୁ ଖଣ୍ଡଗିରି ରେ ଆଇଟମ୍‌ ଡ୍ୟାନ୍ସ କାହିଁକି ମନା ? ଅ-ଶ୍ଲୀ-ଳ ନୃତ୍ୟର ସଂଜ୍ଞା ମତେ ଆଗ ସମସ୍ତେ ବୁଝାନ୍ତୁ । ଆଉ ମୁଁ କେଉଁଠି ଆଗ ପଛ ଖୋଲି ଡେନ୍ସ କଲି ସେମାନେ ମତେ ଟିକେ ବୁଝେଇ ଦେଉ ନାହାଁନ୍ତି ।

ଆଉ ଯେଉଁଥି ପାଇଁ ପଇସା ନେଉଛି ଆଉ ଗୀତ ର ଏକ୍ସପ୍ରେସନ କୁ ନେଇ ଆମେ ଡେନ୍ସ କରିବୁ ନାଁ ମନ ଇଚ୍ଛା ଆମେ ନାଚିବୁ । ଆମେ ଆମ କାମ କରି ଚାଲିଛୁ । ଆଉ କୋଉଟା ଲୋକ ମାନଙ୍କୁ ପସନ୍ଦ ଲାଗିବ କୋଉଟା ପସନ୍ଦ ଲାଗିବନି ତାହା ଆମେ ତ କହି ପାରିବୁନି । ଆଉ ମୁଁ ଯଦି ଅଶ୍ଲୀଳ ନୃତ୍ୟ କରୁଥାନ୍ତି ତେବେ ମତେ ଆଉ ସୁଯୋଗ ମିଳନ୍ତାନି ହେଲେ ମୁଁ ରାତି ପାହିଲେ ପଗ୍ରାମ କରୁଛି । ଯେଉଁ ମାନେ ଏହି ପରି କହୁଛନ୍ତି ସେମାନଙ୍କ ଆଖିରେ ଅନ୍ଧ ପୁଟୁଳି ବାଜିଛି ସେମାନେ ଦେଖି ପାରୁନାହାଁନ୍ତି ମୁଁ କଣ କରୁଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

G M

Leave a Reply

Your email address will not be published.

Kalia Yojana
Uncategorized

କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର । ଏହି ତାରିଖରେ ଆସିବ ଟଙ୍କା

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ କାଳିଆ ଯୋଜନା ରେ ଆସି ଜାଇଛି ବଡ ଖୁସୀ ଖବର ଆପଣ ସମସ୍ତ ଙ୍କୁ ମିଳିବାକୁ ଯାଉଛି ଟଙ୍କା ଆପଣ ମାନେ ଭୂମୀହୀନରେ ଥାଆନ୍ତୁ ବା ଆପଣ ମାନେ ଚାଷୀରେ ଥାଆନ୍ତୁ ଦୁଇ ଜଣଙ୍କୁ ମିଳିବ ଟଙ୍କା କେତେ ଟଙ୍କା ମିଳିବ କେଉଁ ତାରିଖ ରେ ମିଳିବ । କଣ ରହିଛି ସଂମ୍ପର୍ଣ୍ଣ ପ୍ରେସସ ଆପଣ ମାନଙ୍କୁ ସବୁ ବିଷୟ ରେ ସଂମ୍ପର୍ଣ୍ଣ ବିବରଣି […]

ଅଧିକ ପଢ
dj
Uncategorized

ଫସିବେ ବୋଲି ଏମିତି କଲା ମୋ ସହିତ…

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଡିଜେ ଆଜେକ୍ସ ଙ୍କ ମୃ-ତ୍ୟୁ କୁ ନେଇ ଦିନ ଯେତେ ଗଡୁଛି । ସନ୍ଦେହ ମଧ୍ୟ ସେତିକି ପରିମାଣ ରେ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଡିଜେ ଆଜେକ୍ସ ଙ୍କର ଦ୍ୱାଦଶ କର୍ମ ମଧ୍ୟ ଶେଷ ହୋଇଛି । ତେବେ ଏହି ଦ୍ୱାଦଶ କର୍ମ ରେ ଆଜେକ୍ସ ଙ୍କ ସମସ୍ତ ସାଙ୍ଗ ସାଥି ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା । ହେଲେ ଯାହା […]

ଅଧିକ ପଢ
Uncategorized

ଆସିଲା ସବୁ ସତ ପଦାକୁ । ଅଭିନୟ ଜଗତରୁ କାହିଁକି ଦୁରେଇ ଯାଇଥିଲେ ଜ୍ୟୋତି ମିଶ୍ର

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ବିଗତ 13 ବର୍ଷ ପରେ ପରଦା କୁ ଫେରିବେ ଜ୍ୟୋତି ମିଶ୍ର । ତେବେ ତାଙ୍କର ନୂଆ ଫିଲ୍ମ ରେ ସେ ଏହି ଦିନ ରେ ଦେଖିବା ପାଇଁ ମିଳିବେ ତେବେ ଆମେ ଆପଣ ମାନଙ୍କୁ ଏଠାର ସେ କଣ ପାଇଁ ସିନେମା ଜଗତ ରୁ ଦୂରେଇ ଜାଇ ଥିଲେ ସେହି ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ […]

ଅଧିକ ପଢ