29 ରୁ 31 ତାରିଖ ଯାଏଁ ରହିବ କାଳସର୍ପ ଯୋଗ, ହୀରା ଭଳିଆ ଚମକି ଯିବ ଏହି 6ଟି ରାଶିର ଭାଗ୍ୟ

Spread the love

ଗ୍ରହ ଗୁଡିକରେ ନିରନ୍ତର ପରିବର୍ତ୍ତନ ହେବା କାରଣରୁ ସମସ୍ତ ରାଶିଗୁଡିକ ଉପରେ ଏହାର ପ୍ରଭାବ ପଡିଥାଏ । କିଛି ରାଶି ଉପରେ ଏହାର ଭଲ ପ୍ରଭାବ ପଡିଥାଏ ତ କିଛି ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିଥାଏ ଏବଂ ଏହି ରାଶିର ପ୍ରଭାବ ବ୍ୟକ୍ତିମାନଙ୍କ ଜୀବନ ଉପରେ ପଡିଥାଏ । କାଳସର୍ପ ଯୋଗ ପ୍ରଭାବରେ ଏହି ଚାରୋଟି ରାଶିର ବ୍ୟକ୍ତିଙ୍କ ଜୀବନରେ ହେବ ପରିବର୍ତ୍ତନ, ଭାଗ୍ୟ ଚମକି ଉଠିବା । ଜ୍ୟୋତିଶବିତଙ୍କ ସୂଚନା ଅନୁଯାୟୀ, ସେହି ଚାରୋଟି ରାଶିଙ୍କ ବିଷୟରେ ସୂଚନା ଦେବାକୁ ଯାଉଛୁ: ଯାହାଙ୍କ କାଳସର୍ପ ଯୋଗର ପ୍ରଭାବରେ ତାଙ୍କ ଜୀବନର ସବୁ ସଙ୍କଟ ଦୂର ହୋଇଯିବ ।

ବୃଷ ରାଶି ଓ ମିନ ରାଶି

ଏହି ରାଶିର ଲୋକମାନଙ୍କର ଭାଗ୍ୟରେ ଖୋଲିବାକୁ ଯାଉଛି । ଏହି ରାଶିର ଲୋକ ମାନେ ସଫଳତାର ନୁଆ କୀର୍ତ୍ତନାମା ସ୍ଥାପିତ କରିବେ । ଏହି ଲୋକମାନଙ୍କୁ କିଛି ନୁଆ ଖୁସିଖବର ମିଳିପାରେ । କାଳସର୍ପ ଯୋଗ ପ୍ରଭାବରୁ ଏହି ରାଶିର ଲୋକମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଯିବ । ଏହି ରାଶିର ଲୋକମାନଙ୍କୁ ଏହି ସମୟରେ ପରିବାରର ସଦସ୍ୟଙ୍କ ସହଯୋଗ ମିଳିବ । ଆପଣଙ୍କର ଜୀବନରେ ଯାହା ବି ସମସ୍ୟା ଏବଂ ଚିନ୍ତା ଚାଲୁଛି ସେ ଗୁଡିକ ବହୁତ ଜଲ୍ଦି ଦୂର ହୋଇଯିବ । ଆପଣଙ୍କର ସବୁ ମନୋକାମନା ପୂର୍ଣ ହେବ । ବେରୋଜଗାର ଲୋକମାନଙ୍କୁ ନୂତନ କର୍ମସଂସ୍ଥାରେ ନିଯୁକ୍ତି ମିଳିବ । ରୋଜଗାର କରିବାର ନୂତନ ପନ୍ଥା ଆପାଣିବେ । ସମାଜରେ ଏମାନଙ୍କର ମାନ ସମ୍ମାନ ବଢିବ ।

କୁମ୍ଭ ରାଶି ଓ ମକର ରାଶି

ଆପଣଙ୍କ ପରିବାରରେ ସୁଖ ଶାନ୍ତି ଫେରି ଆସିବା । କାଳସର୍ପ ଯୋଗ ରହିବା କାରଣରୁ ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ । ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକି ଥିବା ଟଙ୍କା ଫେରସ୍ତ ମିଳିବ । ପରିବାର, ଜ୍ଞାତିକୁଟୁମ୍ବ ଏବଂ ସମାଜରେ ପ୍ରସଂଶିତ ହେବେ । ଏହି ରାଶିର ଲୋକମାନେ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ସୁସ୍ଥ ରହିବେ । ଆପଣଙ୍କର ସବୁ କାର୍ଯ୍ୟ ସମ୍ପୂର୍ଣ ହୋଇଯିବ । ଆପଣଙ୍କୁ ଆପଣଙ୍କର କଷ୍ଟର ଫଳ ନିଶ୍ଚିତ ମିଳିବ । କାର୍ଯ୍ୟସ୍ଥଳରେ ସହକର୍ମୀମାନଙ୍କର ପୁରା ସହଯୋଗ ମିଳିବ । ଆୟରେ ବୁଦ୍ଧି ହେବା । ଯେଉଁଥି ପାଈଁ ଏମାନଙ୍କ ଜୀବନରେ ସବୁ ସମସ୍ୟା ଦୁର ହୋଇଯିବ।

ତୁଳା ରାଶି ଓ ଧନୁ ରାଶି

କାଳସର୍ପ ଯୋଗ ରହିବା କାରଣରୁ ଏହି ରାଶିର ଜାତକରେ ସମସ୍ତ ସମସ୍ୟା ଦୂର ହୋଇଯିବ । ଜୀବନସାଥୀର ସହଯୋଗ ଏବଂ ସାନ୍ନିଧ୍ୟ ମିଳିବ । ଆସୁଥିବା ସମୟରେ ଆପଣଙ୍କ ଜୀବନରେ କିଛି ବହୁତ ବଡ଼ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ । ନିଜ ସ୍ବାସ୍ଥ୍ୟ ପ୍ରତି ସାବଧାନ ରହିବାର ଆବଶ୍ୟକତା ଅଛି କାହିଁକିନା ଆପଣଙ୍କ ସ୍ୱାସ୍ଥ୍ୟରେ ସମ୍ୟକ ଅସୁସ୍ଥତା ଅନୁଭବ କରିପାରିବେ । ପ୍ରେମୀ ଯୁଗଳଙ୍କୁ ପାଈଁ ବହୁତ ଭଲ ସମୟ ରହିବ । ଆପଣ କାହାକୁ ପ୍ରୋପଜ କରିବାକୁ ଚାହୁଁଥିବେ ତା’ହେଲେ ସଫଳତା ନିଶ୍ଚିତ ମିଳିବ । ବ୍ୟବସାୟ ବାଣିଜ୍ୟରେ ଆଶାତୀତ ଫଳ ଲାଭ କରିବେ ।