ଡ୍ରିମଗର୍ଲ ହେମା ମାଳିନୀଙ୍କ ବୋହୂମାନେ ହେମାଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର । ଦେଖିବା ପରେ ବିଶ୍ଵାସ କରି ପାରିବେ ନାହିଁ ଆପଣ ।

Spread the love

ବଲିଉଡର ଅନେକ ଅଭିନେତା ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ସୁନ୍ଦରତା ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ଡ୍ରିମଗର୍ଲ ହେମା ମାଳିନୀ । ନିଜ ସମୟର ଜଣେ ପ୍ରସିଦ୍ଧ ସୁନ୍ଦରୀ ଅଭିନେତ୍ରୀ ନିଜ ଅଭିନୟ ଏବଂ ସୁନ୍ଦରତା ଯୋଗୁଁ ଦର୍ଶକଙ୍କ ହୃଦୟର ରାଣୀ ସାଜିଥିଲେ । ଠିକ ଡ୍ରିମଗର୍ଲ ହେମା ମାଳିନୀଙ୍କ ପରି ହେମାଙ୍କ ବୋହୂମାନେ ଖୁବ୍ ସୁନ୍ଦର ଅଟନ୍ତି । ଆଜି ଏଠାରେ ଆମେ ହେମା ମାଳିନୀଙ୍କ ସାବତ ପୁଅ ସନ୍ନି ଦେବଲ ଏବଂ ବବି ଦେବଲଙ୍କ ପତ୍ନୀଙ୍କ ବିଷୟରେ କହିବା ପାଇଁ ଚାହୁଁଛୁ, ଯେଉଁମାନେ ହେମା ମାଳିନୀଙ୍କ ଠାରୁ ମଧ୍ୟ ଅଧିକ ସୁନ୍ଦର ଅଟନ୍ତି ।

ଆପଣମାନେ ସମସ୍ତେ ଜାଣିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଳିନୀ ଅଭିନେତା ଧର୍ମେନ୍ଦ୍ରଙ୍କ ପତ୍ନୀ ଅଟନ୍ତି । ହେମା ମାଳିନୀ ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ନିଜ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ମିଳିତ ଭାବରେ ଅନେକ ଚଳଚିତ୍ର ଅଭିନୟ କରିଛନ୍ତି, ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିଲା ।

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ହେମା ମାଲିନୀଙ୍କ ସାବତ ପୁଅ ସନ୍ନି ଦେବଲଙ୍କ ବିଷୟରେ ଆପଣମାନେ ଜାଣିଥିବେ । ବଲିଉଡର ପ୍ରସିଦ୍ଧ ଅଭିନେତା ମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ସନ୍ନି ଦେବଲ । ନିଜର ଦମଦାର ଆକ୍ସନ ଏବଂ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ଅଭିନେତା ସନ୍ନି ଦେବଲଙ୍କ ସୁନ୍ଦରୀ ପତ୍ନୀଙ୍କ ନାମ ହେଉଛି ପୂଜା ଦେବଲ । ପୂଜା ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି କିନ୍ତୁ ସେ ଲାଇମଲାଇଟରୁ ଦୂରେଇ ରହିଛନ୍ତି । ପୂଜା ଦେଖିବା ପାଇଁ ବଲିଉଡର ଅଭିନେତ୍ରୀ ମାନଙ୍କ ପରି, ପୂଜାଙ୍କ ସୁନ୍ଦରତା ସାମ୍ନାରେ ବଲିଉଡର ପ୍ରତିଟି ଅଭିନେତ୍ରୀ ଫିକା ପଡିଯିବେ ।

ବଲିଉଡର ଅଭିନେତା ବବି ଦେବଲ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ମନ ଏବଂ ହୃଦୟ ଜିଣି ପାରିଛନ୍ତି । ନିକଟରେ ବବି ଦେବଲ ଫିଲ୍ମ “ରେସ-3″ରେ ଅଭିନୟ କରିଥିଲେ । ବଲିଉଡର ଏହି ଅଭିନେତାଙ୍କ ସୁନ୍ଦର ପତ୍ନୀଙ୍କ ନାମ ହେଉଛି ତାନ୍ୟା ଦେବଲ ଅଟେ । ଦୁହେଁ ୧୯୯୬ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାନ୍ୟାଙ୍କ ସୁନ୍ଦରତା ସାମ୍ନାରେ ବଲିଉଡର ପ୍ରତିଟି ଅଭିନେତ୍ରୀ ଫିକା ପଡିଯିବେ । ତାନ୍ୟା ଦେବଲ ଅଭିନେତ୍ରୀ ହେମା ମାଲିନୀଙ୍କ ବଡ ବୋହୁଙ୍କ ପରି ଲାଇମଲାଇଟରୁ ଦୂରେଇ ରହିଛନ୍ତି । ଆପଣ ତାନ୍ୟାଙ୍କ ଚିତ୍ର ଦେଖି ଜାଣି ପାରୁଥିବେ ସେ କେତେ ସୁନ୍ଦର ଅଟନ୍ତି ।

ବନ୍ଧୁଗଣ, ଅନୁଛେଦଟି ଆପଣଙ୍କୁ ପସନ୍ଦ ଆସିଥିବା । ପସନ୍ଦ ଆସିଲେ ଗୋଟିଏ ଲାଇକ କରନ୍ତୁ ଏବଂ ନିଜ ମତାମତ Comment Boxରେ ପ୍ରଦାନ କରନ୍ତୁ । ଧନ୍ୟବାଦ